Odisha Khabar Plus

Odisha Khabar Plus ଖବର ସହିତ ମନୋରଞ୍ଜନ ର Daily Dose

26/09/2025

ପ୍ରେସ ଇସ୍ତାହାର ମାଧ୍ୟମରେ ପୂର୍ବତନ ବିଧାୟକ ଙ୍କୁ ଟାର୍ଗେଟ କଲା କଣ୍ଟାପଡ଼ା ସଚେତନ ନାଗରିକ ମଞ୍ଚ !! Odisha Khabar Plus

22/09/2025

#ଜିମ୍_ଟୋକାଙ୍କ_ନାଚରେ_ଦୁଲୁକିଲା_ନିଆଳି_ବଜାର
ନିଆଳି ବଜରଙ୍ଗୀ ଜିମ୍ ସେଣ୍ଟର ପକ୍ଷରୁ ଆୟୋଜିତ ବିଶ୍ଵକର୍ମା ପୂଜା ଭସାଣି ଉତ୍ସବ ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ !! Odisha Khabar Plus

22/09/2025

#ବିଜେଡି_କଂଗ୍ରେସ_ଶୂନ୍ୟ_ହେଲା_କୃଷ୍ଣପ୍ରସାଦ_ଗ୍ରାମ_ପଞ୍ଚାୟତ
ନିଆଳୀ ବିଧାୟକ ଛବି ମଲ୍ଲିକଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜେପି ରେ ସାମିଲ ହେଲେ ଉଭୟ ବିଜେଡି ଏବଂ କଂଗ୍ରେସ ଦଳର ଶତାଧିକ କର୍ମୀ !! ବିରୋଧୀ ଶୂନ୍ୟ ହେଲା କୃଷ୍ଣପ୍ରସାଦ ଗ୍ରାମ ପଞ୍ଚାୟତ !! Odisha Khabar Plus

19/09/2025

#ବିଶ୍ଵକର୍ମା_ପୂଜାରେ_ଏକାକାର_ହେଲେ_ହିନ୍ଦୁ_ମୁସଲିମ୍
ଭାଇଚାରାର ବାର୍ତ୍ତା ସହିତ ନିଆଳୀ ପ୍ରାଚୀ ଅଟୋ ଆସୋସିଏସନ୍ ବିଶ୍ଵକର୍ମା ପୂଜାରେ ଏକାକାର ହେଲେ ହିନ୍ଦୁ ମୁସଲିମ୍ !! Odisha Khabar Plus
https://youtu.be/k5z4XgiSs0U

18/09/2025

#ପାର୍ବଣ_ପୂର୍ବରୁ_ପ୍ରସ୍ତୁତ_ବିଦ୍ୟୁତ୍_ବିଭାଗ
ନିଆଳୀ ବିଦ୍ୟୁତ୍ କାର୍ଯ୍ୟାଳୟରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ !! Odisha Khabar Plus

18/09/2025

#ମା_ପାଇଁ_ଗଛଟିଏ
ନିଆଳୀ ବ୍ଲକ କୃଷ୍ଣପ୍ରସାଦ ପଞ୍ଚାୟତରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ !! Odisha Khabar Plus
https://youtu.be/BOpQZLre1XY

16/09/2025

ଚାଲିଥିଲା କର୍ମୀ ସମ୍ମିଳନୀ ପହଙ୍ଗା ପଞ୍ଚାୟତ ବିକାଶ ପେଡ଼ି ଖୋଲିଲେ ବିଧାୟକ ଛବି ମଲ୍ଲିକ !! Odisha Khabar Plus
https://youtu.be/F0MBfGSKOgQ

16/09/2025

ବିଧାୟକ ଛବି ମଲ୍ଲିକଙ୍କ ନେତୃତ୍ବରେ ପହଙ୍ଗା ପଞ୍ଚାୟତରେ ନିଆଳୀ ବିଜେପି ର କର୍ମୀ ସମ୍ମିଳନୀ ଅନୁଷ୍ଠିତ !! Odisha Khabar Plus
https://youtu.be/vascq-S3juM

15/09/2025

#ଧର୍ମଛଡ଼ା_ହେଲେ_ସୁସ୍ଥ_ସମାଜ_ଗଠନ_ହୁଏନାହିଁ
ନିଆଳୀ ଆଲୋକ ନଗର ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ପରମହଂସଙ୍କ ପୌର୍ଣ୍ଣ ମାସିକ ସଂଘାଧିବେଶନ ଅନୁଷ୍ଠିତ !! Odisha Khabar Plus
https://youtu.be/PbZDe3vHgHg?si=LUvJQRdUhMkAdxdm

14/09/2025

#ଖାଲି_ହେଉଛି_ବିରୋଧୀ_ଶିବିର
ନିଆଳି ବିଧାୟକ ଙ୍କ କାର୍ଯ୍ୟଧାରା ରେ ଅନୁପ୍ରାଣିତ ହୋଇ ବିଜେଡି କଂଗ୍ରେସ ଛାଡି ବିଜେପିରେ ସାମିଲ ହେଲେ ତିହୁଡି ପଞ୍ଚାୟତର ଶତାଧିକ କର୍ମୀ !! Odisha Khabar Plus

13/09/2025

#ନିଆଳି_ନୂଆଗାଁ_ରେ_ସଡ଼କ_ସୁରକ୍ଷା_ସଚେତନତା_କାର୍ଯ୍ୟକ୍ରମ_ଅନୁଷ୍ଠିତ
ନିଆଳି ପୋଲିସ ଏବଂ ନିଆଳି ମହାବିଦ୍ୟାଳୟ ର ମିଳିତ ଆନୁକୁଲ୍ୟରେ ନୂଆଗାଁ ଛକରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ !! Odisha Khabar Plus
https://youtu.be/Nm67BgRNjrM

13/09/2025

େ_ବିଧାୟକ
ନିଆଳି ବ୍ଲକ ଜଲ୍ଲାରପୁର ପଞ୍ଚାୟତ ଭାରତୀ ହୁଡାର ରାସ୍ତା ସମସ୍ୟା ସମାଧାନ ପାଇଁ Ground Zero ରେ ନିଆଳୀ ବିଧାୟକ ଛବି ମଲ୍ଲିକ !! Odisha Khabar Plus https://youtu.be/4MOEcGdxzgo

Address

Niali

Telephone

+919692193304

Website

Alerts

Be the first to know and let us send you an email when Odisha Khabar Plus posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odisha Khabar Plus:

Share