Micky

Micky Dibyanshi Biswal, Micky। childhood memories , Entertainment Digital Creator 🙏
please support 🙏

28/06/2026
ଆଜି ମୁଁ  ପୋଲିସ୍ ଟୀକା ନେଲି। ଆପଣ ବି ନିଅନ୍ତୁ।  #ପୋଲିଓ_ଦିବସ । ୨୮ ଜୁନ୍ ୨୦୨୬। ✅ ଦୁଇ ବୁନ୍ଦା ପ୍ରତ୍ୟେକ ଥର, ପୋଲିଓ ଉପରେ ବିଜୟ ରହୁ ନି...
28/06/2026

ଆଜି ମୁଁ ପୋଲିସ୍ ଟୀକା ନେଲି। ଆପଣ ବି ନିଅନ୍ତୁ।
#ପୋଲିଓ_ଦିବସ । ୨୮ ଜୁନ୍ ୨୦୨୬।
✅ ଦୁଇ ବୁନ୍ଦା ପ୍ରତ୍ୟେକ ଥର, ପୋଲିଓ ଉପରେ ବିଜୟ ରହୁ ନିରନ୍ତର।
✅ ସଦା ସର୍ବଦା ପୋଲିଓ ମୁକ୍ତ ଭାରତର ଲକ୍ଷ ନେଇ ନିଜର ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ନିଶ୍ଚିନ୍ତ ଦୁଇ ବୁନ୍ଦା ପୋଲିଓ ଟୀକା ଦିଅନ୍ତୁ।
CMO Odisha Mohan Charan Majhi Prabhati Parida Women & Child Development, Government of Odisha Health & Family Welfare Department, Government of Odisha World Health Organization (WHO) Ministry of Health and Family Welfare, Government of India National Health Authority

28/06/2026

ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରି ଆସୁଥିବା ଶୋଭା ଫାଉଣ୍ଡେସନ ସାମାଜିକ ଅନୁଷ୍ଠାନକୁ ମିଳିଲା ପ୍ରକୃତି ମିତ୍ର ପୁରସ୍କାର।
The Department of Forest Environment and Climate Change, Government of Odisha, has awarded the Prakriti Mitra Award to SOVA Foundation, a social organization working in the field of nature conservation and environmental protection.
#ଶୋଭା_ଫାଉଣ୍ଡେସନ #ପ୍ରକୃତି_ମିତ୍ର #ବିଶ୍ୱ_ପରିବେଶ_ଦିବସ
CMO Odisha Mohan Charan Majhi Prabhati Parida SOVA Foundation Gyana Ranjan Biswal Puri District Admin Odisha

ଗଛ ଟିଏ ଲଗାନ୍ତୁ
31/05/2026

ଗଛ ଟିଏ ଲଗାନ୍ତୁ

13/05/2026

A to Z.. English Alfabet.
Home studying.

କୋଣାର୍କ ସୂର୍ଯ୍ୟ ମନ୍ଦିର Konark Sun Temple
19/04/2026

କୋଣାର୍କ ସୂର୍ଯ୍ୟ ମନ୍ଦିର
Konark Sun Temple

Address

Jamara Village PO Balidokan
Konarka
752111

Website

Alerts

Be the first to know and let us send you an email when Micky posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share