Akhyara Live

Akhyara Live ଭିଡ଼ ଭିତରେ ଭିନ୍ନ ସ୍ୱର

12/11/2024
31/10/2024

ଆଲୋକର ପର୍ବ ଦୀପାବଳି ଅବସରରେ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା।

ପବିତ୍ର ଧନତେରାସ ପର୍ବ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ l   #ଧନଟେରାସବିଶେଷ
30/10/2024

ପବିତ୍ର ଧନତେରାସ ପର୍ବ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ l

#ଧନଟେରାସବିଶେଷ

29/10/2024

ଜୁଆ ଅଡ୍ଡାରେ ପୋଲିସର ଅତର୍କିତ ଚଢ଼ାଉ ନଗଦ ଟଙ୍କା ସହ ବହୁ ମୋବାଇଲ ଫୋନ ଜବତ ଏବଂ ବାଇଶି ଜଣ କୋର୍ଟ ଚାଲାଣ।

କ୍ରାନ୍ତିକାରୀ ସଂଗ୍ରାମୀ ତଥା ସ୍ଵାଧୀନତା ସଂଗ୍ରାମର ପ୍ରଥମ ଓଡ଼ିଆ ଶହୀଦ ଜୟୀ ରାଜଗୁରୁଙ୍କ ଜୟନ୍ତୀରେ ଅକ୍ଷର ଲାଇଭ ଶ୍ରଦ୍ଧାଞ୍ଜଳି ଜଣାଉଛି।   ...
29/10/2024

କ୍ରାନ୍ତିକାରୀ ସଂଗ୍ରାମୀ ତଥା ସ୍ଵାଧୀନତା ସଂଗ୍ରାମର ପ୍ରଥମ ଓଡ଼ିଆ ଶହୀଦ ଜୟୀ ରାଜଗୁରୁଙ୍କ ଜୟନ୍ତୀରେ ଅକ୍ଷର ଲାଇଭ ଶ୍ରଦ୍ଧାଞ୍ଜଳି ଜଣାଉଛି।
#

26/10/2024

ଓଡ଼ିଆ ପରମ୍ପରା ନୁହେଁ ଅନ୍ଧବିଶ୍ୱାସ ହେଉଛି ଧନ୍ତେରାସ।

24/10/2024

ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ ସେବା କରୁଥିବା ଦେଶର ଦୁର୍ଲଭ ପ୍ରଜାତିର ଗାଈ ବିଷୟରେ ଯାହା ଆନ୍ଧ୍ରପ୍ରଦେଶର ପୁଙ୍ଗନୁର୍ ପ୍ରଜାତିର ଗାଈ ଅଟେ।

23/10/2024

ବାତ୍ୟା ‘ଦାନା’ ପାଇଁ ରାଜ୍ୟବାସୀଙ୍କ ସୁରକ୍ଷାକୁ ନେଇ ସୂଚନା ପ୍ରଦାନ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଭୟଭୀତ ନହୋଇ ସଜାଗ ରହିବାକୁ ଲୋକଙ୍କୁ ଆହ୍ବାନ ଦେଲେ।

Address

Nayagarh

Alerts

Be the first to know and let us send you an email when Akhyara Live posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Akhyara Live:

Share