Manoj Jena Fans

Manoj Jena Fans THIS IS FAN PAGE OF TIKINA BHAI

ଜନ୍ମ ଦିନ ର ହାର୍ଦିକ ଶୁଭେଛା ଆମ ଆନନ୍ଦପୁର ର ଭାଇଯାନ୍ Manoj Jena 🎉🥳
24/04/2025

ଜନ୍ମ ଦିନ ର ହାର୍ଦିକ ଶୁଭେଛା ଆମ ଆନନ୍ଦପୁର ର ଭାଇଯାନ୍
Manoj Jena 🎉🥳

Wishing you many many happy returns of the day... Manoj Jena vai .. Big Fan of yours 🥳🫡
24/04/2025

Wishing you many many happy returns of the day...
Manoj Jena vai .. Big Fan of yours 🥳🫡

22/04/2025
୧୨ ଜଣ କଂଗ୍ରେସ ବିଧାୟକ ଙ୍କୁ ବିଧାନସଭା ରେ ନିଲମ୍ବନ କରାଯାଇ ସେମାନଙ୍କୁ ସୁରକ୍ଷା କର୍ମୀ ଓ ପୋଲିସ ଜବରଦସ୍ତି ଉଠେଇ ଆଣିବା ସମୟ ରେ ସେମାନଙ୍କ...
25/03/2025

୧୨ ଜଣ କଂଗ୍ରେସ ବିଧାୟକ ଙ୍କୁ ବିଧାନସଭା ରେ ନିଲମ୍ବନ କରାଯାଇ ସେମାନଙ୍କୁ ସୁରକ୍ଷା କର୍ମୀ ଓ ପୋଲିସ ଜବରଦସ୍ତି ଉଠେଇ ଆଣିବା ସମୟ ରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ ର ଶିକାର ହୋଇ ବିଧାୟକ ମାନେ ବିଧାନସଭା ଭିତରେ କ୍ଷତ ବିକ୍ଷତ ହୋଇ ଯିବା ସମୟ ରେ ପିସିସି ର ସଭାପତି ଶ୍ରୀ ଭକ୍ତ ଚରଣ ଦାସ, ପୂର୍ବତନ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ଶ୍ରୀ ନିରଂଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା ଓ ପୁର୍ବତନ ମନ୍ତ୍ରୀ ଶ୍ରୀ ଶରତ ରାଉତ ନିଜର ପରିଚୟ ପତ୍ର ଦେଖାଇ ବିଧାନସଭା କୁ ଯାଇ କଂଗ୍ରେସ ବିଧାୟକ ମାନଙ୍କୁ ଦେଖା କରିବା ଓ ଚିକିତ୍ସା କଥା ବୁଝିବା ପାଇଁ ୨ ଘଣ୍ଟା ଧରି ସଂଘର୍ଷ କରିଥିଲେ । ତଥାପି ପୋଲିସ ସେମାନଙ୍କୁ ଭିତରକୁ ଯିବାକୁ ଦେଇନଥିଲେ । ଶେଷ ରେ ସେହି ୫ ଜଣ ବରିଷ୍ଠ ନେତା ଙ୍କ ସହ ବହୁ କଂଗ୍ରେସ କର୍ମୀ ଓ ନେତା ଙ୍କୁ ରାସ୍ତା ରୁ ଉଠେଇ ନେଇ ପୋଲିସ ବାରକ୍ ରେ ଅଟକ ରଖି ଥିଲେ ।

The country will be grateful to you sir. History will always be perfect with your contribution.A great national worker t...
26/12/2024

The country will be grateful to you sir. History will always be perfect with your contribution.
A great national worker today on the last journey of life we have left. There are short of words for their personality, contributions and country service.

May his soul rest in peace. Om Peace : 👏🏻

18/12/2024

Get Together Anandapur Congress Assembly
Manoj Jena Jayadev Jena



10/12/2024

Sultan Manoj Jena

Classic Look Of Manoj Jena
23/11/2024

Classic Look
Of Manoj Jena

ବାତ୍ୟା ଓଡିଶା ରାଜ୍ୟକୁ ବିଭିନ୍ନ ସମୟରେ ବିଭିନ୍ନ ରୂପ ଏବଂ ନାମ ପରିବର୍ତ୍ତନ କରି ଆସିଛି ଏବଂ ଅନେକ ସମୟରେ ଆପଣମାନେ ବିପୁଳ କ୍ଷତିର ଶିକାର ହୋ...
23/10/2024

ବାତ୍ୟା ଓଡିଶା ରାଜ୍ୟକୁ ବିଭିନ୍ନ ସମୟରେ ବିଭିନ୍ନ ରୂପ ଏବଂ ନାମ ପରିବର୍ତ୍ତନ କରି ଆସିଛି ଏବଂ ଅନେକ ସମୟରେ ଆପଣମାନେ ବିପୁଳ କ୍ଷତିର ଶିକାର ହୋଇ ମଧ୍ୟ ତାକୁ ମୁକାବିଲା କରିଛନ୍ତି l ଏବେ ବାତ୍ୟା 'ଦାନା' ଆଜି ରାତି କିମ୍ବା ଆସନ୍ତାକାଲି ସକାଳେ ତାର ଭୟଙ୍କର ରୂପ ଦେଖେଇବ l ଆମେ ପ୍ରଶାସନ ସହିତ ଯୋଗାଯୋଗରେ ଅଛୁ ତେଣୁ ଆପଣମାନେ ଭୟଭୀତ ନହୋଇ ନିଜ ପରିବାର ସହିତ ବାତ୍ୟା କ୍ଷତି ନକରିପାରିବା ସୁରକ୍ଷିତ ସ୍ଥାନରେ ରୁହନ୍ତୁ ଏବଂ ଜରୁରୀକାଳୀନ ସେବା ପାଇଁ ଆମ ସହ ଉକ୍ତ ନଂ ସହ ଯୋଗାଯୋଗ କରନ୍ତୁ l

CLICK ON THE LINK .
05/10/2024

CLICK ON THE LINK .

Welcome to my channel! I am on a mission to drive meaningful change and foster the development of society through insightful discussions, educational content...

Address

Anandapur
Keonjhargarh
758083

Website

Alerts

Be the first to know and let us send you an email when Manoj Jena Fans posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Manoj Jena Fans:

Share