Argus Digital

Argus Digital Argus Digital is another initiative by Argus News to cater best Digital and informative content
(4)

20/07/2025

Tragic Incident In Balanga...
In a heart-wrenching turn of events from Balanga, under the Nimapada block of Puri district, a minor girl who sustained severe burn injuries has now been airlifted to AIIMS Delhi for advanced medical care. Burns cover over 70 percent of her body.

20/07/2025

Headlines Of The Day | Deadly Crash In Koraput | 20 - 07 - 2025 | Argus Digital
Four persons lost their lives in a tragic road accident on National Highway 26 near Semiliguda in Koraput district. Odisha Chief Minister Mohan Majhi acknowledged the profound loss and announced a financial aid of Rs 4 lakh each to the next of kin of the deceased.

20/07/2025

ମୌସୁମୀ ଦୁର୍ବଳ ଥିବାରୁ ବାୟୁମଣ୍ଡଳରେ ତାପମାତ୍ରା ବୃଦ୍ଧି ପାଉଛି। ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଜଳୀୟବାଷ୍ପର ପ୍ରତିକ୍ରିୟାଶୀଳତା ବୃଦ୍ଧି ଯୋଗୁ ରାଜ୍ୟରେ ଆଗାମୀ ୨୩ ତାରିଖ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ିର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି

20/07/2025

ବଳଙ୍ଗା ଘଟଣା ସ୍ଥଳରେ ପୋଲିସ ଡିଜି...ଘଟଣାସ୍ଥଳରେ ଛାନଭିନ କଲେ ପୋଲିସ ଡିଜିପି ଓ୍ବାଇ.ବି ଖୁରାନିଆ

20/07/2025

ଆସନ୍ତା କାଲି ହେଉଛି ଶ୍ରାବଣ ମାସର ଦ୍ଵିତୀୟ ପାଳି ସେଥିପାଇଁ ବୋଲ ବମ ହର ହର ବମ ଧ୍ବନୀରେ ପ୍ରକମ୍ପିତ ହେଉଛନ୍ତି କଟକର ଐତିହାସିକ ଗଡ଼ଗଡ଼ିଆ ଘାଟ । ଶ୍ରାବଣ ସୋମବାରରେ ଶିବଙ୍କ ମସ୍ତକରେ ଜଳଲାଗି କରିବା ପାଇଁ ଗଡଗଡ଼ିଆ ଘାଟରେ ଜମିଛି ବୋଲବମ ଭକ୍ତଙ୍କ ଭିଡ଼

20/07/2025


While nature rejuvenates, our skin often faces a storm of its own. Increased humidity, clogged pores, unexpected breakouts . It’s a tricky time for skincare. So, how do we keep our skin glowing through the rain ? Let’s dive into a soothing, natural monsoon skincare ritual.

20/07/2025

ଦିଲ୍ଲୀ ଏମ୍ସରେ ପହଞ୍ଚିଲେ ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍‌ସକୁ ଏୟାରଲିଫ୍ଟ ହୋଇଥିଲେ ବଳଙ୍ଗା ପୀଡ଼ିତା ।

20/07/2025

FM College ଘଟଣାରେ ୨ ଜଣ ଗିରଫ...
DSP ତଦନ୍ତ କରୁଛନ୍ତି। ଘଟଣାଟି ଅନେକ ସମ୍ବେଦନଶୀଳ ଘଟଣା । ୩୦ତାରିଖରେ ପିଡିତା ଅଭିଯୋଗ କରିଥିଲେ କଲେଜରେ କିନ୍ତୁ କଲେଜ ଅଧିକାରୀ କୌଣସି କାର୍ଯ୍ୟନୁଷ୍ଠାନ ନେଇନଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି

20/07/2025

ଦ୍ଵିତୀୟ ଦିନରେ ଷ୍ଟେଟ ଫୋରେନ୍ସିକ୍ ଲ୍ୟାବର 10 ଜଣିଆ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିବା ସହ ଘଟଣା ସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ୍ କରିଛନ୍ତି

20/07/2025

#ମହିଳା_ଓ_ଛାତ୍ରୀଙ୍କୁ_ସୁରକ୍ଷା_ଦେବ_ଶକ୍ତିଶ୍ରୀ
ସ୍କୁଲ, କଲେଜରେ ଛାତ୍ରୀଙ୍କ ସୁରକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯିବ । ମହିଳାଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ କାର୍ଯ୍ୟ କରିବ ଶକ୍ତିଶ୍ରୀ ଆପ୍‌ ।

20/07/2025

#ଏୟାରଲିଫ୍ଟ_ହେଲେ_ବଳଙ୍ଗା_ପୀଡ଼ିତା
ଦିଲ୍ଲୀ ଏମ୍‌ସକୁ ଏୟାରଲିଫ୍ଟ ହେଲେ ବଳଙ୍ଗା ପୀଡ଼ିତା । ଏମ୍ସରୁ ବିମାନବନ୍ଦର ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା। ଏମ୍ସରୁ ଆମ୍ବୁଲାନ୍ସ ଯୋଗେ ପୀଡ଼ିତାଙ୍କୁ ନେଇଛନ୍ତି ଡାକ୍ତରୀ ଟିମ୍। ଭୁବନେଶ୍ବର ବିମାନବନ୍ଦରରୁ ପୀଡ଼ିତାଙ୍କୁ ଏୟାରଲିଫ୍ଟ କରାଯାଇଛି। ଦିଲ୍ଲୀ AIIMSରେ ପୀଡ଼ିତାଙ୍କର ଅଧିକ ଚିକିତ୍ସା କରାଯିବ।

20/07/2025

#ସୁରକ୍ଷା_ବ୍ୟବସ୍ଥା_କଡାକଡି
ଗ୍ରୀନ କରିଡ଼ର ପାଇଁ ପ୍ରକ୍ରିୟା ଆରମ୍ଭ । ଏମ୍ସରେ ପହଞ୍ଚିଲେ ଟ୍ରାଫିକ ଡିସିପି, ଏସିପି ।

Address

Khurda

Telephone

+918480612900

Website

Alerts

Be the first to know and let us send you an email when Argus Digital posts news and promotions. Your email address will not be used for any other purpose, and you can unsubscribe at any time.

Share