Sankar Majhi

Sankar Majhi Contact information, map and directions, contact form, opening hours, services, ratings, photos, videos and announcements from Sankar Majhi, Video Creator, Main Road balimela chowk MALKANGIRI, Malkangiri.

1, Lecturer in History,Utkalamani Gapabandhu Higher Secondary School Mathili, Malkangiri
2, PGT HISTORY Saheed Memorial Higher Secondary School, Eram, Basudevpur,Bhadrak

07/07/2025

*✊ମା' ହେଲେ ପାଠଇ ଦେଶ ଯିବ ଆଗେଇ।✊*

*👉ସତରେ ଯଦି ଜଣେ ଝିଅ, ଜଣେ ଭଉଣୀ ଓ ଜଣେ ମା' ତଥା ସମଗ୍ର ନାରୀ ସମାଜ ଯଦି ଶିକ୍ଷିତ ହେବ ତାହେଲେ ସମସ୍ତ ଦେଶବାସୀ ତଥା ସମ୍ପୂର୍ଣ୍ଣ ଭାବରେ ସମଗ୍ର ଦେଶ ଶିକ୍ଷିତ ହେବ ଏଥିରେ ଆଉ ଦ୍ବିମତ ନାହିଁ।*

*👉ସେଥିପାଇଁ ତ ଭାରତର ଜାତୀୟ ପିତା ମହାତ୍ମା ଗାନ୍ଧୀ କହିଥିଲେ;*

*"ଯଦି ଜଣେ ପୁରୁଷ ଶିକ୍ଷିତ ହୁଏ ତାହେଲେ ଜଣେ ବ୍ୟକ୍ତି ବିଶେଷ ଶିକ୍ଷିତ ହେଇଥାଏ।"*

କିନ୍ତୁ *"ଯଦି ଜଣେ ଜଣେ ନାରୀ ବା ମହିଳା (ଝିଅ, ଭଉଣୀ ଓ ମା') ଶିକ୍ଷିତ ହୁଏ ତାହେଲେ ସମ୍ପୂର୍ଣ୍ଣ ପରିବାର, ସମଗ୍ର ଗାଁ ଓ ସମଗ୍ର ଦେଶ ଶିକ୍ଷିତ ହେଇଥାଏ।"*

*ସେଥିପାଇଁ ଆମେ ସମସ୍ତେ ନାରୀ ଶିକ୍ଷା ତଥା ଝିଅ, ମା' ଭଉଣୀ ମାନଙ୍କ ଶିକ୍ଷାକୁ ଅଧିକରୁ ଅଧିକ ଗୁରୁତ୍ୱ ଦେଇ ତାଙ୍କୁ ଝିଅ ବୋଲି ଶିକ୍ଷା ପ୍ରଦାନ କ୍ଷେତ୍ରରେ ପାତର ଅନ୍ତର ଓ ଅବହେଳା ନକରି ତାଙ୍କ ଶିକ୍ଷାକୁ ପ୍ରାଥମିକତା ଦେବା ସହ ପୂଅ ମାନଙ୍କ ସହ ସମାନ ଭାବରେ ଦେଖିବା ଅତି ଜରୁରୀ ଅଟେ।*

*✊ଆସନ୍ତୁ ଆମେ ସମସ୍ତେ ଶପଥ ନେବା ଆମ ଝିଅ ଭଉଣୀ ମାନଙ୍କୁ ଶିକ୍ଷା ଦେବାରେ କୌଣସି ପାତରଅନ୍ତର ନକରି ସେମାନଙ୍କୁ ମଧ୍ୟ ପୂଅଙ୍କ ଭଳି ସମାନ ଦୃଷ୍ଟିରେ ଦେଖି ପାଠ ପଢେଇବା ଓ ସମ୍ପୂର୍ଣ୍ଣ ପରିବାର, ସମଗ୍ର ଗାଁ ଓ ସମଗ୍ର ଦେଶକୁ ଶିକ୍ଷିତ କରିବା ପାଇଁ ନିଜର କର୍ତ୍ତବ୍ୟ ସାବ୍ୟସ୍ତ କରିବା।✊*

ଆସନ୍ତୁ ପୂଣି ଥରେ ଗୁରୁତ୍ୱପୂର୍ଣ୍ଣ ସ୍ଲୋଗାନ୍ କୁ ଦୋହରାଇବା;

*✊ମା' ହେଲେ ପାଠଇ ଦେଶ ଯିବ ଆଗେଇ।✊*

*ଯଦି ଏହି ବାର୍ତ୍ତାକୁ ସମର୍ଥନ କରିବା ସହ ଏହି ବିଚାରଧାରାକୁ ଅଧିକରୁ ଅଧିକ ପ୍ରଚାର ପ୍ରସାର କରିବା ପାଇଁ ଚାହୁଁଛନ୍ତି ଏହି ବାର୍ତ୍ତାକୁ ଅଧିକରୁ ଅଧିକ ଶେଆର କରିବା ସହ ସଚେତନତା ସୃଷ୍ଟି କରିବା ପାଇଁ ସହଯୋଗ କରନ୍ତୁ।*

ଧନ୍ୟବାଦ୍
।।ଇତି।।
ସୁରେଶ ସାଉଁନ୍ତା

06/07/2025
💕❤💕
06/07/2025

💕❤💕

Congratulations to Gokul Sahu for making India proud as he wins the title of Mister National Universe Global Ambassador ...
25/06/2025

Congratulations to Gokul Sahu for making India proud as he wins the title of Mister National Universe Global Ambassador 2025! 🇮🇳✨**

A proud moment for India as he exemplifies talent, confidence, and charisma on this global stage. Your hard work and dedication have truly paid off — you inspire us all! 💙🌍

Here’s to your incredible achievement and to representing India with honor and pride worldwide!

Address

Main Road Balimela Chowk MALKANGIRI
Malkangiri
764046

Alerts

Be the first to know and let us send you an email when Sankar Majhi posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Sankar Majhi:

Share

Category