Odisha Jatra Dunia

Odisha Jatra Dunia Only Odisha Jatra Dunia Update Other Media To Superfast Update SARANKUL,NAYAGARH

02/04/2025

କହିବାକୁ ଲାଜ ଶୁଣିଲେ ପାପ ଭାଗ ୧

ଯାତ୍ରା ଧଉଳି କେବେ କେଉଁଦିନ ଅନୁସନ୍ଧାନ କରନ୍ତୁ ଲଡୁବାବା,ଶରଣକୁଳ,ନୟାଗଡ଼ ରଙ୍ଗୀନ ରଙ୍ଗମଞ୍ଚରେ ଭେଟିଦବ ବହୁ ଚର୍ଚ୍ଚିତ ନାଟକ ପ୍ରତ୍ୟେକ ମେଳା...
26/02/2025

ଯାତ୍ରା ଧଉଳି କେବେ କେଉଁଦିନ ଅନୁସନ୍ଧାନ କରନ୍ତୁ ଲଡୁବାବା,ଶରଣକୁଳ,ନୟାଗଡ଼ ରଙ୍ଗୀନ ରଙ୍ଗମଞ୍ଚରେ ଭେଟିଦବ ବହୁ ଚର୍ଚ୍ଚିତ ନାଟକ ପ୍ରତ୍ୟେକ ମେଳାରେ ଦୁଇରୁ ତିନି ଦିନ ଧରି ଅନୁଷ୍ଠିତ କରି ରେକର୍ଡ ସୃଷ୍ଟି କରିଥିବା
ନାଟକ ଲକ୍ଷ୍ମୀଧରଙ୍କୁ ଦେଖିବାକୁ ପାଇବେ ଭିନ୍ନ ଚରିତ୍ରରେ ସେଇ ଚହଳ ସୃଷ୍ଟି କରିଥିବା ନାଟକ

ସାଇଲେଣ୍ଟ କିଲର୍

25/02/2025

ଏଇ ରବିବାର୍ ଦେଖନ୍ତୁ ଅଳଙ୍କାର ଯାତ୍ରା ପ୍ରୀମିୟର୍ ରେ ଯାତ୍ରା ସ୍ବପ୍ନ ମହଲର ଅନୁସନ୍ଧାନ ମୂଳକ ନାଟକ
ଆଶୁତୋଷ ମହାପାତ୍ରଙ୍କ ରଚିତ ନିର୍ଦ୍ଦେଶିତ ନାଟକ ଦେଖନ୍ତୁ ଯାତ୍ରା ମହଲରେ ଚହଳସୃଷ୍ଟି କରିଥିବା ନାଟକ

ସ୍ନେହ କାଙ୍ଗାଳ

06/02/2025

Coming Khandagiri Jatra Update 2025/26

Shooting Complete 💯 Success Work In Lending And Edit Every Parts Scene Accordingly  Report's This Drama Seen In Jatra Se...
04/12/2024

Shooting Complete 💯 Success Work In Lending And Edit Every Parts Scene Accordingly Report's This Drama Seen In Jatra Season End An Tv Screen

ଏହି ଦୁଇଟି ନାଟକ ଶୁଟିଂ ସରିଯାଇଚି ଖୁବ୍ ଶୀଘ୍ର ଆସୁଛି ଟିଭି ପରଦାରେ ଯାତ୍ରା ବର୍ଷ ଶେଷରେ ଆସିବ

ଆସୁଅଛି ରାଜଧାନୀ ଷଣ୍ଢ ଯାତ୍ରା ରଙ୍ଗ ମହଲ
02/12/2024

ଆସୁଅଛି ରାଜଧାନୀ ଷଣ୍ଢ ଯାତ୍ରା ରଙ୍ଗ ମହଲ

ଆସୁଅଛି ଦ ବିଗ୍ ବଜେଟ୍ ଯାତ୍ରାନୁଷ୍ଠାନ ଏ ଡ୍ରିମ୍ ଅଫ୍ ଏ କିଙ୍ଗ୍ ଅପେରା ସୂର୍ଯ୍ୟ ମନ୍ଦିର କୁହୁଡ଼ି,ପଞ୍ଚାୟତ ପଡ଼ିଆ, ଖୋର୍ଦ୍ଧା ଏଥର ଦେଖିବାକ...
27/11/2024

ଆସୁଅଛି ଦ ବିଗ୍ ବଜେଟ୍ ଯାତ୍ରାନୁଷ୍ଠାନ ଏ ଡ୍ରିମ୍ ଅଫ୍ ଏ କିଙ୍ଗ୍ ଅପେରା ସୂର୍ଯ୍ୟ ମନ୍ଦିର କୁହୁଡ଼ି,ପଞ୍ଚାୟତ ପଡ଼ିଆ, ଖୋର୍ଦ୍ଧା ଏଥର ଦେଖିବାକୁ ଏବର୍ଷର ବହୁ ଚର୍ଚ୍ଚିତ ନାଟକ ମାନଙ୍କୁ ନେଇ ଆସୁଛି ଅପେରା
ବିଶ୍ବ ପ୍ରସିଦ୍ଧ ସ୍ଥାପତ୍ୟକଳା ର ଅନ୍ୟତମ ଆଶ୍ଚର୍ଯ୍ୟ କୋଣାର୍କ ମନ୍ଦିରର ସ୍ବାକ୍ଷର ବହନ କରୁଥିବା ଆଉ ଏକ କଳାର କୋଣାର୍କ #ଅପେରା_ସୂର୍ଯ୍ୟ_ମନ୍ଦିର ନାଟକ ଦମଦାର୍ ,କଳାକାର ଦମଦାର, ମେଲୋଡି ରେକର୍ଡ ଡ୍ୟାନ୍ସ ସୁପର ଡୁପର, ଅଶ୍ଳୀଳତା କୁ ଦୁରୁ ଜୁହାର, ଆସନ୍ତା ଡ଼ିସେମ୍ବର ୧୩ ରୁ ୧୬ ପର୍ଯ୍ୟନ୍ତ ଦେଖନ୍ତୁ, କୁହୁଡ଼ି, ପଞ୍ଚାୟତ ପଡ଼ିଆ,ଖୋର୍ଦ୍ଧା ସଂପୂର୍ଣ୍ଣ ପରିବାର ସହ ବିନା ଦ୍ୱିଧାରେ, ଚ୍ୟାଲେଞ୍ଜ ର ସହିତ ଉପଭୋଗ କରନ୍ତୁ ଦମଦାର ରେକର୍ଡ ସୃଷ୍ଟିକାରୀ ନାଟକ ବହୁ ସଂଖ୍ୟା ରେ ଦେଖନ୍ତୁ,ବିଗ୍ ଷ୍ଟାଇଲ୍ ଯାତ୍ରାପାର୍ଟୀ....ଆପଣମାନଙ୍କର ପ୍ରିୟ ଷ୍ଟାର,ସୁପରଷ୍ଟାର ମାନଙ୍କୁ ନେଇ ,ସର୍ବଜନ ପ୍ରଂଶସିତ,ନାଟକ,ଗୀତ,ନୃତ୍ୟ ର ସମାହାର ରେ ଗଢିଉଠିଥିବା ବିଗବଜେଟ୍ ଯାତ୍ରାନୁଷ୍ଠାନ....
ଅପେରା ସୂର୍ଯ୍ୟ ମନ୍ଦିର
#ହାଇଦର୍
#ନଖିନାନୀ_ପୁଅ_ଭଗିଆ
#ତୋତେ_ଲାଗିଯାଉ_ମୋ_ଆୟୁଷ
#ନପାହୁ_ରାତି_ନମରୁ_ପତି
ଆପଣଙ୍କ ଅପେକ୍ଷାରେ ଆମ ସୂର୍ଯ୍ୟ ମନ୍ଦିର ପରିବାର !!!

ଏଇ ରବିବାର ରାତି୮ଟା ରେ ଦେଖନ୍ତୁ ଅଳଂକାର ଯାତ୍ରା ପ୍ରୀମୀୟରରେ ଦେଖନ୍ତୁ ଓଁ ଶ୍ରୀ ବାଘାଯତୀନ ଲୋକାନାଟ୍ୟର ସୁପର୍ ହିଟ୍ ନାଟକ
12/11/2024

ଏଇ ରବିବାର ରାତି୮ଟା ରେ ଦେଖନ୍ତୁ ଅଳଂକାର ଯାତ୍ରା ପ୍ରୀମୀୟରରେ ଦେଖନ୍ତୁ ଓଁ ଶ୍ରୀ ବାଘାଯତୀନ ଲୋକାନାଟ୍ୟର ସୁପର୍ ହିଟ୍ ନାଟକ

Now Watching Only On Alankar TV
03/11/2024

Now Watching Only On Alankar TV

ଏହି ଆଲୋକର ପର୍ବ ଦୀପାବଳିର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ପବିତ୍ର ଦୀପାବଳୀ ଅମାବାସ୍ୟା ଓ କାଳୀ ପୂଜା ଉପଲକ୍ଷେ ସମସ୍ତେ ସୁସ୍ଥର ସହ ବାଣ ...
31/10/2024

ଏହି ଆଲୋକର ପର୍ବ ଦୀପାବଳିର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ପବିତ୍ର ଦୀପାବଳୀ ଅମାବାସ୍ୟା ଓ କାଳୀ ପୂଜା ଉପଲକ୍ଷେ ସମସ୍ତେ ସୁସ୍ଥର ସହ ବାଣ ଫୁଟାନ୍ତୁ ସୁଖ ଶାନ୍ତିରେ ରୁହନ୍ତୁ ଭଗବାନଙ୍କ ଏତିକି ଆମର ଏକାନ୍ତ କାମ୍ୟ ଆମ ଓଡ଼ିଶା ଯାତ୍ରା ଦୁନିଆ ପରିବାର ତରଫରୁ ଅଭିନନ୍ଦନ
Happy Diwali

29/10/2024
29/10/2024

ଏଇ ରବିବାର ରାତି ୮ଟାରେ ଦେଖନ୍ତୁ ଅଳଙ୍କାର ଯାତ୍ରାପ୍ରିମିୟର ରେ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟର ସୁପର୍ ହିଟ୍ ନାଟକ ୟୁନିକ୍ ପ୍ରଦୀପ ବେହେରାଙ୍କ ରଚିତ ବହୁ ଚର୍ଚ୍ଚିତ ନାଟକ ଦେଖନ୍ତୁ ଏଇ ରବିବାର ରାତି ୮ଟାରେ ପୀୟୂଷ ତ୍ରିପାଠୀଙ୍କ ସେଇ ବ୍ୟାଡବୟ କାହାଣୀ ଦେଖନ୍ତୁ ପ୍ରଥମଥର ଟିଭି ପରଦାରେ ଦେଖନ୍ତୁ ସମ୍ପୂର୍ଣ ନୂଆ ନାଟକ ପାରିବାରିକ ନାଟକକୁ ନେଇ ଦେଖନ୍ତୁ ହସ କାନ୍ଦ ଲୁହଭରା ନାଟକ କୁ ଦେଖନ୍ତୁ ଏଥର ନୂଆ କାହାଣୀ

"ଏତେ ଦୁଷ୍ଟ ତମେ କେବେଠୁ ହେଲ"

ରଚନା/ନିର୍ଦ୍ଦେଶନା- ୟୁନିକ୍ ମାଷ୍ଟର ପ୍ରଦୀପ ବେହେରା
ସଙ୍ଗୀତ- ମିହିର ମହାନ୍ତି

Address

Sarankul,Ladubaba Temple,Nayagrh
Nayagarh
752080

Opening Hours

Monday 10am - 5pm
Tuesday 10am - 5pm
Wednesday 10am - 5pm
Thursday 10am - 5pm
Friday 10am - 5pm
Saturday 10am - 5pm
Sunday 10am - 5pm

Telephone

+919692356892

Website

Alerts

Be the first to know and let us send you an email when Odisha Jatra Dunia posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odisha Jatra Dunia:

Share

Category

ଆମ ଚ୍ୟାନେଲ ତରଫରୁ କିଛି ବିଶେଷ ସୂଚନା ବା ଏବାଉଟ

ଆମ ଚ୍ୟାନେଲ ତରଫରୁ ଆଉ ଏକ ନୂଆ ପ୍ରୟାସ ଯାହାକି ଆପଣ କୁ ଭରପୁର ଯାତ୍ରା ଦୁନିଆର ଖବର ଚ୍ୟାନେଲ କୁ subscribe କରନ୍ତୁ ମୋର ବିନମ୍ର ଅନୁରୋଧ ଯେ ଆମ ଚ୍ୟାନେଲ କୁ subscribe କରନ୍ତୁ ଅଲ୍ ଯାତ୍ରା ଅପଡେଟ ନିଉ ଯାତ୍ରା ଖବର ଦେଖିବାକୁ ଚାହୁଁଥିଲେ ଆମ ଚ୍ୟାନେଲ କୁ subscribe କରନ୍ତୁ ଆମ ଲିଙ୍କ କୁ କ୍ଲିକ୍ କରନ୍ତୁ ଆମ ଲିଙ୍କ ହେଲା-youtube.com/c/odishajatraduniarakhabar ଆମର ଆପ୍ ଖୁବ୍ ଶୀଘ୍ର ଲଞ୍ଚ କରିବାକୁ ଯାଉଛି https://m.youtube.com › watch Web results New Jatra Youtube Chanel (ଓଡ଼ିଶା ଯାତ୍ରା ଦୁନିଆର ଖବର ) ||| Big ... - YouTubewwqw.you2repeat.com › watch Repeat New Jatra ଓଡ଼ିଶା ଯାତ୍ରା ଦୁନିଆର ଖବର ) ||| Big ... #Odishajatraduniarakhabar #DailyjatraUpate #FullJatra ଆମ page link-https://m.facebook.com/Odisha-jatra-duniara-khabar-100120211568134/ ଆମ scend page Link-https://m.facebook.com/profile.php ଆମ Instagram Page link-https://www.instagram.com/oddishaayaatraa/ ଆମ Twitter Account link-https://mobile.twitter.com/JatraKhabar ଦେଖିଲେ ତ ଆଜିର ଯାତ୍ରା ଖବର ଯଦି ଆପଣ ଏମିତି ସବୁଦିନେ ଯାତ୍ରା ଖବର ଦେଖିବାକୁ ଚାହୁଁଥିଲେ ଆମ ଚ୍ୟାନେଲ କୁ subscribe କରନ୍ତୁ ମୋର ବିନମ୍ର ଅନୁରୋଧ ଯେ ଆମ ଚ୍ୟାନେଲ କୁ subscribe କରନ୍ତୁ new new video ଆପଣ ମାନେ ଆମ ଚ୍ୟାନେଲ କୁ subscribe କରୁନାହାନ୍ତି ଅନ୍ୟ ଚ୍ୟାନେଲ କୁ subscribe କରିଚନ୍ତି କିନ୍ତୁ ଆମ ଚ୍ୟାନେଲ କୁ subscribe କରୁନାହାତି ଜୟ ଜଗନ୍ନାଥ💞🌎 ଆମ ଚ୍ୟାନେଲ ତରଫରୁ ଆଉ ଏକ ନୂଆ ପ୍ରୟାସ ଯାହାକି ଆପଣ କୁ ଭରପୁର ମନୋରଂଜନର ଖୋରାକ ଯୋଗାଇ ପାରିବ ବୋଲି ଆମର ଆଶା ଯାହାକି ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇଛି ଓଡ଼ିଶା ଯାତ୍ରା ଦୁନିଆର ଖବର ର ଓଡ଼ିଶାରେ ପ୍ରଥମ ଯାତ୍ରା ଆପ୍ ଯାହାକି ଯାତ୍ରା ଖବର ଦେଖିବାକୁ ପାଇବେ ପ୍ରତିଦିନ ଏଥିପାଇଁ ଆପଣକୁ ଏକ ବର୍ଷର SUBCRIPTION ମାଗଣାଦିଆ ଯିବ ଆପଣ କଂ ର ଯେତେବେଳେ ଇଛା SUBCRIPTION FREE କରିବାର ଇଚ୍ଛା ଆମକୁ ଏହି ନମ୍ବରରେ ଯୋଗାଯୋଗ କରନ୍ତୁ ଆମ ନମ୍ବର_7077718724❤ ଯାହାକି ଆପଣ ଆମ ନମ୍ବରରେ କଥା ହୋଇପାରିବେ ଆମେ ଏହିସବୁ ଅର୍ଥ ପାଇଁ କରୁନୁ ଟିକେ ଦର୍ଶକ ଦେବତା କଂ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଆମରପ୍ରୟାସ ଆମ page💛link_https://m.facebook.com/Jatra-Dunia-Plus-App-106930774300134/ ଆମ Instagram Page💛 Link_https://www.instagram.com/jatraduniaplus

ଆମ ଚ୍ୟାନେଲ ର ଏକ କଭର ଫଟhttps://m.youtube.com › watch

Web results

New Jatra Youtube Chanel (ଓଡ଼ିଶା ଯାତ୍ରା ଦୁନିଆର ଖବର ) ||| Big ... - YouTubewwqw.you2repeat.com › watch