dulal kumar

dulal kumar if u want know about all social media like-- youtube, facebook, instgram, telegram thn following �

10/09/2023

ସକାଳ ଜଣାଣ
************************
ଗୋଦାବରୀଶ ଦାସ
ଏନ୍ତୁଡିରୁ ଯୁଇ ମୋ ଚଲା ପଥରେ
ଏକା ସାକ୍ଷୀ ଜଗନ୍ନାଥ
ଜନମେ ମରଣେ ସାଥେ ରହି ମୋର
ପୁରାଇବ ମନୋରଥ।
ଆହେ ଜଗନ୍ନାଥ,,, ଆହେ ଜଗନ୍ନାଥ,,,।
ଯେଦିନୁ ଦେଖିଲି ତୋର କଳାମୁଖ
ଆଖି ଗଲା ମୋର ଲାଖି
ତୋ କଳାରୁ ଟିକେ ଦେଏରେ କାଳିଆ
ମୋଦେହରେ ଟିକେମାଖି।
ପାଦତଳେ ମୋର ମନ ରହିଥାଉ
ଏହି ମୋ ଜୀବନ ବ୍ରତ
ଏମାୟା ସଂସାରେ ସବୁ ମିଛ ହେଲେ
ତୁମ ନାମ ଏକା ସତ।
ଏନ୍ତୁଡିରୁ ଯୁଇ ମୋ ଚଲା ପଥରେ
ଏକା ସାକ୍ଷୀ ଜଗନ୍ନାଥ,
ଆହେ ଜଗନ୍ନାଥ,, ଆହେ ଜଗନ୍ନାଥ।
ମିଛ ମାୟା ଭରା ଏସାରା ସଂସାର
ସବୁତ ତୁମରି ଖେଳ
ପାଦତଳେ ଟିକେ ଜାଗା ରଖିଥିବୁ
ପୁରିଲେ ମୋହରି କାଳ।
ଏତିକି ମାଗୁଣି ଆହେ ଚକ୍ରପାଣି
ବଢାଅ ଆଶିଷ ହାତ
ଜୀବ ଗଲା ବେଳେ ମୁଖେ ମୋର ଦେବୁ
ତୋହରି ଅବଢା ଭାତ।
ଏନ୍ତୁଡିରୁ ଯୁଇ ମୋ ଚଲା ପଥରେ
ଏକା ସାକ୍ଷୀ ଜଗନ୍ନାଥ,
ଆହେ ଜଗନ୍ନାଥ,, ଆହେ ଜଗନ୍ନାଥ।
*************************
ଶଙ୍ଖମୂଳ, ରଣପୁର, ନୟାଗଡ

10/09/2023
Wel come to all👍🏻👍🏻👍🏻👍🏻Want to be success????Thats great👍🏻👍🏻👍🏻.....Now trend in social media👏👏So if u want all tyep of i...
22/07/2023

Wel come to all👍🏻👍🏻👍🏻👍🏻
Want to be success????
Thats great👍🏻👍🏻👍🏻
.....

Now trend in social media👏👏

So if u want all tyep of information about social media thn following this page

Instragram
YouTube
Gmail
Email
Telegram
page
Etc.....

All earn about this following me
U will defiantly success 👍🏻👍🏻👍🏻
.

22/07/2023

Welcome to all
U want to b sucess???
Following this page and known that what to do next???....
All type of social media help you will get this page

YouTube
Instragram
Telgram
page
Gamil
And etc

Teach that how earn in social media👍🏻👍🏻👍🏻👍🏻

Address

Nayagarh

Alerts

Be the first to know and let us send you an email when dulal kumar posts news and promotions. Your email address will not be used for any other purpose, and you can unsubscribe at any time.

Share