Anandapur Times

Anandapur Times ଖାଣ୍ଟି ଆନନ୍ଦପୁରିଆଙ୍କ ସ୍ଵର (The Voice Of Anandapur)
(1)

25/06/2025

ଆପଣଙ୍କୁ କଣ ଲାଗୁଛି ବିଜେପିର ଡବଲ ଇଞ୍ଜିନ ସରକାର ରେ ଆନନ୍ଦପୁରକୁ ରେଳ ସଂଯୋଗ ହୋଇ ପାରିବ ?
ହଁ, ନାଁ ସହ ନିଜ ବହୁମୂଲ୍ୟ ମତାମତ ଦିଅନ୍ତୁ।

18/06/2025

ବିଜେପି ସରକାରକୁ ୧ ବର୍ଷ ପୂରିଲା ।
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଅନ୍ତର୍ଗତ ଆନନ୍ଦପୁର ଉପଖଣ୍ଡ ପାଇଁ ମୋହନ ସରକାରଙ୍କୁ ଆପଣ ୧୦ ରୁ
କେତେ ନମ୍ବର ଦେବେ ?

15/08/2024

ଆନନ୍ଦପୁରବାସୀ ଙ୍କୁ ସ୍ଵାଧୀନତା ଦିବସ ର ଅଭିନନ୍ଦନ। 🙏🇮🇳

Thank you everyone for all your good wishes...it really made my day...Here is a small way of my birthday celebration in ...
13/07/2024

Thank you everyone for all your good wishes...it really made my day...

Here is a small way of my birthday celebration in my way, which I hope will give a significant message to the society and inspire people to think about the environment and others wellbeing🩸🌱
Again, thank you so much for your blessings...🙏

04/06/2024

ELECTION RESULTS:
ଆନନ୍ଦପୁର ବିଧାନସଭା କ୍ଷେତ୍ରରୁ ବିଜେଡି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ୧୧୦୨୫ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ।

04/06/2024

ELECTION RESULTS:
ଘଷିପୁରା ବିଧାନସଭା କ୍ଷେତ୍ର ରୁ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ୧୩୭୫୧ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ।

27/03/2024

ଅପ୍ରେଲ ୬ ରୁ ୧୨ ପ୍ରସିଦ୍ଧ ଘଷିପୁରା ବାରୁଣୀ ଉତ୍ସବ ।
ଆନନ୍ଦପୁର ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ବୈଠକ ଶେଷ ।

06/03/2024

BIG BREAKING:
ଆନନ୍ଦପୁର: ୨୦୧୯ ରାମଚନ୍ଦ୍ର ବେହେରା ହତ୍ୟା ମାମଲା,
୫ ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ,
ଅତିରିକ୍ତ ଜିଲ୍ଳା ଦୌରା ଜଜ୍ ଶୁଣାଇଲେ ରାୟ।

26/12/2023

ଆପଣଙ୍କ ମତରେ ୨୦୨୩ ରେ ଆନନ୍ଦପୁରର ଚର୍ଚ୍ଚିତ ଘଟଣାବଳୀ କ'ଣ ?
#ଆନନ୍ଦପୁର_ଟାଇମ୍ସ #ଜନମତ

03/11/2023

BIG BREAKING:
#୨୦ ନମ୍ବର ଜାତୀୟ ରାଜପଥ ରେ ମର୍ମନ୍ତୁଦ ଦୁର୍ଘଟଣା।
#ହାଇୱା - ବାଇକ୍ ମୁହାମୁହିଁ ଧକ୍କା । ବାଇକ୍ ଆରୋହୀ ଦୁଇ ଯୁବକ ଓ ଜଣେ ମହିଳା ମୃତ ।

25/10/2023

NEWS SPECIAL:
#ଦଶହରା ରେ ଦୁଲୁକିଲା ଆନନ୍ଦପୁର ଉପଖଣ୍ଡ ର ବିଭିନ୍ନ ପୂଜା ମଣ୍ଡପ।

03/10/2023

#ସ୍ୱଚ୍ଛ_ଭାରତ ସପ୍ତାହ ପାଳନ ଅବସରରେ ଘଷିପୁରା ଝାଡ଼େଶ୍ୱର ଙ୍କ ପୀଠ ରେ କୁନି କୁନି ଛାତ୍ର ଛାତ୍ରୀ ଙ୍କ ସଫେଇ କାର୍ଯ୍ଯ।

Address

Keonjhar
758015

Telephone

+918328895422

Website

Alerts

Be the first to know and let us send you an email when Anandapur Times posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Anandapur Times:

Share