MayurbhanjExpress

MayurbhanjExpress Simlipal National Park (Odia: ଶିମିଳିପାଳ ଜାତୀୟ ଉଦ୍ୟାନ) is a national park and a tiger reserve situated in the Mayurbhanj district in the Indian state of Odisha.

It is part of the Similipal-Kuldiha-Hadgarh Elephant Reserve popularly known as Mayurbhanj Elephant Reserve, which includes 3 protected areas i.e. Similipal Tiger Reserve (2750.00 km2), Hadgarh Wildlife sanctuary (191.06 km2) and Kuldiha wildlife sanctuary (272.75 km2)).Simlipal National Park derives its name from the abundance of Semul or red silk cotton trees that bloom abundantly in the locality.

Good morning Friends. Jay Jagannath 🙏
19/08/2026

Good morning Friends. Jay Jagannath 🙏

18/08/2026

With Facebook for Creators – I just got recognized as one of their top fans! 🎉

Good Thoughts and good night friends.
18/08/2026

Good Thoughts and good night friends.

ସାକ୍ଷାତ ଯମରାଜ ହେଲେ ଚନ୍ଦନ ବୋଡ଼ା (Russell's Viper) ଭାରତର ଚାରୋଟି ପ୍ରମୁଖ ବିଷାକ୍ତ ସାପ ( Big Four ) ମଧ୍ୟରୁ ଅନ୍ୟତମ। ବୈଜ୍ଞାନିକ ନ...
17/08/2026

ସାକ୍ଷାତ ଯମରାଜ ହେଲେ ଚନ୍ଦନ ବୋଡ଼ା (Russell's Viper) ଭାରତର ଚାରୋଟି ପ୍ରମୁଖ ବିଷାକ୍ତ ସାପ ( Big Four ) ମଧ୍ୟରୁ ଅନ୍ୟତମ। ବୈଜ୍ଞାନିକ ନାମ Daboia russelii ହୋଇଥିବା ବେଳେ ବିଷର ପ୍ରକାର ହେଉଛି ହିମୋଟକ୍ସିକ୍ (Hemotoxic) ଏହା ରକ୍ତ ପ୍ରବାହ, ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟା ଏବଂ ଟିସୁ ଉପରେ ଗୁରୁତର ପ୍ରଭାବ ପକାଏ। ଚନ୍ଦନ ବୋଡ଼ା ଶରୀରରେ ବାଦାମୀ ରଙ୍ଗ ଉପରେ ଗୋଲାକାର କିମ୍ବା ଅଣ୍ଡାକୃତି ଚେନ୍ ଭଳି କଳା ଦାଗ (3 ଧାଡ଼ିଆ ଛାପ) ଥାଏ। ମୁଣ୍ଡ ତ୍ରିକୋଣିଆ ଆକାରର ଏବଂ ବେକ ଅପେକ୍ଷାକୃତ ସରୁ ହୋଇଥାଏ। ବିପଦ ଅନୁଭବ କଲେ ଶରୀରକୁ ଗୁଡ଼ାଇ ପ୍ରେସର୍ କୁକର୍ ହୁଇସିଲ୍ ଭଳି ଖୁବ୍ ଜୋରରେ ଫଁ-ଫଁ ଶବ୍ଦ କରେ। ପ୍ରାୟତଃ ରାତିରେ ସକ୍ରିୟ ରହେ ଏବଂ ଚାଷ ଜମି, ଘାସ ବୁଦା କିମ୍ବା ପଥର ଗଦା ଭିତରେ ରହିବା ପସନ୍ଦ କରେ। ସଡକ ଦୁର୍ଘଟଣା ପରି ସାପ ମଧ୍ୟ ଏକ ଦୂର୍ଘଟଣା ତେଣୁ ଦୁର୍ଭାଗ୍ୟ ବଶତଃ ଏହା କାମୁଡ଼ିଲେ କୌଣସି ଝଡ଼ାଫୁଙ୍କାରେ ସମୟ ନଷ୍ଟ ନକରି ତୁରନ୍ତ ସରକାରୀ ଡାକ୍ତରଖାନା ଯାଇ ASV (Anti-Snake Venom) ନେବା ଉଚିତ। ଧନ୍ୟଵାଦ 🙏

ଏହି ସାପ ଟିର ନାମ କେହିଜାଣିଛ କି 🐍🐉
16/08/2026

ଏହି ସାପ ଟିର ନାମ କେହିଜାଣିଛ କି 🐍🐉







A dominant male Bengal tiger in Similipa Tiger Reserve —such as the well-known alpha male reigns over prime territories ...
15/08/2026

A dominant male Bengal tiger in Similipa Tiger Reserve —such as the well-known alpha male reigns over prime territories within the park's dense grasslands and floodplains.




아름다운 그대에게 (For You in Full Blossom)
Facebook for Creators

ଶିମଳିପାଳରେ ଜୀନତ ତା'ର କୁନି ଛୁଆମାନଙ୍କ ସହିତ ବୁଲିବାର ସୁନ୍ଦର ଫୋଟ।  💚❤️
28/06/2026

ଶିମଳିପାଳରେ ଜୀନତ ତା'ର କୁନି ଛୁଆମାନଙ୍କ ସହିତ ବୁଲିବାର ସୁନ୍ଦର ଫୋଟ।
💚❤️

03/01/2026

Thoughts for Coming generations.

୧. ଜ୍ଞାନ, ସମ୍ପର୍କ ଓ ସ୍ଥିତିକୁ ନେଇ ସଦା ନମ୍ର ରୁହ।
୨. ପରବର୍ତ୍ତିତ ଦୁନିଆ ସହ ତାଳ ଦେଇ ଜ୍ଞାନ ଆହରଣ କରିଚାଲ।
୩. ଅନ୍ୟମାନଙ୍କ ପ୍ରତି ସମ୍ବେଦନଶୀଳ ହୁଅ।
୪. ସୃଜନଶୀଳତା ତଥା ନୂଆ କିଛି କରିବାର ଅଭିପ୍ସା ରଖ।

ଓଡ଼ିଶାରେ ସବୁଠୁ ଭଲ କର୍କ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କେଉଁ ଜିଲ୍ଲାର କେଉଁ ଏରିଆରେ ହୁଏ।କେତେ ବଜେଟ୍ ରେ ହୁଏ ?କେତେ ଖେଳପ୍ରେମୀଙ୍କ ଭିଡ ...
30/12/2025

ଓଡ଼ିଶାରେ ସବୁଠୁ ଭଲ କର୍କ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କେଉଁ ଜିଲ୍ଲାର କେଉଁ ଏରିଆରେ ହୁଏ।କେତେ ବଜେଟ୍ ରେ ହୁଏ ?କେତେ ଖେଳପ୍ରେମୀଙ୍କ ଭିଡ ଜମେ?





🎉 Just completed level 3 and am so excited to continue growing as a creator on Facebook!
09/12/2025

🎉 Just completed level 3 and am so excited to continue growing as a creator on Facebook!

Address

Bada Bazar, Baripada
Mayurbhanj
757001

Telephone

8917461073

Website

Alerts

Be the first to know and let us send you an email when MayurbhanjExpress posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share