କୋଣାର୍କ ବାଲିଦୋକାନ ବାବା ବଟେଶ୍ୱର ମହାଦେବଙ୍କ ମକର ମେଳା ଉପଲକ୍ଷେ ରଇତିସାହି ତାରିଣୀ ଯାତ୍ରା କମିଟି ପକ୍ଷରୁ ମୁକ୍ତମଞ୍ଚ ନାଟକ "ଆଖି ଅବୁଝା କୁ ଲୁହ ଅବୁଝା" ମଞ୍ଚସ୍ଥ । ମଞ୍ଚରେ ହସାଇଲେ କମେଡିଆନ ଗୁଲୁଆ। କୋଣାର୍କ ଖବର କୋଣାର୍କ ଖବର - Konark Khabara
କୋଣାର୍କ: ବାଲିଦୋକାନ ବାବା ବଟେଶ୍ଵର ମହାଦେବଙ୍କ ପ୍ରସିଦ୍ଧ ମକର ସଂକ୍ରାନ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। କୋଣାର୍କ ଖବର।
କୋଣାର୍କ ଖବର - Konark Khabara #MakarMela
ମୁଁ ଇଛାକଲେ ପ୍ରଧାନମନ୍ତ୍ରୀ ହେଇଯିବି - ବଉଲାଙ୍ଗ ଆରଆଇ ମାର୍ଶାଲ ପ୍ରଧାନ । କୋଣାର୍କ ଖବର।
ପୁଣି ଜବରଦଖଲକାରୀଙ୍କ କବଜାରେ ରାଜରାସ୍ତା !! ସୂର୍ଯ୍ୟ ମନ୍ଦିର ସମ୍ମୁଖ ରାସ୍ତାରେ ଖଟ ଓ ଭାଡ଼ି ପକାଇ ବ୍ୟବସାୟ! ଅସନ୍ତୁଷ୍ଠ ପର୍ଯ୍ୟଟକ, ସାରା ବିଶ୍ୱକୁ ଯାଉଛି ଘୃଣ୍ୟ ବାର୍ତ୍ତା । ନିଦାବିଷ୍ଣୁ ସାଜିଛନ୍ତି ପୋଲିସ୍ ଓ ପ୍ରଶାସନ । କୋଣାର୍କ ଖବର।
କୋଣାର୍କ ଖବର - Konark Khabara CMO Odisha Mohan Charan Majhi Prabhati Parida Odisha Tourism Gyana Biswal Puri District Admin PMO India Naveen Patnaik
ପବିତ୍ର ଶାମ୍ବ ଦଶମୀ ଅବସରରେ ସୌର ବ୍ରାହ୍ମଣ ପରିବାର ଓ ଅବଧୂତ ମଠ ପକ୍ଷରୁ ସୂର୍ଯ୍ୟ ମନ୍ଦିର ନିକଟରୁ ଚନ୍ଦ୍ରଭାଗା ତୀର୍ଥ ପର୍ଯ୍ୟନ୍ତ ପ୍ରସିଦ୍ଧ ସୌର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। କୋଣାର୍କ ଖବର।
ରିପୋର୍ଟ - ସାମ୍ବାଦିକ ଜ୍ଞାନ ରଞ୍ଜନ ବିଶ୍ଵାଳ
କୋଣାର୍କ ସୁରକ୍ଷା ସମିତି ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ପବିତ୍ର ଶାମ୍ବ ଦଶମୀ ଅବସରରେ ବିଶ୍ଵଶାନ୍ତି ସୌର ମହାଯଜ୍ଞ ପରେ ସହସ୍ର ଶ୍ରଦ୍ଧାଳୁଙ୍କ ଦ୍ଵାରା ନାମ ସଙ୍କୀର୍ତ୍ତନ ଜରିଆରେ କୋଣାର୍କ ସହର ଓ ସୂର୍ଯ୍ୟ ମନ୍ଦିର ପରିକ୍ରମା କରାଯାଇଥିଲା। କୋଣାର୍କ ଖବର।
କୋଣାର୍କ ସୁରକ୍ଷା ସମିତି ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ପବିତ୍ର ଶାମ୍ବ ଦଶମୀ ଅବସରରେ ବିଶ୍ଵଶାନ୍ତି ସୌର ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। କୋଣାର୍କ ଖବର।
କୋଣାର୍କର ଅଭାବନୀୟ ଦୃଶ୍ୟ।
ଲୋଭଖୋର କଲ୍ୟାଣ ମଣ୍ଡପ ମାଲିକ ମାନେ ମାତ୍ରାଧିକ ପର୍ଯ୍ୟଟକ ମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିଜ ମଣ୍ଡପରେ ରଖି ହଜାର ହଜାର ଟଙ୍କା ଲୁଟୁଛନ୍ତି, କିନ୍ତୁ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ପାର୍କିଂ କି ଜାଗା ରଖି ନାହାଁନ୍ତି। ରାଜରାସ୍ତାରେ ବଡ ବଡ ବସ ରଖୁଛନ୍ତି, ଯାତାୟାତ ସମସ୍ୟା ସୃଷ୍ଟି କରି ଟ୍ରାଫିକ ସମସ୍ୟା କରୁଛନ୍ତି। ଯାତ୍ରୀ ମାନେ ସୋନ୍ଦର୍ଯ୍ୟ ବଗିଚା ରେ ପଶି ଗଛ ଲତା ଭାଙ୍ଗୁଛନ୍ତି। ଅସାଧୁ ବେଆଇନ କଲ୍ୟାଣ ମଣ୍ଡପ ଗୁଡ଼ିକ ପାର୍କିଂ ନରଖିବା ଫଳରେ ରାସ୍ତା ଜାମ ହେଉଛି। ରାସ୍ତା କଡରେ ମଧ୍ୟ ଏମାନେ ପାଇଖାନା କରୁଥିବା ଦେଖିବାକୁ ମିଳୁଛି। ମାଟିଆ ଗାର୍ଡ କର୍ମୀମାନେ ବାଇକରେ ବୁଲି କଣ କରୁଛନ୍ତି ତାହାର ଖବର ଆଗକୁ ପ୍ରକାଶ ପାଇବ !!
CMO Odisha Mohan Charan Majhi Prabhati Parida କୋଣାର୍କ ଖବର - Konark Khabara Odisha Tourism Puri District Admin PMO India Naveen Patnaik Gyana Biswal
କୋଣାର୍କରେ ପୋକରା ନଷ୍ଟ କାଜୁ ବେପାର। ପର୍ଯ୍ୟଟକଙ୍କୁ ଠକୁଛନ୍ତି କାଜୁ ବେପାରୀ, ପର୍ଯ୍ୟଟକ ମହଲରେ ତୀବ୍ର ଅସନ୍ତୋଷ। କୋଣାର୍କ ହେଉଛି ବଦନାମ୍। ପ୍ରଶାସନ ଓ ପୋଲିସ ସବୁ ଜାଣି ଅଜଣା।
କାକଟପୁର ବିଜେପି ପକ୍ଷରୁ ନବ ନିର୍ବାଚିତ ମଣ୍ଡଳ ସଭାପତି ଓ ମଣ୍ଡଳ ପ୍ରତିନିଧି ମାନଙ୍କୁ ମଙ୍ଗଳବାର ସଂଧ୍ୟାରେ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପରେ ସମସ୍ତେ ମା ମଙ୍ଗଳା ଦର୍ଶନ କରିଥିଲେ।
କୋଣାର୍କ ଖବର। କୋଣାର୍କ ଖବର - Konark Khabara
ପ୍ରବାସୀ ଭାରତୀୟଙ୍କ ଆଗମନ ପୁର୍ବରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ କେନ୍ଦ୍ର ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ ଜୟ ଶଙ୍କର। କୋଣାର୍କ ଖବର। କୋଣାର୍କ ଖବର - Konark Khabara #PravasiBharatiyaDivas #jaysankar
କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖ ରାସ୍ତାରେ ବେଆଇନ୍ ଜବରଦଖଲ କରି ବ୍ୟବସାୟ କରୁଥିବା ବେପାରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ହଟାଇବା ପରେ ପର୍ଯ୍ୟଟକ ମାନେ ନିର୍ଭୟରେ ଓ ମନ ଖୁସିରେ ପ୍ରସ୍ଥାନ ଓ ବୁଲାବୁଲି କରି ପାରୁଛନ୍ତି। ଏଭଳି ଉଚ୍ଛେଦ ସବୁଦିନ ରଖିବା ପାଇଁ ସାଧାରଣରେ ଦାବି ହେଉଛି। କୋଣାର୍କ ଖବର