Bijay Kumar Mohanta

Bijay Kumar Mohanta social Activities

ଜଙ୍ଗଲରେ ବିଦ୍ୟୁତ୍ ଫାଶ, ଚାଲିଗଲା ଭିଣୋଇଙ୍କ ଜୀବନ!ଶାଳୀଙ୍କୁ ନେଇ ଫେରାର ବେଳେ ଶିକାରୀଙ୍କ ବିଦ୍ୟୁତ୍ ଫାଶରେ ପଡ଼ି ଭିଣୋଇ ମୃତ।ପଥର ଖୋଲରୁ ମି...
29/08/2026

ଜଙ୍ଗଲରେ ବିଦ୍ୟୁତ୍ ଫାଶ, ଚାଲିଗଲା ଭିଣୋଇଙ୍କ ଜୀବନ!
ଶାଳୀଙ୍କୁ ନେଇ ଫେରାର ବେଳେ ଶିକାରୀଙ୍କ ବିଦ୍ୟୁତ୍ ଫାଶରେ ପଡ଼ି ଭିଣୋଇ ମୃତ।ପଥର ଖୋଲରୁ ମିଳିଲା ମୃତଦେହ।
ଗୁରୁତର ଶାଳୀ ଡାକ୍ତରଖାନାରେ ଚିକିତ୍ସାଧୀନ।

ଘଟଗାଁ ର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀ ଙ୍କ ଆଜିର ପ୍ରାତଃ ଦର୍ଶନ 🙏🔱🚩❤️
29/08/2026

ଘଟଗାଁ ର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀ ଙ୍କ ଆଜିର ପ୍ରାତଃ ଦର୍ଶନ 🙏🔱🚩❤️

 #ଭିଜିଲାନ୍ସ_ଜାଲରେ କେନ୍ଦୁଝର ପାଟଣା ପାଟଣା ତହସିଲର ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ବି ,ଏଚ  ଉମାଶଙ୍କର ,ଡଳଙ୍ଗ ଗ୍ରାମର ଝାଡେଶ୍ୱର  ମହାନ୍ତ...
28/08/2026

#ଭିଜିଲାନ୍ସ_ଜାଲରେ କେନ୍ଦୁଝର
ପାଟଣା ପାଟଣା ତହସିଲର ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ବି ,ଏଚ ଉମାଶଙ୍କର ,ଡଳଙ୍ଗ ଗ୍ରାମର ଝାଡେଶ୍ୱର ମହାନ୍ତ ଙ୍କ ଜମି ପଟ୍ଟା ପାଟିସନ କରାଇଦେବା ବାବଦକୁ ୧୦ ହଜାର ଟଙ୍କା ଦାବି କରିଥିଲେ ପରେ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡି ବସିଲା ଭିଜିଲାନ୍ସ ଟିମ୍

28/08/2026

ଶୁଭ ସନ୍ଧ୍ୟା
ଜୟ ମା ତାରିଣୀ🙏

ଜୟ ମା ତାରିଣୀ🙏
28/08/2026

ଜୟ ମା ତାରିଣୀ🙏

 ାଗଜ_ପୃଷ୍ଠାରୁ
28/08/2026

ାଗଜ_ପୃଷ୍ଠାରୁ

Address

Kundala
Keonjhargarh
758081

Website

Alerts

Be the first to know and let us send you an email when Bijay Kumar Mohanta posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Bijay Kumar Mohanta:

Shortcuts

Share