Nimain Charan Maharana

Nimain Charan Maharana Contact information, map and directions, contact form, opening hours, services, ratings, photos, videos and announcements from Nimain Charan Maharana, News & Media Website, Khordha.

25/08/2026

AI Video
ଦରଦାମ ବୃଦ୍ଧି କୁ ନେଇ ମୋଟୁ ଓ ପତଲୁ ଙ୍କ ଏକ ଛୋଟ କମେଡି AI ଦ୍ୟାରା ଏକ ଭିଡିଓ ପ୍ରସ୍ତୁତ ।

21/08/2026

ଭୁବନେଶ୍ୱର ରେଳ ଷ୍ଟେସନରେ ଯୁବକଙ୍କୁ ନିର୍ମମ ମାଡ଼… ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା।
ଭୁବନେଶ୍ୱର ରେଳ ଷ୍ଟେସନର ପ୍ଲାଟଫର୍ମ ପରିସରରେ ଜଣେ ଯୁବକଙ୍କୁ କିଛି ବ୍ୟକ୍ତି ମାଡ଼ ମାରୁଥିବା ଏକ ଭିଡିଓ ସାମ୍ନାକୁ ଆସିଛି। ଘଟଣାକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର ଧରିଛି।
ତେବେ ଯୁବକଙ୍କୁ କାହିଁକି ମାଡ଼ ମରାଗଲା, ଘଟଣାର ପ୍ରକୃତ କାରଣ କଣ ଏବଂ ମାଡ଼ ମାରିଥିବା ବ୍ୟକ୍ତିମାନେ କିଏ—ସେନେଇ ସ୍ପଷ୍ଟ ସୂଚନା ଏଯାଏ ମିଳିନାହିଁ।
ଭାଇରାଲ୍ ଭିଡିଓକୁ ଆଧାର କରି ରେଳବାଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ଖବର ମିଳିଛି। ତେବେ ଭିଡିଓର ସମ୍ପୂର୍ଣ୍ଣ ସତ୍ୟତା ଓ ଘଟଣାର ପୃଷ୍ଠଭୂମି ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ।

ଅଧିକ ତଥ୍ୟ ମିଳିଲେ ଏହି ଖବରକୁ ଅପଡେଟ୍ କରାଯିବ। ।

08/08/2026

ବୋଲେରୋର ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ, ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୋଲିସର ବଡ଼ ସଫଳତା ।

08/08/2026

ଜୀବନରେ ସମ୍ପର୍କ ହିଁ ସବୁଠାରୁ ବଡ଼ ସମ୍ପଦ। କିନ୍ତୁ ପ୍ରତ୍ୟେକ ସମ୍ପର୍କ ସେତେବେଳେ ସୁନ୍ଦର ହୁଏ, ଯେତେବେଳେ ସେଥିରେ ଭଲପାଇବା ସହ ସମ୍ମାନ ମଧ୍ୟ ଥାଏ। କେବଳ ରକ୍ତର ସମ୍ପର୍କ ହେଲେ ହେବନି, ପରସ୍ପର ପ୍ରତି ସମ୍ମାନ,ବିଶ୍ୱାସ ଓ ବୁଝାମଣା ରହିବା ଆବଶ୍ୟକ ।ଯେଉଁଠାରେ ଆପଣଙ୍କ ଭାବନାର କୌଣସି ମୂଲ୍ୟ ନାହିଁ,ଆପଣଙ୍କ ସମ୍ମାନକୁ ବାରମ୍ବାର ଆଘାତ ଲାଗୁଛି, ସେଠାରେ କେବଳ ସମ୍ପର୍କ ବଞ୍ଚାଇବା ପାଇଁ ନିଜ ସ୍ୱାଭିମାନକୁ ବଳି ଦେବା ଉଚିତ୍ ନୁହେଁ।

07/08/2026

I accepted 3 fan badges from Sangram Das, ରାଜ୍ୟ ସରପଞ୍ଚ ମହାସଂଘ ଓଡ଼ିଶା and Anoj Samal.

07/08/2026

"ସମ୍ପର୍କ ଭାଙ୍ଗିବା ଉଚିତ୍ ନୁହେଁ, କାରଣ ଯେଉଁଠି ସମ୍ମାନ ନାହିଁ ସେଠି ସମ୍ପର୍କ ରଖିବା ବି ଉଚିତ୍ ନୁହେଁ।"

06/08/2026

V K Pandian Fan Club

04/08/2026

With Sangram Das – I just got recognized as one of their top fans!

02/08/2026

ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ଓରବରସିଂ ଗ୍ରାମ ପଞ୍ଚାୟତର ହିରୀମୂଳ ଗ୍ରାମ ଜଳ ବନ୍ଦୀ (ବନ୍ୟା)

Address

Khordha

Website

Alerts

Be the first to know and let us send you an email when Nimain Charan Maharana posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share