Kendujhar LOCAL news

  • Home
  • Kendujhar LOCAL news

Kendujhar LOCAL  news ପରିବର୍ତ୍ତନର ସ୍ବର...
(1)

ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକ ମଣିମା, କୋଟି କୈବଲ୍ୟ ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ 🙏🙏🙏
02/07/2025

ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକ ମଣିମା, କୋଟି କୈବଲ୍ୟ ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ 🙏🙏🙏

ପଖାଳ ବେଲାଏ ସାଥିରେ ଗରମା ଗରମ ଆଳୁଭଜା... ତାସାଥେ ପିଆଜ କୁ ଲଙ୍କା ଲୁଣ ଚକଟି  ଖାଇବାର ମଜା ଖାଣ୍ଟି ଓଡ଼ିଆ ହିଁ ଜାଣିପାରିବ...ଆମ ପଖାଳ ଆମ ପ...
02/07/2025

ପଖାଳ ବେଲାଏ ସାଥିରେ ଗରମା ଗରମ ଆଳୁଭଜା... ତାସାଥେ ପିଆଜ କୁ ଲଙ୍କା ଲୁଣ ଚକଟି ଖାଇବାର ମଜା ଖାଣ୍ଟି ଓଡ଼ିଆ ହିଁ ଜାଣିପାରିବ...
ଆମ ପଖାଳ ଆମ ପରିଚୟ ❤️❤️❤️

 #ନିଖୋଜ_ଯୁବକର_ମିଳିଲା_ମୃତ_ଦେହ । ବନ୍ୟା ରେ ଭାସିଯାଇ ନିଖୋଜ ଯୁବକ ର ମୃତ ଦେହ ଓଡ୍ରାଫ ଟିମ୍ ଦ୍ୱାରା ଉଦ୍ଧାର । ବାଲିଆପାଳ ବ୍ଲକ ରେ ସୁବର୍ଣ...
02/07/2025

#ନିଖୋଜ_ଯୁବକର_ମିଳିଲା_ମୃତ_ଦେହ ।
ବନ୍ୟା ରେ ଭାସିଯାଇ ନିଖୋଜ ଯୁବକ ର ମୃତ ଦେହ ଓଡ୍ରାଫ ଟିମ୍ ଦ୍ୱାରା ଉଦ୍ଧାର ।
ବାଲିଆପାଳ ବ୍ଲକ ରେ ସୁବର୍ଣ୍ଣ ରେଖା ବନ୍ୟା ତାଣ୍ଡବ ରେ ମଙ୍ଗଳବାର ଅପରାହ୍ନ ୧.୩୦ ରେ ଜଣେ ଯୁବକ ଜଣ ବନ୍ୟା ପାଣି ରେ ସାଙ୍ଗ ମାନଙ୍କ ସହିତ ଗାଧୋଇବା ସମୟ ରେ ଭାସି ଯାଇ ନିଖୋଜ ଥିଲା । ଯୁବକ ଜଣଙ୍କ ହେଲେ ବାଲିଆପାଳ ବ୍ଲକ ର ବିଷ୍ଣୁ ପୁର ପଞ୍ଚାୟତ ର ବିଷ୍ଣୁପୁର ଗ୍ରାମର ଅଜୟ ସି ଙ୍କ ର ଗୋଟିଏ ମାତ୍ର ପୁଅ ରାକେଶ ସି । ପ୍ରଶାସନ ପକ୍ଷରୁ ୭ ଟି ଓଡ୍ରାଫ ଡିମ୍ ଦ୍ଵାର ଖୋଜାଖୋଜି କାର୍ଯ୍ୟ ଜାରି ରଖିଥିବା ବେଳେ ଆଜି ସକାଳ ଓଡ୍ରାଫ ଟିମ୍ ମୃତ ଦେହ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି ।

ତେଲେଙ୍ଗାନା ଫାର୍ମା କାରଖାନା ବିସ୍ଫୋରଣ ଘଟଣା, ବିସ୍ଫୋରଣରେ ୪ ଜଣ ଓଡ଼ିଆଙ୍କ ମୃତ୍ୟୁ ର, ସୂଚନା ଅନୁଯାୟୀ; ମୃତ ବ୍ୟକ୍ତି ହେଉଛନ୍ତି ଗଞ୍ଜାମର ...
02/07/2025

ତେଲେଙ୍ଗାନା ଫାର୍ମା କାରଖାନା ବିସ୍ଫୋରଣ ଘଟଣା, ବିସ୍ଫୋରଣରେ ୪ ଜଣ ଓଡ଼ିଆଙ୍କ ମୃତ୍ୟୁ ର, ସୂଚନା ଅନୁଯାୟୀ; ମୃତ ବ୍ୟକ୍ତି ହେଉଛନ୍ତି ଗଞ୍ଜାମର ଜଗନ ମୋହନ, ତିଗିରିଆର ଲଗ୍ନଜିତ ଦୁଆରି, ବାଲେଶ୍ଵରର ମନୋଜ ରାଉତ ଓ ଯାଜପୁରର ଦୋଳଗୋବିନ୍ଦ ସାହୁ, ଏଥିସହ ୪ ଓଡ଼ିଆ ଆହତ ଓ ଜଣେ ଗୁରୁତର ଥିବାରୁ ICUରେ ଭର୍ତ୍ତି ସୂଚନା

ଯେତେବେଳେ କୌଣସି ଆଇଏଏସ୍ ବା ଓଏଏସ୍ ଅଧିକାରୀ ଦୁର୍ନୀତିରେ ଧରା ପଡ଼ନ୍ତି ସେତେବେଳେ ଏମାନଙ୍କର ସଂଗଠନ କାହିଁକି ମୁହଁ ଖୋଲେ ନାହିଁ ?ଦୁର୍ନୀତି ...
02/07/2025

ଯେତେବେଳେ କୌଣସି ଆଇଏଏସ୍ ବା ଓଏଏସ୍ ଅଧିକାରୀ ଦୁର୍ନୀତିରେ ଧରା ପଡ଼ନ୍ତି ସେତେବେଳେ ଏମାନଙ୍କର ସଂଗଠନ କାହିଁକି ମୁହଁ ଖୋଲେ ନାହିଁ ?

ଦୁର୍ନୀତି ଏମାନଙ୍କର ମୌଳିକ ଅଧିକାର କି❓

କେନ୍ଦୁଝର: ଯୋଡ଼ା ଥାନା ବିଛାକୁଣ୍ଡି ଜଙ୍ଗଲର ଘଟଣାମାଟି ଅତଡ଼ା ତଳେ ଚାପି ହୋଇ ୩ ମୃତବେଆଇନ ଖଣି ଖନନ ବେଳେ ଧସିଲା ମାଟି ଅତଡ଼ାମାଟି ତଳେ କିଛି...
02/07/2025

କେନ୍ଦୁଝର: ଯୋଡ଼ା ଥାନା ବିଛାକୁଣ୍ଡି ଜଙ୍ଗଲର ଘଟଣା
ମାଟି ଅତଡ଼ା ତଳେ ଚାପି ହୋଇ ୩ ମୃତ
ବେଆଇନ ଖଣି ଖନନ ବେଳେ ଧସିଲା ମାଟି ଅତଡ଼ା
ମାଟି ତଳେ କିଛି ବ୍ୟକ୍ତି ପୋତି ହୋଇ ଥିବା ସନ୍ଦେହ
ଘଟଣାସ୍ଥଳରେ ପୋଲିସ ଓ ବନବିଭାଗର ତଦନ୍ତ ଜାରି

ଆଜି ତିନି ରଥର ହେବ ଦକ୍ଷିଣ ମୋଡ଼: ନାକଚଣା ଦ୍ବାରକୁ ଯିବେ ତିନି ରଥ, ସାଢ଼େ ୧୨ଟାରେ ରଥକୁ ଆଜ୍ଞାମାଳ ବିଜେ। ଜନ୍ମବେଦି ଲୀଳା ସାରି ପୁଣି ରତ୍ନ...
02/07/2025

ଆଜି ତିନି ରଥର ହେବ ଦକ୍ଷିଣ ମୋଡ଼: ନାକଚଣା ଦ୍ବାରକୁ ଯିବେ ତିନି ରଥ, ସାଢ଼େ ୧୨ଟାରେ ରଥକୁ ଆଜ୍ଞାମାଳ ବିଜେ। ଜନ୍ମବେଦି ଲୀଳା ସାରି ପୁଣି ରତ୍ନବେଦି ଅଭିମୁଖେ ବାହୁଡ଼ିବେ ମହାପ୍ରଭୁ।

ଏତେ ବି ନୃଶଂସ ହୋଇ ପାରେ ମଣିଷ...ବର୍ବରତା ର ସବୁ ସୀମା ଟପି ଯାଇଛି ପିଶାଚ ସମ୍ପର୍କିୟ..ବିଧବା ମହିଳାଙ୍କୁ ଘର ଅଗଣାରେ କୋଦାଳ ଦ୍ଵାରା ଟିକ୍ ଟ...
02/07/2025

ଏତେ ବି ନୃଶଂସ ହୋଇ ପାରେ ମଣିଷ...
ବର୍ବରତା ର ସବୁ ସୀମା ଟପି ଯାଇଛି ପିଶାଚ ସମ୍ପର୍କିୟ..
ବିଧବା ମହିଳାଙ୍କୁ ଘର ଅଗଣାରେ କୋଦାଳ ଦ୍ଵାରା ଟିକ୍ ଟିକ୍ କରି ହାଣି ପକାଇଛି, ମୁଣ୍ଡ ଙ୍କୁ ସମ୍ପୁର୍ଣ ଗୁଣ୍ଡ କରିଦେଇଛି..! ସାହାରାପଡା ବ୍ଲକ କୁଣ୍ଡଳା ଗାଁର ଘଟଣା ଘଟିଛି ।

ଜଗତର ମାଲିକ...
02/07/2025

ଜଗତର ମାଲିକ...

ଆଷାଢ଼ ମାସ ତୃତୀୟ ବୁଧବାର ରେ ଘଟଗାଁ ମା ତାରିଣୀ ଙ୍କ ଆଜିର ପ୍ରଭାତ ଦର୍ଶନ🙏🏻
02/07/2025

ଆଷାଢ଼ ମାସ ତୃତୀୟ ବୁଧବାର ରେ ଘଟଗାଁ ମା ତାରିଣୀ ଙ୍କ ଆଜିର ପ୍ରଭାତ ଦର୍ଶନ🙏🏻

ବିଘ୍ନହର୍ତ୍ତା ବିନାୟକ…ଅଗ୍ରପୂଜ୍ୟ ମହାନାୟକ
02/07/2025

ବିଘ୍ନହର୍ତ୍ତା ବିନାୟକ…
ଅଗ୍ରପୂଜ୍ୟ ମହାନାୟକ

Address


Website

Alerts

Be the first to know and let us send you an email when Kendujhar LOCAL news posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Address
  • Alerts
  • Claim ownership or report listing
  • Want your business to be the top-listed Media Company?

Share