02/10/2025
ିରିରେ_ଘରେ_ପଶିଲା_ପାଣି
-ମୋହନା: ଗଜପତି ଆର.ଉଦୟଗିରି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା
-ପଟ୍ଟନାୟକ କଲୋନୀ ଭିତରେ ପଶିଲା ଶଙ୍ଖ ନଦୀର ପାଣି
-ଲୋକଙ୍କ ଘର ଭିତରେ ପଶିଲା ପାଣି, କାର୍ ମଧ୍ୟ ପାଣିରେ ଭାସିଲା
-ସେପଟେ ପୋଲ ଉପରେ ଫୁଟେ ଉଚ୍ଚର ପାଣି ପ୍ରବାହିତ
#ଓଡ଼ିଶା