anulipineha

anulipineha Shopping & Retail,Also Doing Job At Reliance Trends.

…❤️‍🩹—-🥺~~__🙇🏻‍♀️__~~🥺—-❤️‍🩹…
02/10/2026

…❤️‍🩹—-🥺~~__🙇🏻‍♀️__~~🥺—-❤️‍🩹…

04/09/2026

💛🧡💛

ଯିଏ ଯାହା ପାଇଁ ଗଢ଼ା,ଆଉ ଯିଏ ଯାହାକୁ ସତରେ ହୃଦୟ ❤️‍🩹 ରୁ ଭଲପାଏ… 👫🏻ସେ ଯେତେ ଦୂରେ ଥାଉ,ଯେତେ ଦିନ ଅଲଗା ରହୁ,ଯେତେ ବିଳମ୍ବ ହେଉ… 🕰️ସତ ଭଲପ...
03/09/2026

ଯିଏ ଯାହା ପାଇଁ ଗଢ଼ା,
ଆଉ ଯିଏ ଯାହାକୁ ସତରେ ହୃଦୟ ❤️‍🩹 ରୁ ଭଲପାଏ… 👫🏻
ସେ ଯେତେ ଦୂରେ ଥାଉ,
ଯେତେ ଦିନ ଅଲଗା ରହୁ,
ଯେତେ ବିଳମ୍ବ ହେଉ… 🕰️

ସତ ଭଲପାଇବା ତାକୁ ଦିନେ ନା ଦିନେ
ସେହି ମଣିଷ ପାଖକୁ ଫେରାଇ ଆଣେ… 💞

କାରଣ ଯାହାକୁ ହୃଦୟ ଥରେ ନିଜର ବୋଲି ମାନିନିଏ,
ତାଠାରୁ ଦୂରେ ରହିହେବ…
କିନ୍ତୁ ହୃଦୟରୁ କେବେ ବି ଦୂର କରିହେବ ନାହିଁ… ❤️🥹🫶🏻



ଯିଏ ଯାହା ପାଇଁ ଗଢ଼ା,ଆଉ ଯିଏ ଯାହାକୁ ସତରେ ହୃଦୟ ❤️‍🩹 ରୁ ଭଲପାଏ… 👫🏻ସେ ଯେତେ ଦୂରେ ଥାଉ,ଯେତେ ଦିନ ଅଲଗା ରହୁ,ଯେତେ ବିଳମ୍ବ ହେଉ… 🕰️ସତ ଭଲପ...
03/09/2026

ଯିଏ ଯାହା ପାଇଁ ଗଢ଼ା,
ଆଉ ଯିଏ ଯାହାକୁ ସତରେ ହୃଦୟ ❤️‍🩹 ରୁ ଭଲପାଏ… 👫🏻
ସେ ଯେତେ ଦୂରେ ଥାଉ,
ଯେତେ ଦିନ ଅଲଗା ରହୁ,
ଯେତେ ବିଳମ୍ବ ହେଉ… 🕰️

ସତ ଭଲପାଇବା ତାକୁ ଦିନେ ନା ଦିନେ
ସେହି ମଣିଷ ପାଖକୁ ଫେରାଇ ଆଣେ… 💞

କାରଣ ଯାହାକୁ ହୃଦୟ ଥରେ ନିଜର ବୋଲି ମାନିନିଏ,
ତାଠାରୁ ଦୂରେ ରହିହେବ…
କିନ୍ତୁ ହୃଦୟରୁ କେବେ ବି ଦୂର କରିହେବ ନାହିଁ… ❤️🥹🫶🏻




“ସ୍ୱାର୍ଥ ଥିବା ପର୍ଯ୍ୟନ୍ତ ଅନେକେ ନିଜର ହୁଅନ୍ତି, ସ୍ୱାର୍ଥ ସରିଗଲେ ସମ୍ପର୍କର ମୂଲ୍ୟ ବି ବଦଳିଯାଏ।”ତେଣୁ ଜୀବନରେ ସ୍ୱାର୍ଥ ପାଇଁ ନୁହେଁ, ହୃ...
02/09/2026

“ସ୍ୱାର୍ଥ ଥିବା ପର୍ଯ୍ୟନ୍ତ ଅନେକେ ନିଜର ହୁଅନ୍ତି, ସ୍ୱାର୍ଥ ସରିଗଲେ ସମ୍ପର୍କର ମୂଲ୍ୟ ବି ବଦଳିଯାଏ।”

ତେଣୁ ଜୀବନରେ ସ୍ୱାର୍ଥ ପାଇଁ ନୁହେଁ, ହୃଦୟରୁ ଭଲ ପାଉଥିବା ଓ କଷ୍ଟ ସମୟରେ ପାଖରେ ରହୁଥିବା ଲୋକଙ୍କୁ ହିଁ ଚିହ୍ନିବା ଦରକାର। 🌹



18/04/2026

Producer

Address

Khordha

Alerts

Be the first to know and let us send you an email when anulipineha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to anulipineha:

Shortcuts

Share

Category