B Today Odia

B Today Odia ଜନସାଧାରଣ ଙ୍କ ସେବା ରେ

08/09/2025

#ଭୋଟ_ଚୋରିକୁ_ନେଇ_ବଡ଼_ବୟାନ

05/09/2025

କୋଟପାଡ଼ ନିର୍ବାଚନ ମଣ୍ଡଳୀ ର ଟିକି ନିକି ଖବର ଜାଣିବା ପାଇଁ ଆମ B TODAY ODIA CHENNAL କୁ FOLLOW କରନ୍ତୁ।।
ଧନ୍ୟବାଦ

26/08/2025
26/08/2025

କୁନ୍ଦୁରା ବିଦ୍ୟୁତ୍ ବିଭାଗ ରେ ଶତାଧିକ ଲୋକଙ୍କ ଆନ୍ଦୋଳନ। ଅପରାହ୍ନ 2 ଟା ସମୟରେ ବିଭିନ୍ନ ଦାବି ନେଇ କୁନ୍ଦୁରା ବିଦ୍ୟୁତ୍ ବିଭାଗ ରେ ଆନ୍ଦୋଳନ ଦେଖିବାକୁ ମିଳୁଥିଲା, ପବନ ବର୍ଷା ନ ଥିଲେ ମଧ୍ୟ କରେଣ୍ଟ କଟ, ଏକଲବ୍ୟ ସ୍କୁଲ୍ ରେ ବିଦ୍ୟୁତ୍ ସଂଯୋଗ କରା ଯାଇ ନାହି ଏବଂ ସ୍ଥାୟୀ ଭାବେ JEE ନ ଥିବା ଅଭିଯୋଗ କରିଛନ୍ତି।

15/08/2025

କୁନ୍ଦୁରା ସ୍ଵାଧୀନତା ଦିବସ ପାଳନ

26/01/2025

ଜୟପୁର ରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ
Sub Collecter -Akabaram sasya Reddy
Jeypore

ଜୟପୁର : ବଦଳିଲେ ଜୟପୁର ପୌରପାଳିକାର ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ । ସ୍କୁଲ ଓ ଗଣ ଶିକ୍ଷା ବିଭାଗର ଉପ ସଚିବ ଭାବେ ନୂଆ ଦାୟିତ୍ଵ ...
17/10/2024

ଜୟପୁର : ବଦଳିଲେ ଜୟପୁର ପୌରପାଳିକାର ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ । ସ୍କୁଲ ଓ ଗଣ ଶିକ୍ଷା ବିଭାଗର ଉପ ସଚିବ ଭାବେ ନୂଆ ଦାୟିତ୍ଵ ଗ୍ରହଣ କରିବେ ବୋଲି ସୂଚନା

03/10/2024

ଅବିଭକ୍ତ କୋରାପୁଟ ଜିଲ୍ଲାରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ଉପରେ ମନ୍ତବ୍ୟ ରଖିଲେ
#କୋରାପୁଟ
#ଜିଲ୍ଲାଭିତ୍ତିକନିଯୁକ୍ତି

27/09/2024

ଆଜି ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ ଅଧୀନରେ ଆସୁଥିବା ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ନେଇ NEP 2020 ବିଷୟର କାର୍ଯ୍ୟକାରିତା ଉପରେ ଆଲୋଚନା କରଯାଇଥିଲା,


ଜୟପୁର ଉପ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ IAS ଆକ୍କାବରମ୍ ଶସ୍ୟା ରେଡ୍ଡୀ । ଦାୟିତ୍ୱ ହସ୍ତାନ୍ତର କଲେ ବିଦାୟୀ ଉପ ଜିଲ୍ଲାପାଳ ପ୍ରଭାତ କୁମାର...
10/09/2024

ଜୟପୁର ଉପ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ IAS ଆକ୍କାବରମ୍ ଶସ୍ୟା ରେଡ୍ଡୀ । ଦାୟିତ୍ୱ ହସ୍ତାନ୍ତର କଲେ ବିଦାୟୀ ଉପ ଜିଲ୍ଲାପାଳ ପ୍ରଭାତ କୁମାର ପରିଡା ।

07/08/2024

Dubble Engine ସରକାର ଥାଉ ଥାଉ ପୁଣି ଆଳୁର ଭୟ କଣ ପାଇଁ.............

05/08/2024

2024 ଛାତ୍ର ସଂସଦ ନିର୍ବାଚନକୁ ନେଇ ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ ଛାତ୍ରଙ୍କ ପ୍ରତିକ୍ରିୟା ।
ବିକ୍ରମ ଦେବ ବିଶ୍ଵବିଦ୍ୟାଳୟ ଜୟପୁର କୋରାପୁଟ
About the Student election react of the Vikram Dev University student

#ଛାତ୍ର ସଂସଦ ନିର୍ବାଚନ
B Today Odia

Address

Odisha
Koraput

Telephone

+919827620457

Website

Alerts

Be the first to know and let us send you an email when B Today Odia posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to B Today Odia:

Share

Category