Odisha Khabar

Odisha Khabar ଅନ୍ୟାୟ ବିରୁଦ୍ଧରେ ସ୍ବର!
𝐍𝐞𝐰𝐬 & 𝐄𝐧𝐭𝐞𝐫𝐭𝐚𝐢𝐧𝐦𝐞𝐧𝐭
(2)

18/08/2025

ଘଷିପୁରା: ମଙ୍ଗଳପୁର ଗ୍ରାମରେ ନିଆରା ନନ୍ଦ ଉତ୍ସବ ପାଳନ! ଭାଇ ଚାରର ଏହି ପର୍ବରେ ସାମିଲ୍ ହେଲେ ସ୍ଥାନୀୟ ଲୋକ।

14/08/2025

ଘସିପୁରା: ଛାତ୍ରୀଙ୍କ ଭିତରେ ସଚେତନତା ସୃଷ୍ଟି ନିମନ୍ତେ କୁଶଳେଶ୍ଵର ଆଞ୍ଚଳିକ ମହାବିଦ୍ୟାଳୟରେ ପୁଲିସ ବନ୍ଧୁ ଅଭିଯାନ ଅନୁଷ୍ଠିତ।

31/07/2025

ଆନନ୍ଦପୁର: ବଡ ଧରଣର ଚଢାଉ, ୨୧୨.୧୦ଗ୍ରାମ୍ ବ୍ରାଉନସୁଗାର୍, ୧୨ମୋବାଇଲ୍, ୮.୩୦ଲକ୍ଷ୍ୟ ଟଙ୍କା ଜବତ୍ ୨୧ଗିରଫ।

31/07/2025

ଘଷିପୁରା: ଭଣ୍ଡାରିଡିହା ପଞ୍ଚାୟତ ପରିସରରେ ଉଦ୍ଘାଟନ ହେଲା ନୂତନ ସଭାଗୃହ, ଉପକୃତ ହେବେ ଲୋକେ।

23/07/2025

ଘଷିପୁରା: ୧୧ତମ ବିବାହ ବାର୍ଷିକରେ ସ୍ଵାମୀଙ୍କ ୫୧ତମ ଓ ପତ୍ନୀଙ୍କ ୩ୟ ଥର ରକ୍ତ ଦାନ କରି ଚର୍ଚ୍ଚାର ଦମ୍ପତି।

22/07/2025

ଘଷିପୁରା: ଶ୍ରାବଣ ପୂର୍ଣ୍ଣିମାର ଦ୍ୱିତୀୟ ସୋମବାରରେ ଦେଓଗାଁର ବାବା କୁଶଳେଶ୍ୱରଙ୍କ ପୀଠରେ କାଉଁଡିଆଙ୍କ ଭିଡ।

17/07/2025

ଘଷିପୁରା: ବିଭିନ୍ନ ଅଞ୍ଚଳରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦର ପ୍ରଭାବ, ଜାତୀୟ ରାଜପଥରେ ଅଟକି ରହିଲା ଶହ ଶହ ଗାଡ଼ି।

27/05/2025

ଭଦ୍ରକ: ଗ୍ରାହକ ମାନଙ୍କ ଆବଶ୍ୟକତାକୁ ପୁରଣ କରିବ ଗାନ୍ଧୀ ପଡିଆ ନିକଟରେ ଥିବା "ଫର୍ ୟୁ ମାର୍ଟ"।

23/05/2025

ଘଷିପୁରା: ଖେଳରେ ବିଜେତା ହୋଇ ପାଇଥିବା ପୁରସ୍କାର ଅର୍ଥରେ ନିଆରା ବିଜୟ ଭୋଜି।

17/05/2025

ଘଷିପୁରା: ଭଣ୍ଡାରିଡିହାରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ସାମାଜିକ ସମୀକ୍ଷା ଗ୍ରାମସଭା ଅନୁଷ୍ଠିତ।

18/04/2025

ଘଷିପୁରା: ସାଇଁକୁଳ ଆର୍.ଏମ୍.ସି ପଡ଼ିଆରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୮ତମ ଶ୍ରାଦ୍ଧବାର୍ଷିକ ସଭା।

17/04/2025

ଘଷିପୁରା: ଜମୁଛି ବଡପଦନା ଗ୍ରାମର ଚଇତି ମେଳା, ସନ୍ଧ୍ୟା ହେଲେ ଦେଖିବାକୁ ମିଳୁଛି ହଜାର ହଜାର ଲୋକଙ୍କ ଭିଡ।

Address

Keshadurapal
Keonjhargarh
758025

Telephone

+919556490423

Website

Alerts

Be the first to know and let us send you an email when Odisha Khabar posts news and promotions. Your email address will not be used for any other purpose, and you can unsubscribe at any time.

Share