KALA O kalakar, kusumi

KALA O kalakar, kusumi Contact information, map and directions, contact form, opening hours, services, ratings, photos, videos and announcements from KALA O kalakar, kusumi, Digital creator, Kusumi.

କୁସୁମୀ ଠାରେ ଶ୍ରୀ ରାମ ଲୀଳା ମହୋତ୍ସବ ଇତି ମଧ୍ୟ ରେ ଆରମ୍ଭ ହୋଇଯାଇଛି ପ୍ରଥମ ଦିନ ରେ ଶ୍ରୀରାମ ଜନ୍ମ ସହିତ ଦ୍ଵିତୀୟ ଦିନରେ ଅହଲ୍ୟା ଉଦ୍ଧାର ...
12/04/2023

କୁସୁମୀ ଠାରେ ଶ୍ରୀ ରାମ ଲୀଳା ମହୋତ୍ସବ ଇତି ମଧ୍ୟ ରେ ଆରମ୍ଭ ହୋଇଯାଇଛି
ପ୍ରଥମ ଦିନ ରେ ଶ୍ରୀରାମ ଜନ୍ମ ସହିତ ଦ୍ଵିତୀୟ ଦିନରେ ଅହଲ୍ୟା ଉଦ୍ଧାର ଏବଂ ସୀତା ସ୍ଵୟମ୍ବର ବିଷୟ ଅନୁଷ୍ଠିତ ହୋଇ ଯାଇଛି

ପ୍ରଥମ ଦିନରେ ସରି ଯାଇଥିବା କିଛି ଦ୍ରୁଶ୍ୟରାବଣ ର ବର ପ୍ରାପ୍ତି ଏବଂ ଦେବ ଲୋକ ଆକ୍ରମଣରାଜା ଦାଶରଥ ଙ୍କ ପୁତ୍ରେଷ୍ଟି ଜଜ୍ଞରାମ ଜନ୍ମ ଓ ନାମକରଣ...
11/04/2023

ପ୍ରଥମ ଦିନରେ ସରି ଯାଇଥିବା କିଛି ଦ୍ରୁଶ୍ୟ
ରାବଣ ର ବର ପ୍ରାପ୍ତି ଏବଂ ଦେବ ଲୋକ ଆକ୍ରମଣ
ରାଜା ଦାଶରଥ ଙ୍କ ପୁତ୍ରେଷ୍ଟି ଜଜ୍ଞ
ରାମ ଜନ୍ମ ଓ ନାମକରଣ
ତାଡକା ବଦ୍ଧ

ରାମ ଭୂମିକା ରେ - ପପୁ ନାୟକ
11/04/2023

ରାମ ଭୂମିକା ରେ - ପପୁ ନାୟକ

ଆରମ୍ଭ ହୋଇଯାଇଛି, ବିରାଟ ଆଞ୍ଛଳିକ ଶ୍ରୀ ରାମଲୀଳା ମହୋତ୍ସବ କୁସୁମୀ.... ରାବଣ ଭୂମିକା ରେ ଆପଣଙ୍କ ପ୍ରିୟ - ବିଭୂତି କଲ୍ଯାଣ ପଟେଲ
11/04/2023

ଆରମ୍ଭ ହୋଇଯାଇଛି, ବିରାଟ ଆଞ୍ଛଳିକ ଶ୍ରୀ ରାମଲୀଳା ମହୋତ୍ସବ କୁସୁମୀ.... ରାବଣ ଭୂମିକା ରେ ଆପଣଙ୍କ ପ୍ରିୟ - ବିଭୂତି କଲ୍ଯାଣ ପଟେଲ

24/03/2023

ଚଳିତ ବର୍ଷ କିଛି
ନୂତନ ଓ ଦକ୍ଷ କଳାକାର ଙ୍କ ଅଭିନୟ ଆହୁରି ସୁନ୍ଦର ଲାଗିବ ବୋଲି ଆଶା
୩୪ ଜଣ ମହିଳା ଓ ଶିଶୁ କଳାକାର ଙ୍କ ସହିତ ସମୁଦାୟ ୧୧୬ ଜଣଙ୍କ ପ୍ରତ୍ୟକ୍ଷ ଭାଗିଦାରୀ
ସୁମଧୁର ସଙ୍ଗୀତ ସହିତ ଅଶୋକ ଭାଇ ଓ ସାଥୀ ଙ୍କ କଣ୍ଠ ସ୍ୱର ଆପଣକୁ ଆହୁରି ଭଲ ଲାଗିବ..

24/03/2023

ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି ଆପଣଙ୍କ ସ୍ନେହ ଆଶୀର୍ବାଦ ଓ ସହଯୋଗ ର ଆବଶ୍ୟକତା ରହିଛି..,,🙏

ଅନୁରୋଧ ରହିଲା ପ୍ରତ୍ୟକ୍ଷଦର୍ଶୀ ହୋଇ ରମକୃପା ଲାଭ କରନ୍ତୁ..
24/03/2023

ଅନୁରୋଧ ରହିଲା ପ୍ରତ୍ୟକ୍ଷଦର୍ଶୀ ହୋଇ ରମକୃପା ଲାଭ କରନ୍ତୁ..

Address

Kusumi

Website

Alerts

Be the first to know and let us send you an email when KALA O kalakar, kusumi posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share