Gan Ra Kathani

Gan Ra Kathani JAI KOSHAL

15/08/2023
ବର୍ଷା ପାଇଁ ପାଣିପାଗ ବିଭାଗ ବଲାଙ୍ଗିର ଜିଲ୍ଲାକୁ ଆସନ୍ତାକାଲି ସକାଳ ୮ଟା ପର୍ଯ୍ୟନ୍ତ ରେଡ ୱାର୍ଣ୍ଣିଙ୍ଗ ସୂଚନା ଦେଇଛି। ତେଣୁକରି ପ୍ରବଳରୁ ଅତ...
02/08/2023

ବର୍ଷା ପାଇଁ ପାଣିପାଗ ବିଭାଗ ବଲାଙ୍ଗିର ଜିଲ୍ଲାକୁ ଆସନ୍ତାକାଲି ସକାଳ ୮ଟା ପର୍ଯ୍ୟନ୍ତ ରେଡ ୱାର୍ଣ୍ଣିଙ୍ଗ ସୂଚନା ଦେଇଛି। ତେଣୁକରି ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କାରେ ସ୍ୱତନ୍ତ୍ର ରିଲିଫ କମିଶନର ସତର୍କ ରହିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି।
ତେଣୁକରି ଏହି ସମୟରେ ବଲାଙ୍ଗିର ଜିଲ୍ଲାରେ ବର୍ଷା ବିତ୍ପାତ ଯୋଗୁଁ ବିଭିନ୍ନ ତଳିଆ ଅଞ୍ଚଳ ଗୁଡିକରେ ଜଳାର୍ଣ୍ଣବ ସ୍ଥିତି ଉପୁଜିବାର ସମ୍ଭାବନା ରହିଛି। ଯେକୌଣସି ବ୍ୟକ୍ତି ଯଦି ଏହିପରି ସ୍ଥିତିର ସମ୍ମୁଖୀନ ହେଉଛନ୍ତି, ତେବେ ଆପଣଙ୍କ ସଂଗଠନ ଆପଣଙ୍କ ସେବାରେ ୨୪×୭ ମହଜୁଦ ରହିଛି। ଅସୁବିଧା ଉପୁଜିଲେ ସହାୟତା ପାଇଁ ନିମ୍ନଲିଖିତ ହେଲ୍ପଲାଇନ ନମ୍ବର ମାଧ୍ୟମରେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନକୁ ନିସଙ୍କୋଚରେ ଯୋଗାଯୋଗ କରନ୍ତୁ।
ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ୨୪×୭ ହେଲ୍ପଲାଇନ:
● 96680 96637
● 96588 37177
● 83288 56614
● 75408 96100
● 81143 44418

*ଯଦି କୌଣସି ମହିଳା ବର୍ଷା ଯୋଗୁଁ କିଛି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ସଂଗଠନର ମହିଳା ସଦସ୍ୟା ମାନେ ଆପଣଙ୍କ ସେବାରେ ମହଜୁଦ ରହିଛନ୍ତି।
ସତର୍କ ରୁହନ୍ତୁ... ସୁରକ୍ଷିତ ରୁହନ୍ତୁ...
#ବଲାଙ୍ଗିର #ରେଡୱାର୍ଣ୍ଣିଙ୍ଗ
#ବଲାଙ୍ଗିରସ୍ବେଚ୍ଛାସେବୀସଂଗଠନହେଲ୍ପଲାଇନ
#ବଲାଙ୍ଗିରସ୍ବେଛାସେବୀସଂଗଠନ
#ଆପଣଙ୍କସଂଗଠନଆପଣଙ୍କସେବାରେ

20/06/2023

JAI JAGANNATH

Address

Khariar
766118

Alerts

Be the first to know and let us send you an email when Gan Ra Kathani posts news and promotions. Your email address will not be used for any other purpose, and you can unsubscribe at any time.

Share