Utkal Media

Utkal Media ଏହି ଗ୍ରୁପ ଟି ଜନସାଧାରଣ ପାଇଁ ! ସମସ୍ୟା ଜନିତ �

08/12/2025

ଜାତୀୟ ହସ୍ତଶିଳ୍ପ ସପ୍ତାହ ୨୦୨୫

କୋଣାର୍କ ଚନ୍ଦ୍ରଭାଗା ମାଘ ମେଳା ପଡିଆ ରେ ୨୦୦ ଟି ଷ୍ଟଲ କୁ ନେଇ "ସୁଭଦ୍ରା ଶକ୍ତି ମେଳା" ରେ ମହିଳା ଙ୍କ ଦ୍ଵାରା ନିର୍ମିତ ବିଭିନ୍ନ ସାମଗ୍ରୀ ...
01/12/2025

କୋଣାର୍କ ଚନ୍ଦ୍ରଭାଗା ମାଘ ମେଳା ପଡିଆ ରେ ୨୦୦ ଟି ଷ୍ଟଲ କୁ ନେଇ "ସୁଭଦ୍ରା ଶକ୍ତି ମେଳା" ରେ ମହିଳା ଙ୍କ ଦ୍ଵାରା ନିର୍ମିତ ବିଭିନ୍ନ ସାମଗ୍ରୀ ର ପଦର୍ଶନୀ ସହ ବିକ୍ରୟ କରା ଯାଉଛି ।

ଅର୍ଦ୍ଧଦଗ୍ଧ ଅବସ୍ଥାରେ ଅଚିହ୍ନା ଯୁବକଙ୍କ ମୃତଦେହ ଠାବ ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ବାଲିଦୋକାନ ରଇତ ସାହି ନିକଟ ଏକ ପଡ଼ିଆରେ ଜଣେ ...
21/11/2025

ଅର୍ଦ୍ଧଦଗ୍ଧ ଅବସ୍ଥାରେ ଅଚିହ୍ନା ଯୁବକଙ୍କ ମୃତଦେହ ଠାବ ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ବାଲିଦୋକାନ ରଇତ ସାହି ନିକଟ ଏକ ପଡ଼ିଆରେ ଜଣେ ଅଚିହ୍ନା ଯୁବକଙ୍କ ଅର୍ଦ୍ଧଦଗ୍ଧମୃତଦେହ ଠାବ ହୋଇଛି। ସକାଳୁ ମୃତଦେହ ପଡ଼ିଆରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣା ସ୍ଥଳକୁ ଯାଇ ଛାନଭିନ ଆରମ୍ଭ କରିଛି।ଘଟଣା ସ୍ଥଳରେ କୋଣାର୍କ ପୁଲିସ
କେହି ଦୁର୍ବୃତ୍ତ ଯୁବକଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ଯୁବକଙ୍କୁ ପୋଡ଼ି ଏଠାରେ ଫିଙ୍ଗି ଦେଇଯାଇଥିବା ସନ୍ଦେହ କରାଯାଉଛି।

21/11/2025

କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଲାଇଟ୍ ଆଣ୍ଡ ସାଉଣ୍ଡ କାର୍ଯ୍ୟକ୍ରମ ଆରମ୍ଭ ହେଲା

15/10/2025

ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ତୃଣମୂଳସ୍ତରରେ ସଚେତନତା କାର୍ଯ୍ୟକ୍ରମ । ସରକାର ଏବଂ ଗଣମାଧ୍ୟମ ମଧ୍ୟରେ ସମ୍ପର୍କ ସ୍ଥାପନ ଲାଗି ବୁଧବାର କୋଣାର୍କ ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଅନୁଷ୍ଠିତ ହୋଇଛି।

24/09/2025

କୋଣାର୍କ ଚନ୍ଦ୍ରଭାଗା ବେଳାମାର୍ଗରେ ମହିଳାଙ୍କ ଗଲାକଟିବା ଘଟଣାରେ ଅଭିଯୁକ୍ତ ଗିରଫ କଲା ପୋଲିସ । ଭିଯୁକ୍ତ ଜଣଙ୍କ ଗୋପ ଥାନା ନୂଆହାଟ ଅଞ୍ଚଳ କୋରୁଆଳ ଗ୍ରାମର ସମୀର ରଞ୍ଜନ ସାହୁ । ମୋବାଇଲ ଟ୍ରାକ କରି ଗୋପ,କୋଣାର୍କ, ଚାରିଛକ ଥାନା ଏବଂ ସ୍ପେଶାଲ ସ୍କ୍ୱାଡ଼ ମିଳିତ ସହଯୋଗରେ ସମୀର କୁ ଗାଁରୁ ଉଠାଇ ଆଣିଲା ପୋଲିସ।ଅଧିକ ତଦନ୍ତ ପାଇଁ ସମୀରକୁ ରାମଚଣ୍ଡୀ ପୋଲିସ କୁ ହସ୍ତାନ୍ତର କଲା ଗୋପ ପୋଲିସ।ଗତକାଲି କୋଣାର୍କ ବେଳାମାର୍ଗ କଇଁଛଘର ନିକଟରେ ମହିଳାଙ୍କ ଗଲାକାଟି ଫେରାର ହୋଇଯାଇଥିଲା

29/06/2025

ପିନାକ ମିଶ୍ରଙ୍କୁ ପୁରୀ ଏସପି ଦାୟିତ୍ବ ମିଳିବା ପରେ କେମିତି ଭିଡ ପରିଚାଳନା କରିବେ ଏବଂ ଭକ୍ତଙ୍କ ସୁରକ୍ଷାକୁ କିଭଳି ମିଳିବ । ସେ ନେଇ କଣ କହୁଛନ୍ତି ଏସପି

02/12/2024

କୋଣାର୍କ ୩୫ତମ କୋଣାର୍କ ଉତ୍ସବ ଓ ୧୪ତମ ଆନ୍ତ୍ରଜାତୀୟ ବାଲୁକା କଳା ଉତ୍ସବ ଉଦୁଘାଟିତ

India has lost a true titan. Ratan Tata's visionary leadership, unwavering integrity, and immense contributions to busin...
10/10/2024

India has lost a true titan. Ratan Tata's visionary leadership, unwavering integrity, and immense contributions to business, philanthropy, and nation-building have left an indelible mark on modern India. His compassion and dedication will continue to inspire generations. Rest in peace, Sir. 🙏

ଗୋପ ଵ୍କକ୍ ଅନ୍ତର୍ଗତ ଅଣ୍ଢରା ଇଚ୍ଛାପୁର ଜିପି ର ଵଡମଠ ଗ୍ରାମର ଚିତ୍ରସେନ ରାଉତ ଆଜି ସକାଳେ ବିଲରେ କାମକରୁ ଥିବାବେଳେ ବଜ୍ରାଘାତରେ ମୃତ୍ୟୁ ଘଟ...
25/09/2024

ଗୋପ ଵ୍କକ୍ ଅନ୍ତର୍ଗତ ଅଣ୍ଢରା ଇଚ୍ଛାପୁର ଜିପି ର ଵଡମଠ ଗ୍ରାମର ଚିତ୍ରସେନ ରାଉତ ଆଜି ସକାଳେ ବିଲରେ କାମକରୁ ଥିବାବେଳେ ବଜ୍ରାଘାତରେ ମୃତ୍ୟୁ ଘଟିଛି। ଗ୍ରାମ ବାସୀ ମାନେ ଗୋପ ସ୍ଵାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ଆଣିଥିବା ବେଳେ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି।

22/07/2024

Address

KONARK , PURI ODISHA
Konarak
752111

Alerts

Be the first to know and let us send you an email when Utkal Media posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Utkal Media:

Share