ମଧୁସ୍ମିତା

ମଧୁସ୍ମିତା Contact information, map and directions, contact form, opening hours, services, ratings, photos, videos and announcements from ମଧୁସ୍ମିତା, Digital creator, Mayurbhanj.
(2)

ନମସ୍କାର ମୁଁ ମଧୁସ୍ମିତା ମୁଁ ଆପଣଙ୍କୁ ମନରୋନଜନ କରେଇବାକୁ ଚାହୁଁଛ । ଧର୍ଯ୍ୟ ର ସହିତ ମୋ ସଙ୍ଗରେ ଯୋଡି ହେଇ ରୁହନ୍ତୁ । ମୁଁ ଆପଣଙ୍କୁ ଦୁନିଆ ର ସମସ୍ତ ଖୁସୀ ପ୍ରଦାନ କରିବି । ଆପଣଙ୍କ ମନରୋନଜନ ପାଇଁ ମୁଁ ସବୁ କିଛି କରିବାକୁ ରାଜି ଅଛି । ଦୟା କରି ମତେ ଫୋଲ କରିବାକୁ ଭୁଲିବେ ନାହିଁ ।

ଜୀବନର କେଉଁ ଏକ ପାହାନ୍ତି ପହରରେ ଜଣେ ଆସେ, ମନର କବାଟ ଖୋଲି ହୃଦୟ ଭିତରେ ପଶେ, ଜୀବନରେ ଏମିତି ଏକ ଅତିଥି ସାଜେ ଯାହାର ଆସିବା ବାଟକୁ ସମସ୍ତେ ...
01/06/2025

ଜୀବନର କେଉଁ ଏକ ପାହାନ୍ତି ପହରରେ ଜଣେ ଆସେ, ମନର କବାଟ ଖୋଲି ହୃଦୟ ଭିତରେ ପଶେ, ଜୀବନରେ ଏମିତି ଏକ ଅତିଥି ସାଜେ ଯାହାର ଆସିବା ବାଟକୁ ସମସ୍ତେ ଚାହିଁ ରହିଥାନ୍ତି | ସାତରଙ୍ଗରେ ଜୀବନକୁ ରଙ୍ଗୀନ କରିଦିଏ ଏବଂ ପୁଣି କେଉଁ ଏକ ପାହାନ୍ତି ପହରରେ ନିଜର ସାଥିକୁ ଏକୁଟିଆ କରି ଚାଲିଯାଏ| ପ୍ରେମ ଏକ ନିସ୍ତବ୍ଧ ରାତିର ପରିଟିଏ ପରି, ଯାହାର ଆସିବା କୁ କେହି ଜାଣିପାରେନା, କିନ୍ତୁ ସିଏ ଆସେ ଜୀବନରେ ରଙ୍ଗ ଭରେ ଓ ପୁଣି ଚାଲିଯାଏ ତାର ପରି ରାଇଜକୁ |

ଭୁବନେଶ୍ୱର Platform No. 2, ଚା ବିକାଳୀ, ବୁଲା ବିକାଳୀ ଓ ଲୋକ ମାନଙ୍କ କୋଳାହଳ ରେ କମ୍ପୁଥାଏ | ଠିକ ଏଇ ସମୟରେ Announcement ହୁଏ କି ଦିଲ୍ଲୀ ଅଭିମୁଖେ ଆସୁଥିବା ଟ୍ରେନ ଟି ୧ ଘଣ୍ଟା ବିଳମ୍ବ ରେ ଆସିବ ବୋଲି | ଏହି କଥା ସମ୍ବିତ ମହାପାତ୍ରଙ୍କୁ ବ୍ୟତିବ୍ୟସ୍ତ କରିପକାଇଲା ସ୍ୱାଧୀନତାର ଏତେ ବର୍ଷ ପରେବି ରେଳ ବିଭାଗର ଏପରି କାର୍ଯ୍ୟ କୁ ସେ ସହଜରେ ଗ୍ରହଣ କରିପାରିନଥିଲେ ବିରକ୍ତି ଚିତ୍ତ ରେ ସେ ବସିପଡିଲେ ଏକ ଚେୟାର ଉପରେ | ଏବଂ ନିଜ ଅଜାଣତରେ ସେ ହଜି ଯାଇଥିଲେ ତାଙ୍କର ହୃଦୟ କନ୍ଦରରେ ଥିବା ବାନ୍ଧବୀ ପରିର ସ୍ମୃତି ରେ |

ସେ ଥିଲେ ଗାଁର ଶାନ୍ତ ଓ ସରଳ ପରିବେଶରେ ଜନ୍ମ ଗ୍ରହଣ କରିଥିବା ଏକ ମଧ୍ୟବିତ୍ତ ପରିବାରର ପୁଅ | ପାହାନ୍ତି ପହରର କାକର ବିନ୍ଧୁପରି ସେ ଥିଲେ ଶାନ୍ତ ଓ କୋମଳ | ତୁଳସୀ ଦୁଇ ପତ୍ର ରୁ ବସିଲା ପରି ସେ ଥିଲେ ଉଜ୍ଜଳ ବନ୍ତ| ଜଣେ ମେଧାବୀ ଛାତ୍ର ଭାବରେ ସେ ଥିଲେ ସମସ୍ତଙ୍କର ପ୍ରିୟ ପାତ୍ର |ହାଇସ୍କୁଲୁ ସରିଲା ପରେ କଲେଜରେ ନାମ ଲେଖାଇଥିଲେ ସମ୍ବିତ | କଲେଜର ତାଙ୍କର ଦେଖା ହୋଇଥିଲା ପରି ସହିତ | ସତେ ଯେ ପରି ସେ ଝିଅଟି ଥିଲା ଇଶ୍ଵରଙ୍କର ସୁନ୍ଦର ସୃଷ୍ଟି ର ଏକ ସୁନ୍ଦର ପ୍ରତିଛବି | ଯାହାର କଥାକୁହା ଆଖି, ମିଠା କଥା ଓ ଅନ୍ୟକୁ ସାହାଯ୍ୟ କରିବାର ଗୁଣ ସମ୍ବିତ ମନକୁ କିଣି ନେଇଥିଲା | କ୍ରମେ ସେ ଝିଅ ସହିତ ପଦେ କଥା ଓ ଟିକେ ଦେଖା ପାଁଇ ତାର ହୃଦୟ ତାକୁ ବାରମ୍ବାର ଆହ୍ୱାନ କରୁଥିଲା, କିନ୍ତୁ ନିଜର ଲାଜୁଆ ସ୍ୱଭାବ ଯୋଗୁ ସେ କିଛି ବି କହି ପାରୁନଥିଲା | ସତରେ ଏ ପ୍ରେମ କେତେ ନିଆରା ନିଜର ପ୍ରିୟ ମଣିଷକୁ ଗୋଟେ ମୁହୂର୍ତ ନଦେଖିଲେ ପାଗଳ ପରି ଲାଗେ | ନିଜ ପ୍ରେମିକା କୁ ଟିକେ ଦେଖିବା ପାଣି ସେ କଲେଜ ରେ ଘୁରିବୁଲେ ଠିକ ଏକ ପାଗଳ ପ୍ରଜାପତି ପରି | କାହାକୁ ହୃଦୟ ଦେଇ ଭଲ ପାଇଲେ ଇଶ୍ୱର ପ୍ରେମର ଦୂତ ସାଜି ସାହାଯ୍ୟ କରନ୍ତି ଠିକ ସେହିପରି ପ୍ରେମର ଦୂତ ସାଜି ତାର ବାଲ୍ୟବନ୍ଧୁ ଅମ୍ଲାନ ତାର ସବୁ ସମସ୍ୟା ର ଅନ୍ତ କରିଦେଇଥିଲା | ପ୍ରେମ ଛଡା ଜୀବନରେ ଏମିତି ସମ୍ପର୍କ ଅଛି ଯାହା ହୃଦୟର ଅତି ନିଜର ତାହା ହଉଚି ବନ୍ଧୁତା | ବନ୍ଧୁତାର କୁହୁକ ସ୍ପଶରେ ଅସମ୍ଭବ ବି ସମ୍ଭବ ହୋଇଯାଏ | ଅମ୍ଲାନ ର ପ୍ରଚେଷ୍ଟାରେ ସମ୍ବିତ ଓ ପରି ର ସମ୍ପର୍କ ଗଢି ଉଠିଥିଲା ଓ କ୍ରମେ ନିବିଡ଼ତା ଆଡକୁ ଗତି କରିଥିଲା |

ସମୟ ଗଢି ଚାଲେ କ୍ରମେ ସମ୍ବିତ Engineering ପଢିବାକୁ ଯାଏ | ସମୟର ଖେଳ ବଡ ବିଚିତ୍ର | ପରିସ୍ଥିତି ର ଚାପରେ ତାକୁ ଏକ ଛୋଟ କମ୍ପାନୀ ରେ ଚାକିରୀ କରିବାକୁ ପଡେ ଏହି ସମୟରେ ଏକ ଶୁଭେଚ୍ଛା ବାର୍ତା ଆସେ ତାର ସେହି ବାନ୍ଧବୀ ପରି ପାଖରୁ ଯାହା ତା ମନରେ ଭରି ଦେଇଥିଲା ଅସୁମାରୀ ଖୁସି, ବାସ୍ତବିକ ନିଜ ପ୍ରିୟାର ଏକ ଛୋଟ ହସ ଆଗରେ କୁବେରଙ୍କ ସମ୍ପତି ମଧ୍ୟ ତୁଚ୍ଛ ଲାଗେ | କିନ୍ତୁ ସମ୍ବିତ ତାକୁ କେବେବି କହି ପାରୁ ନଥିଲା କି ସେ ତାକୁ ଭଲ ପାଏ ଏବଂ ତାକୁ ତା ଜୀବନର ରାଣୀ କରିବାକୁ ଚାହେଁ ବୋଲି |ଆସେ ଏକ ପବିତ୍ର ଦିନ ଫଗୁ ପୁର୍ଣିମାର ଦିନ , ପ୍ରେମର ଦିନ , ମିଳନର ଦିନ | ସେହିଦିନ ମନରେ ଅସୁମାରୀ ସାହସ ଓ ଉଦିପନ୍ନା ଭାରି ତା ମନ କଥାକୁ କହି ଦେଇଥିଲା ତାର ସେହି ମନର ମାନସୀ ଆଗରେ | କିନ୍ତୁ ତାପରେ ସେ ଯାହା ଦେଖେ ତା ପାଦତଳୁ ମାଟି ଖସିଯାଏ ତା ଆଖି ଆଗରେ ଶ୍ରାବଣର ବର୍ଷା ପରି ଲୋତକର ବର୍ଷା ରେ ଭିଜି ଯାଇଥିଲା ତା ମନ ମନ୍ଦିରର ରାଣୀ ପରି ଓ ଥରିଲା କଣ୍ଠରେ କହିଥିଲା ତମେ କେବଳ ମୋର ଜଣେ ଭଲ ବନ୍ଧୁ | ବନ୍ଧୁ ଛଡା ମୁ ତୁମକୁ କିଛିବି ଭାବିନି | ହଠାତ ସମ୍ବିତ ମନର ତାଜମହଲ ଭାଙ୍ଗିରୁଜି ଚୁରମାର ହୋଇଯାଏ, ତାର ହୃଦୟ ଆର୍ତ୍ତଚିତ୍କାର କରେ, କିନ୍ତୁ ସେ ତାର ଭାବନା ଉପରେ ସଂଯମ ରଖେ କାରଣ ତା ପରି ତା ଆଗରେ କାନ୍ଦୁଚି ଯାହାକୁ ସେ ସାରାଜୀବନ ଖୁସିରେ ଦେଖିବାକୁ ଚାହେଁ | କିଛି ନ ଭାବି ଅତୀତର ଏକ କଥା କହି ମଜା କରୁଥିଲି ବୋଲି କହିପକାଏ |ପରି ଆଖିରୁ ଲୁହ କମିଯାଏ ଓ ସ୍ମିତହାସ୍ୟ ଟିଏ ଖେଳିଯାଏ | କଳାମେଘର ଅନ୍ଧକାର ପରେ ସମ୍ବିତ ହସି ହସି ଘରକୁ ଫେରେ | ଜୀବନରେ ପ୍ରଥମ ଥର ତାକୁ ଅନୁଭବ ହୁଏ କି ସେ ବି ଭଲ ଅଭିନୟ କରିପାରେ ମିଛରେ ମିଛରେ | କିନ୍ତୁ ତା ଭଲପାଇବା ତାକୁ ପରି ଉପରେ ଦୋଷ ଦେବାକୁ ଦିଏନି ଧନୀ ବାପାର ଅଲିଅଳି ଝିଅ ସିଏ ମୋ ଠାରୁ ତାକୁ କଣବା ମିଳିପାରିଥାନ୍ତା କିଛିଟା ଶୁଖିଲା ଭଲପାଇବା ଯାହା ଆଜିର ଏହି ବସ୍ତୁବାଦୀ ଦୁନିଆରେ ସମ୍ପୂର୍ଣ ମୂଲ୍ୟହୀନ | ସେ ଆଜି ଦୁନିଆ ଓ ପରି ଆଗରେ କେବଳ ତାର ଜଣେ ଭଲ ସାଙ୍ଗ, ଓ ଆଜି ବି ତାକୁ ଖୁସି ଦେଖିବାକୁ ଚାହେଁ ଠିକ ପୂର୍ବ ପରି | ସେ କେବେବି ବୁଝିବାକୁ ଚେଷ୍ଟା କରିନାହିଁ କି ସେ ଠିକ କରୁଛି କି ଭୁଲ କରୁଛି କାହିଁକି ନା ତା ଭଲ ପାଇବା ତାକୁ ଏମିତି କରିବାକୁ ସୁଯୋଗ ଦେଇନି |ସେ ଆସୁଛି ବନ୍ଧୁ ଭାବରେ ମିଶୁଛି ଓ ପୁଣି ଫେରିଯାଉଛି ସେଇ ସ୍ୱପ୍ନ ରାଇଜକୁ |

ହଠାତ ଟ୍ରେନର ଶବ୍ଦରେ ସମ୍ବିତ ଆଚମ୍ବିତ ହୁଏ କାରଣ ଦିଲ୍ଲୀ ଅଭିମୁଖେ ଆସୁଥିବା ଟ୍ରେନ ଟି Platform ରେ ଲାଗିସାରିଥିଲା ତାର ଅଜାଣତରେ | ସମ୍ବିତ ଧଡ଼ପଡ଼ ହୋଇ ଟ୍ରେନ ଭିତରକୁ ଚାଲିଯାଇଥିଲା ନିଜର ଗନ୍ତବ୍ୟ ପଥରେ |

ମଧୁସ୍ମିତା

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ଜୀବନରେ କାହାକୁ ନ କାହାକୁ ପ୍ରେମ କରିଥାଏ । ପ୍ରତେକ ବ୍ୟକ୍ତି ଚାହିଁଥାଏ ତା ଜୀବନରେ ସଚ୍ଚା ସାଥି ଟି ମିଳୁ । କିନ୍...
01/06/2025

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ଜୀବନରେ କାହାକୁ ନ କାହାକୁ ପ୍ରେମ କରିଥାଏ । ପ୍ରତେକ ବ୍ୟକ୍ତି ଚାହିଁଥାଏ ତା ଜୀବନରେ ସଚ୍ଚା ସାଥି ଟି ମିଳୁ । କିନ୍ତୁ ସଚ୍ଚା ପ୍ରେମ ସମସ୍ତଙ୍କୁ ମିଳି ନ ଥାଏ । ଆଜି ଆମେ ଜାଣିବା ପ୍ରକୃତ ଭଲ ପାଉଥିବା ମଣିଷ ର କିଛି ଲକ୍ଷଣ ବିଷୟରେ । କେହି ଆପଣଙ୍କୁ ଭଲ ପାଉଥିଲେ ବା ଆପଣ କାହାକୁ ଭଲ ପାଉଥିଲେ ଏହି ସବୁ ଲକ୍ଷଣ ଆପଣ ଦେଖିବାକୁ ପାଇବେ ।

1- ସଚ୍ଚା ପ୍ରେମ କରୁଥିବା ମଣିଷର ପ୍ରଥମ ଲକ୍ଷଣ ବିଶ୍ଵାସ । ଆପଣ ଯାହାଙ୍କୁ ଭଲ ପାଉଛନ୍ତି ତେବେ ଆପଣଙ୍କ ସାଥି ଆପଣଙ୍କ ଉପରେ ଭରସା କରୁଥିବେ । ଆପଣ କାହା ସହ କଥା ହେଲେ ତାଙ୍କ ଉପରେ କିଛି ବି ଫରକ ପଡିବ ନାହିଁ ।

2- ଦ୍ଵିତୀୟ ଲକ୍ଷଣ ହେଉଛି ସଚ୍ଚା ପ୍ରେମ ତାହା ନୁହେଁ ଯାହା ଲୁଚାଇକି ରଖାଯାଏ । ସଚ୍ଚା ପ୍ରେମ ଏମିତି ହୋଇଥାଏ ଯାହା ବିନା ଭୟରେ କରାଯାଏ । ସଚ୍ଚା ପ୍ରେମରେ ଆପଣଙ୍କ ସାଥି ଆପଣଙ୍କୁ ସମସ୍ତଙ୍କ ଆଗରେ ଗ୍ରହଣ କରୁଥିବେ ।

3- ସଚ୍ଚା ପ୍ରେମ ଏମିତି ହୋଇଥାଏ ଯେଉଁଠି କେହି କାହାକୁ କୌଣସି କଥା ଲୁଚାଉ ନ ଥିବେ । ପରସ୍ପର ପ୍ରତେକ କଥାକୁ ସେୟାର କରୁଥିବେ । ନିଜ ସାଥିଙ୍କ ଠାରୁ କୌଣସି କଥା ଲୁଚାଇଲେ ଜାଣି ନେବେ ଏହା ସଚ୍ଚା ପ୍ରେମ ନୁହେଁ । କେବଳ ଆକର୍ଷଣ ଥିବ ।

4- ସଚ୍ଚା ପ୍ରେମ ତାହା ହୋଇଥାଏ ଯେଉଁଠି ସନ୍ଦେହ ନ ଥିବ । ଆପଣ କେଉଁଠି କି ଗଲେ ଯେମିତି ତାଙ୍କ ମନରେ ସନ୍ଦେହ ଆସୁ ନ ଥିବ । ସେ ଆପଣଙ୍କ ଉପରେ ଭରସା କରୁଥିବେ ଯଦି ଆପଣ କାହା ସହ ଦେଖା କରିଲେ କି କଥା ହେଲେ ।

5- ସଚ୍ଚା ପ୍ରେମର ଆଉ ଏକ ଲକ୍ଷଣ ହେଉଛି ଆପଣ ମନ ଦୁଃଖରେ ଥିଲେ ଯଦି ସେ କୌଣସି କଥାକୁ ନେଇ ଜିଦି କରିବେ ତେବେ ସେ ସଚ୍ଚା ପ୍ରେମୀ ନୁହେଁ । ସଚ୍ଚା ପ୍ରେମ ଏମିତି ହୋଇଥାଏ ଯେଉଁଠି ପରସ୍ପରର ଦୁଃଖ କୁ ବୁଝି ହେଉଥିବ ଓ ସମସ୍ୟାରୁ ବାହାରିବା ପାଇଁ ସମାଧାନ ଖୋଜାଯାଏ ।

6- ସଚ୍ଚା ପ୍ରେମୀ କେବେ ନିଜ ସାଥିଙ୍କୁ ଜୋର ଜବରଦସ୍ତ କରିବେ ନାହିଁ । ସେ ଆପଣଙ୍କ ଖୁସିରେ ଖୁସି ହେବେ ଓ ଫିଲିଙ୍ଗ୍ସ କୁ ଅନୁଭବ କରିବେ ।

7- ଯଦି ଆପଣ ନିଜ ସାଥିଙ୍କ ସହ କଥା ହେବାକୁ ଚାହୁଁଛନ୍ତି କିନ୍ତୁ ସେ ଅନ୍ୟ କାହା ସହ କଥା ହେଉଛନ୍ତି ବା ଅନ୍ୟ କାମରେ ଲାଗିଛନ୍ତି ତେବେ ଏହା ସଚ୍ଚା ପ୍ରେମ ନୁହେଁ । ସଚ୍ଚା ପ୍ରେମ ପରସ୍ପର ସବୁ କଥାକୁ ସେୟାର କରିଥାନ୍ତି ।

8- ସଚ୍ଚା ପ୍ରେମ ରେ ବୁଝାମଣା ଠିକ ରହିଥାଏ । କିଛି ନ କହି ମଧ୍ୟ ଉଭୟ ମନ କଥା ବୁଝୁଥିବେ । ନିଜ ସାଥୀଙ୍କୁ ନ ଦେଖି କି କଥା ନ ହୋଇ ରହି ହେଉ ନାହିଁ ତେବେ ଏହା ସଚ୍ଚା ପ୍ରେମର ଲକ୍ଷଣ ।

ମଧୁସ୍ମିତା

ଆଉ କହିବିନି💕💕💕💕🇺🇲 12 Reasons Why Reading Books Should Be Part of Your Life:1. Knowledge Highway: Books offer a vast reser...
01/06/2025

ଆଉ କହିବିନି💕💕💕💕

🇺🇲 12 Reasons Why Reading Books Should Be Part of Your Life:

1. Knowledge Highway: Books offer a vast reservoir of knowledge on virtually any topic imaginable. Dive deep into history, science, philosophy, or explore new hobbies and interests.

2. Enhanced Vocabulary: Regular reading exposes you to a wider range of vocabulary, improving your communication skills and comprehension.

3. Memory Boost: Studies suggest that reading can help sharpen your memory and cognitive function, keeping your mind active and engaged.

4. Stress Reduction: Curling up with a good book can be a form of mental escape, offering a temporary reprieve from daily anxieties and a chance to unwind.

5. Improved Focus and Concentration: In today's fast-paced world filled with distractions, reading strengthens your ability to focus and concentrate for extended periods.

6. Empathy and Perspective: Stepping into the shoes of fictional characters allows you to develop empathy and gain a deeper understanding of different perspectives.

7. Enhanced Creativity: Reading exposes you to new ideas and thought processes, potentially sparking your own creativity and problem-solving skills.

8. Stronger Writing Skills: Immersing yourself in well-written prose can improve your writing style, sentence structure, and overall communication clarity.

9. Improved Sleep Quality: Swap screen time for a book before bed. The calming nature of reading can help you relax and unwind, promoting better sleep quality.

ଖାଲି ଗୋଟେ ସିମୟ🇺🇲 12 Reasons Why Reading Books Should Be Part of Your Life:1. Knowledge Highway: Books offer a vast reser...
01/06/2025

ଖାଲି ଗୋଟେ ସିମୟ

ଗୋଟେ ସିୟର କରୋ🥀🥀🥀🥀🇺🇲 12 Reasons Why Reading Books Should Be Part of Your Life:1. Knowledge Highway: Books offer a vast re...
01/06/2025

ଗୋଟେ ସିୟର କରୋ🥀🥀🥀🥀

କରିବ ନା... 🇺🇲 12 Reasons Why Reading Books Should Be Part of Your Life:1. Knowledge Highway: Books offer a vast reservoi...
01/06/2025

କରିବ ନା...

କମେଣ୍ଟ କରୋ କଣ ହେବ ଗଲେ🥀🥀🥀🇺🇲 12 Reasons Why Reading Books Should Be Part of Your Life:1. Knowledge Highway: Books offer a ...
01/06/2025

କମେଣ୍ଟ କରୋ କଣ ହେବ ଗଲେ🥀🥀🥀
🇺🇲 12 Reasons Why Reading Books Should Be Part of Your Life:

1. Knowledge Highway: Books offer a vast reservoir of knowledge on virtually any topic imaginable. Dive deep into history, science, philosophy, or explore new hobbies and interests.

2. Enhanced Vocabulary: Regular reading exposes you to a wider range of vocabulary, improving your communication skills and comprehension.

3. Memory Boost: Studies suggest that reading can help sharpen your memory and cognitive function, keeping your mind active and engaged.

4. Stress Reduction: Curling up with a good book can be a form of mental escape, offering a temporary reprieve from daily anxieties and a chance to unwind.

5. Improved Focus and Concentration: In today's fast-paced world filled with distractions, reading strengthens your ability to focus and concentrate for extended periods.

6. Empathy and Perspective: Stepping into the shoes of fictional characters allows you to develop empathy and gain a deeper understanding of different perspectives.

7. Enhanced Creativity: Reading exposes you to new ideas and thought processes, potentially sparking your own creativity and problem-solving skills.

8. Stronger Writing Skills: Immersing yourself in well-written prose can improve your writing style, sentence structure, and overall communication clarity.

9. Improved Sleep Quality: Swap screen time for a book before bed. The calming nature of reading can help you relax and unwind, promoting better sleep quality.

31/05/2025

ହୃଦୟ ଶୁନ୍ୟ ଆଜି ହେଇ ଯାଇଛି ମୁଁ ......
ଦିନେ ଯିଏ ସମୁଦ୍ର ପରି ଅଶାନ୍ତ ଥିଲା ଆଜି ଖୋଜୁଛି ଖାଲି ମଧ୍ୟରାତ୍ର ର ଶାନ୍ତି ଓ ନିରବତା ...
ନାହିଁ ସେ ହସ ହସ ମୁହଁ ହେଲେ ମଧ୍ୟ କାଚ ପରି ଭାଙ୍ଗି ପଡ଼ି ବି ପ୍ରତିଫଳନ କରିବାକୁ ମୁଁ ଭୁଲିନି....
ଶକ୍ତ ହୋଇଯାଇଛି ପ୍ରତି ଟି ଶିରା ପ୍ରଶିରା ହୃଦୟର ଆକ୍ରୋଶ କୁ ସମ୍ଭାଳି ନପାରି
ହେଲେ ବି ସମ୍ଭାଳି ନେଇଛି ନିଜକୁ ପବନ ରେ ଦୋହଲୁ ଥିବା ବୃକ୍ଷରାଜ ପରି
କାହାକୁ ହୃଦୟଙ୍ଗମ କରେଇବିନି ଏସବୁ କାରଣ କଣ ? ଏ ହସ ପରା ଯାତ୍ରା ରଙ୍ଗ ମଞ୍ଚ ର ଯୋକର ର ହସ ଯିଏ ନିଜେ ଦୁଃଖ ରେ ଥାଇକି ବି ସାରା ଜଗତ କୁ ହସାଏ ......

ଏବେ ଆମ୍ବ ସିଜିନ୍ । ଘରେ ଘରେ ଆମ୍ବର ପସରା । ସକାଳେ ହେଉ କି ଖରାବେଳେ ହେଉ କି ରାତିରେ ପ୍ରତ୍ୟେକ ଖାଦ୍ୟରେ ଆମେ ଆମ୍ବ ଖୋଜିଆଉ । ହେଲେ କ'ଣ ଆପ...
31/05/2025

ଏବେ ଆମ୍ବ ସିଜିନ୍ । ଘରେ ଘରେ ଆମ୍ବର ପସରା । ସକାଳେ ହେଉ କି ଖରାବେଳେ ହେଉ କି ରାତିରେ ପ୍ରତ୍ୟେକ ଖାଦ୍ୟରେ ଆମେ ଆମ୍ବ ଖୋଜିଆଉ । ହେଲେ କ'ଣ ଆପଣ ଜାଣନ୍ତି ଆମ୍ବ ସହ ଯଦି ଆପଣ ଏହି ସବୁ ଜିନିଷ ଖାଇବେ ତେବେ ଆପଣଙ୍କ ଶରୀର ପାଇଁ କ୍ଷତିକାରକ ।
ଫଳ ମାନଙ୍କ ମଧ୍ୟରେ ରାଜା ହେଉଛି ଆମ୍ବ । ଯାହାକୁ ଛୁଆଠୁ ବୁଢା ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି ।

ଏହା ଯେତିକି ଟେଷ୍ଟି ସେତିକି ହେଲଦି । ଏଥିରେ ପୋଷକ ତତ୍ତ୍ୱ ଭରପୁର ରହିଥାଏ । ଆମ୍ବ ଶରୀରରେ ରୋକ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହାସହ ଆମ୍ବ ଚର୍ମ ଓ ଚକ୍ଷକୁ ପାଇଁ ମଧ୍ୟ ଲାଭକାରୀ । ଏଥିରେ ଭିଟାମିନ ସି, ଭିଟାମିନ ଏ, ଫାଇବର, ପୋଟାସିୟମ, ଆଣ୍ଟି ଅକ୍ଟିଡାଣ୍ଟ ମଧ୍ୟ ଭରପୁର ରହିଛି । କିନ୍ତୁ ଯଦି ଆମେ ଏହି ଜିନିଷ ସହ ଆମ୍ବ ଖାଇବା ତେବେ ଏହା ଶରୀରକୁ ଫାଇଦା ଦେବା ବଦଳରେ କ୍ଷତି ପହଞ୍ଚାଇଥାଏ ।

ତେବେ ଆସନ୍ତୁ ଜାଣିବା ସେହି ସବୁ ଜିନିଷ ବିଷୟରେ ଯାହା ସହ ଭୂଲ୍ ରେ ମଧ୍ୟ ଆମ୍ବ ସହ ଖାଇବା ଉଚିତ୍ ନୁହେଁ ।

କଲରା

ଆୟୁର୍ବେଦ ଅନୁସାରେ କଲରା ଓ ଆମ୍ବକୁ ଏକା ସହ ଖାଇବା କଥା ନୁହେଁ । କାରଣ ଏମିତି ଖାଇଲେ ଡାଇଜେସନରେ ଅସୁବିଧା ହୋଇଥାଏ । ଏହାସହ ଏସିଡିଟି, ବାନ୍ତି ହେବାର ମଧ୍ୟ ସମ୍ଭାବନା ରହିଥାଏ ।

ଦହି

ଅନେକ ଲୋକ ଆମ୍ବ ଓ ଦହିକୁ ମିଶାଇ ଖାଇବାକୁ ପସନ୍ଦ କରିଥାନ୍ତି । ହେଲେ ଏହି କମ୍ବିନେସନ ଆପଣଙ୍କ ଶରୀରକୁ କ୍ଷତିପହଞ୍ଚାଇପାରେ । ଦହି ଓ ଆମ୍ବକୁ ଏକାସହ ଖାଇଲେ ଡାଇଜେସନ ସହ ଜଡିତ ସମସ୍ୟା ଉପୁଜିଥାଏ ।

ମସଲାଯୁକ୍ତ ଖାଦ୍ୟ

ଅନେକ ଲୋକ ମଧ୍ୟାହ୍ନ ଭୋଜନ ବା Launch କରିବାର ତୁରନ୍ତ ପରେ ଆମ୍ବ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ରାଗ ଓ ମସଲାଯୁକ୍ତ ଖାଦ୍ୟ ସହ ଆମ୍ବ ଖାଇବା ଉଚିତ୍ ନୁହେଁ । କାରଣ ଏସିଡିଟି ଭଳି ସମସ୍ୟା ଉପୁଜିବ ।

କୋଲ୍ଡ ଡ୍ରିଙ୍କ୍ସ

ଯଦି ଆପଣ ଆମ୍ବ ଖାଇଛନ୍ତି । ଏବଂ ଆମ୍ବ ଖାଇବା ସଙ୍ଗେ ସଙ୍ଗେ କୋଲ୍ଡ ଡ୍ରିଙ୍କ୍ସ୍ ବା ସୋଢା ପିଉଛନ୍ତି । ତେବେ ଏହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ । କାରଣ ଉଭୟ କୋଲ୍ଡ ଡ୍ରିଙ୍କ୍ସ ଓ ଆମ୍ବରେ ବହୁ ପରିମାଣରେ ଚିନିର ମାତ୍ରା ଅଧିକ । ଯାହା ଆପଣଙ୍କ ଶରୀରରେ ସୁଗାର ଲେଭଲ୍ ବଢାଇଦେଇଥାଏ ।

ପାଣି

କିଛି ଲୋକଙ୍କର ଏହା ଅଭ୍ୟାସ ଯେ ସେମାନେ ଫଳ ଖାଇବାର ସଙ୍ଗେ ସଙ୍ଗେ ପାଣି ପିଇଦିଅନ୍ତି । ଯାହାର ପ୍ରଭାବ ସିଧା ଡାଇଜେସନ ସିଷ୍ଟମ୍ ଉପରେ ପଡିଥାଏ । ସେଥିପାଇଁ ଆମ୍ବ ଖାଇବାର ଅଧଘଣ୍ଟା ପରେ ପାଣି ପିଅନ୍ତୁ ।

31/05/2025

💙💙 GOOD MORNING 💙💙
ସକାଳୁ ଉଠି ତୋମ କୁ
ନାଲି ଚାହା ପସନ୍ଦ ନା କ୍ଷୀର ଚାହା
🥀🥀🥀🥀

ଆଖି ଖୋଜୁଛି ଚେହେରା ଟିଏ ହୃଦୟ ଖୋଜୁଛି ମନ,,,♥️ମୁଁ ଖୋଜୁଛି ସାଥି ଟିଏଆଉ ମନ ଖୋଜୁଛି ପ୍ରେମ,,,।♥️ଏକାନ୍ତର ଆଉ ଭଲ ଲାଗୁନାହିଁ ଖୋଜୁଛି ଜଣେ ସ...
31/05/2025

ଆଖି ଖୋଜୁଛି ଚେହେରା ଟିଏ
ହୃଦୟ ଖୋଜୁଛି ମନ,,,♥️
ମୁଁ ଖୋଜୁଛି ସାଥି ଟିଏ
ଆଉ ମନ ଖୋଜୁଛି ପ୍ରେମ,,,।♥️

ଏକାନ୍ତର ଆଉ ଭଲ ଲାଗୁନାହିଁ
ଖୋଜୁଛି ଜଣେ ସାଥି,,,♥️
ଯାହା ଅପେକ୍ଷାରେ ମୁଁ ଉଜାଗର
ଅନେକ କାଟିଛି ରାତି,,,।♥️

କେବେ ସେ ଆସିବ ପାଖରେ ବସିବ
କହିବ ମୁଁ ଏକା ତୁମର,,,♥️
ଏଇ ଜନ୍ମ ପାଇଁ ସାଥି ନୁହେଁ ଖାଲି
ସାଥି ମୁଁ ତୁମର ସାତ ଜନ୍ମର,,,।♥️

Address

Mayurbhanj

Alerts

Be the first to know and let us send you an email when ମଧୁସ୍ମିତା posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to ମଧୁସ୍ମିତା:

Share