Debanshu TV Odia

Debanshu TV Odia Debanshu TV Odia State news Breakingnews breaking story election news video viralshorts.. Odisha news etc
Besics on News...

30/11/2025

କଟିଗଲା ଇଣ୍ଟରନେଟ ହାବୁଡରେ ପଡିଲା ଚୋର। KENDUJHAR II POLICE 🚨 NEWS II TODAY II BREAKING

29/11/2025

ବଡ଼ବିଲ ପୋଲିସର ଜନସଂପର୍କ ମେଳା ଓ ମାଗଣା ସ୍ବାସ୍ଥ୍ୟ ଶିବିର। KENDUJHAR II POLICE 🚨 II PROGRAM II MEDICAL

27/11/2025

ମୃତ ମାଁ ର ପୋଷାକ ପିନ୍ଧି ପେନସନ ଟଙ୍କା ହଡପ କରୁଥିଲା ପୁଅ।

        #ଆଞ୍ଚଳିକ_ଖବର
26/11/2025



#ଆଞ୍ଚଳିକ_ଖବର

22/11/2025

କେନ୍ଦୁଝର: କଲେଜ ବସ୍‌ ଓ ହାଇୱା ମୁହାଁମୁହିଁ ଧକ୍କା, ୭ ଆହତ

19/11/2025

ମଦବେପାରୀ ଠୁ ୪୦ ହଜାର ଲାଞ୍ଚ ନେବାବେଳେ ଅବକାରୀ ଇନଚାର୍ଜ ଙ୍କୁ ଧରିଲା ଭିଜିଲାନ୍ସ। KENDUJHAR II VIGILANCE II

18/11/2025

ଆଜି ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା Keonjhar Shutdown

17/11/2025

ବଡ଼ବିଲ ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ। KENDUJHAR II NATIONAL PRESS DAY 2025

17/11/2025

ଅଗ୍ନିଶମ ଗାଡ଼ିକୁ ଧକ୍କା ଦେଲା ଟ୍ରକ, ତିନି ଗୁରୁତର। KENDUJHAR II NEWS II BREAKING II 🚨 ODISHA

16/11/2025

OUJ ର ରାଜ୍ୟ ସ୍ତରୀୟ ଜାତୀୟ ପ୍ରେସ ଦିବସ 2025 । NATIONAL PRESS DAY II KALAHANDI II ODISHA NEWS

15/11/2025

#ସିଙ୍ଗର୍_ହ୍ୟୁମାନ_ସାଗରଙ୍କ_ଅବସ୍ଥା_ସଂକଟାପନ୍ନ
ଏମ୍ସ ICUରେ ସିଙ୍ଗର୍ ହ୍ୟୁମାନ ସାଗର। ଅବସ୍ଥା ସଂକଟାପନ୍ନ, ଅଚଳ ହେଇପଡ଼ିଛି ଶରୀରର ଏକାଧିକ ଅଙ୍ଗ। ଲିଭରରେ ସମସ୍ୟା, ବିଗୁଡ଼ୁଛି ସ୍ବାସ୍ଥ୍ୟବସ୍ଥା। ଆଗାମୀ ୭୨ଘଣ୍ଟା ହ୍ୟୁମାନଙ୍କ ପାଇଁ ଅତିଗୁରୁତ୍ବପୂର୍ଣ୍ଣ। ଦିଲ୍ଲୀ ଏୟାରଲିଫ୍ଟ କରିବାକୁ ଯୋଜନା।

10/11/2025

#ଦିଲ୍ଲୀ_ପରେ_ମୁମ୍ବାଇ_ଓ_ଉତ୍ତରପ୍ରଦେଶରେ_ଆଲର୍ଟ
ଲାଲକିଲ୍ଲା ନିକଟରେ ଭୟଙ୍କର ବିସ୍ଫୋରଣ। ୮ ଜଣଙ୍କର ମୃତ୍ୟୁ, ଆଉ କିଛି ଲୋକ ଆହତ। ହସ୍ପିଟାଲ ପହଞ୍ଚିବା ପୂର୍ବରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମେଟ୍ରୋ ଷ୍ଟେସନ ଗେଟ୍-୧ ନିକଟ ପାର୍କିଂରେ ବିସ୍ଫୋରଣ। ବିସ୍ଫୋରଣ ପରେ ହୁତୁହୁତୁ ହୋଇ ଜଳିଲା କାର୍। ବିସ୍ଫୋରଣ ପରେ ଦିଲ୍ଲୀରେ ହାଇ ଆଲର୍ଟ। ମୁମ୍ବାଇ ଓ ଉତ୍ତରପ୍ରଦେଶରେ ଆଲର୍ଟ।

Address

Kesinga

Telephone

+919583469912

Website

Alerts

Be the first to know and let us send you an email when Debanshu TV Odia posts news and promotions. Your email address will not be used for any other purpose, and you can unsubscribe at any time.

Share