OTN TV

OTN TV Believe in OTN TV and stay in it to get fully updated news... odisha.

 #କଳାହାଣ୍ଡି_ମାଟି_ପାଇଁ_ଗର୍ବର_ମୁହୂର୍ତ୍ତ।ପୋଲିସ ବିଭାଗରେ ନିଜର ଦୀର୍ଘ ଦିନର ନିଷ୍ଠା, ସଚ୍ଚୋଟତା ଓ କର୍ତ୍ତବ୍ୟପରାୟଣତାର ସ୍ୱୀକୃତି ସ୍ୱରୂପ...
14/08/2026

#କଳାହାଣ୍ଡି_ମାଟି_ପାଇଁ_ଗର୍ବର_ମୁହୂର୍ତ୍ତ।
ପୋଲିସ ବିଭାଗରେ ନିଜର ଦୀର୍ଘ ଦିନର ନିଷ୍ଠା, ସଚ୍ଚୋଟତା ଓ କର୍ତ୍ତବ୍ୟପରାୟଣତାର ସ୍ୱୀକୃତି ସ୍ୱରୂପ କଳାହାଣ୍ଡିର ସୁଯୋଗ୍ୟ ସନ୍ତାନ ଏସ୍‌.ଜେ. ପିନାକ ମିଶ୍ର ପଦୋନ୍ନତି ପାଇ ପୂର୍ବାଞ୍ଚଳ ରେଞ୍ଜର ଡିଆଇଜି (DIG of Police, Eastern Range) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ତାଙ୍କର ଏହି ସଫଳତା କେବଳ ତାଙ୍କ ବ୍ୟକ୍ତିଗତ ଉପଲବ୍ଧି ନୁହେଁ, ବରଂ କଳାହାଣ୍ଡି ଜିଲ୍ଲା ପାଇଁ ମଧ୍ୟ ଗର୍ବ ଓ ଗୌରବର ବିଷୟ।
ତାଙ୍କର ନୂତନ ଦାୟିତ୍ୱ ସଫଳ ହେଉ ଏବଂ ସେ ଜନସାଧାରଣଙ୍କ ସେବାରେ ଆହୁରି ଉତ୍କୃଷ୍ଟ କାର୍ଯ୍ୟ କରନ୍ତୁ—ଏହି ଶୁଭକାମନା ସହ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା

14/08/2026
14/08/2026

ଭାରି ମଜା ଲାଗୁଛି ବୋଧେ....

14/08/2026

ବୈତରଣୀ ନଦୀର କୁମୁଣିଆ ଘାଟରେ ଜଙ୍ଗଲୀ ଦନ୍ତା ହାତୀ..... ହାତୀ କୁ ଚିଡ଼ାନ୍ତୁ ନାହିଁ Das

14/08/2026

ହାତୀ ମାତିଛି ଆନନ୍ଦପୁର ରେ..... ହୁସିଆର

14/08/2026

ଆନନ୍ଦପୁର ରେ ମାତିଲା ହାତୀ... ଭାଙ୍ଗିଲା ଘର
ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ tv
#ଆନନ୍ଦପୁର

13/08/2026

ପ୍ରାଥନା ବାହାନାରେ ରେଫ.....

13/08/2026

ବୈତରଣୀ ନଦୀରେ ଘାଇ...... ସତର୍କ ରୁହନ୍ତୁ... ସୁରକ୍ଷିତ ରୁହନ୍ତୁ

Address

Keonjhar

Alerts

Be the first to know and let us send you an email when OTN TV posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share