Mukhar Satya

Mukhar Satya Contact information, map and directions, contact form, opening hours, services, ratings, photos, videos and announcements from Mukhar Satya, Media, Kuchinda.

30/09/2020
देशमे आर्थिक मंदी को छुपानेके लिए समाजके आईना भी गलत दिखाने लगिहैं ।क्या होगया ये देश का ।
17/10/2019

देशमे आर्थिक मंदी को छुपानेके लिए समाजके आईना भी गलत दिखाने लगिहैं ।
क्या होगया ये देश का ।

20/09/2019
27/08/2019
25/08/2019
05/08/2019

कश्मीर समस्या खत्मके लिए 370 अर 35A हटनेपर देश के सरकारको आभार ब्यक्त करनेके सात सात लग्दक बासियों को नए केंद्रीय सासन पानेके सुभकामसनाएँ । इसके सात सात देश बसिओंकोभी कश्मीर समस्या के अंत केअबसरमे बधाई

ସାର ମାନେଅଛି ଦେଶବା GDP ଗ୍ରୋତ ରେ ବିଶ୍ୱର ତୀବ୍ରତର ଦେଶଙ୍କ ମଧ୍ୟରେ ସର୍ବାଗ୍ରେ ଥିଲା ହେଲେ ଏ ଚମତ୍କାର ହଉଛି କିପରି 2030 ରେ ବିଶ୍ୱ ର ସର୍...
03/08/2019

ସାର ମାନେଅଛି ଦେଶବା GDP ଗ୍ରୋତ ରେ ବିଶ୍ୱର ତୀବ୍ରତର ଦେଶଙ୍କ ମଧ୍ୟରେ ସର୍ବାଗ୍ରେ ଥିଲା ହେଲେ ଏ ଚମତ୍କାର ହଉଛି କିପରି 2030 ରେ ବିଶ୍ୱ ର ସର୍ବବୃହତ ଅର୍ଥନୀତି ହେବାକୁ ଥିବା ଦେଶ 2019 ଆସୁ ଆସୁ ଖସିବା ଆରମ୍ଭ କଲେଣି । ନିର୍ବାଚନ ରେ ନେତାମାନେ ବୋଧେ ଦେଶର ସବୁ ପଇସା ଖର୍ଚ କରିଦେଲେ । ବୋଧେ କହିଲି ଦେହକୁ ନେବେନି ।
ଏବେତ ଜବାବ ମାଗିବେ ଛାତ୍ର ବେଶରେ ଦେଶର ଭବିଷ୍ୟତ।

ଭାଇ ଭଉଣୀମାନେ ଯଦି ଭାବୁଥିଲେ MLA କି MP ହେଳେହିଁ ପକେଟ ଗରମ ହୁଏ ତେବେ ଆପଣ ଭୁଲ ଥିଲେ ମ୍ୟାଡ଼ମ ବତେଇ ଦେଲେ ସରପଞ୍ଚ ବି ମଲେ ମାଲ ହୋଇ ପାରନ୍...
03/08/2019

ଭାଇ ଭଉଣୀମାନେ ଯଦି ଭାବୁଥିଲେ MLA କି MP ହେଳେହିଁ ପକେଟ ଗରମ ହୁଏ ତେବେ ଆପଣ ଭୁଲ ଥିଲେ ମ୍ୟାଡ଼ମ ବତେଇ ଦେଲେ ସରପଞ୍ଚ ବି ମଲେ ମାଲ ହୋଇ ପାରନ୍ତି ତେଣୁ 2019 ନିର୍ବାଚନରେ MLA ଟିକେଟ ନମିଳିଲା ନାହିଁ 2022ରେ ସରପଞ୍ଚରେ ଛିଡା ହୋଇଯାଆନ୍ତୁ । ପକେଟ ଗରମ କରିବାର ସୁବର୍ଣ୍ଣ ଅବସର ହାତଛଡା କରନ୍ତୁ ନାହିଁ ।
ଏବେତ ଜବାବ ମାଗିବେ ଛାତ୍ର ବେଶରେ ଦେଶର ଭବିଷ୍ୟତ ।

ଗରିବ ଶ୍ରମିକଟା ଏମିତି ପ୍ରଶାସନ ସମ୍ମୁଖରେ କରିବ କଣ ? ବିଚାରଙ୍କ ଶ୍ରମ ପାଉଣା ରେବି ଶେଷରେ ଆଖି ପକେଇଲାଣି ଏ ବ୍ୟବସ୍ଥା । ଯଦି ସରକାର ସରକାରୀ...
03/08/2019

ଗରିବ ଶ୍ରମିକଟା ଏମିତି ପ୍ରଶାସନ ସମ୍ମୁଖରେ କରିବ କଣ ? ବିଚାରଙ୍କ ଶ୍ରମ ପାଉଣା ରେବି ଶେଷରେ ଆଖି ପକେଇଲାଣି ଏ ବ୍ୟବସ୍ଥା । ଯଦି ସରକାର ସରକାରୀ କାମରେ ତାଙ୍କରି ଘୋଷିତ ଶ୍ରମ ପାଉଣା ଦେବାକୁ ଅକ୍ଷମ ତେବେ ସେ ଘୋଷଣା କରନ୍ତି କାହିଁକି । ନା ଏଟା ମଧ୍ୟମ ବର୍ଗଙ୍କ ପାଇଁହିଁ ଲାଗୁହୁଏ । ଆଜିଠୁ ଜବାବ ମାଗିବେ ଛାତ୍ର ବେଶରେ ଦେଶର ଭବିଷ୍ୟତ ।

କଣ ଭାବୁଛନ୍ତି ଏହା ବେସରକାରୀ ସ୍କୁଲ ର ତାଲିକା । ନାଇଁମ ରାଜ୍ୟର ସରକାରୀ ବିଦ୍ୟାଳୟଙ୍କ ତାଲିକା । ସରକାର ସ୍କୁଲ ବନ୍ଦ କରିପାରିବେ କିନ୍ତୁ ଶି...
02/08/2019

କଣ ଭାବୁଛନ୍ତି ଏହା ବେସରକାରୀ ସ୍କୁଲ ର ତାଲିକା । ନାଇଁମ ରାଜ୍ୟର ସରକାରୀ ବିଦ୍ୟାଳୟଙ୍କ ତାଲିକା । ସରକାର ସ୍କୁଲ ବନ୍ଦ କରିପାରିବେ କିନ୍ତୁ ଶିକ୍ଷାର ମାନଦଣ୍ଡରେ ପରିବର୍ତନ ଆଣି ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଉର୍ଣ୍ଣତି ଆଣିପାରିବେ ନାହିଁ ।
ଚିନ୍ତା କରନ୍ତୁ ନି ଶୀଘ୍ର ରାଜ୍ୟର ସବୁଯାକ ସରକାରୀ ବିଦ୍ୟାଳୟ ବନ୍ଦ ହେବ ଓ ଗରିବ ପିଲା ବିନା ଶିକ୍ଷା ରେ ପିଢ଼ି ପରେ ପିଢ଼ି ମଜୁରୀ ଖଟୁଥିବା ।

Address

Kuchinda

Telephone

+919337141332

Website

Alerts

Be the first to know and let us send you an email when Mukhar Satya posts news and promotions. Your email address will not be used for any other purpose, and you can unsubscribe at any time.

Share

Category