Niali News

Niali News Our aim is to Expose the Problems of Niali, share Valuable news and create Awareness for a better Society...

21/08/2026

#ଠିକାଦାରଙ୍କ_ମନମାନିରେ_ହେଉଛି_ରାସ୍ତା
- କଂକ୍ରିଟ ଢାଳି ଠିକାଦର ଛୁ... ରାସ୍ତା ଫାଟିବା ଭୟରେ ଗାଁ ଲୋକେ ଦେଉଛନ୍ତି ପାଣି ।
- କଟକ ଜିଲ୍ଲା ନିଆଳି ବ୍ଲକ ପହଙ୍ଗା ବଢ଼େଇସାହି ରୁ ଜୁଆଙ୍ଗକୁ ସଂଯୋଗ କରୁଥିବା ରାସ୍ତା ନିମ୍ନମାନର ହେଉଥିବା ଅଭିଯୋଗ ଆଣିଛନ୍ତି ଗାଁଲୋକ । ରାସ୍ତା ହେବାର ଦୁଇଦିନ ପୂରିନି ଫାଟିଗଲା ରାସ୍ତା । ରାସ୍ତା ହେବାପରେ ଦିନଟିଏ ବି ପାଣି ଦିଆଯାଇନଥିବା କହିଛନ୍ତି ଲୋକେ ।
- ସରକାରଙ୍କ ପକ୍ଷରୁ ରାସ୍ତା ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ, ଏଭଳି ନିମ୍ନମାନର କାମକୁ ନେଇ ଉଠିଛି ବଡ଼ ପ୍ରଶ୍ନ।
CMO Odisha

20/08/2026

ଚଷା ପୁଅର ଧାରଣା ଆଗରେ ମୁଣ୍ଡ ନୁଆଁଇଲା ପ୍ରଶାସନ | ଯଥାଶୀଘ୍ର ଦାବି ପୂରଣ ନେଇ ମିଳିଲା ପ୍ରତିଶ୍ରୁତି | Niali Protest | Niali Politics

- କିଛି ଅସାଧୁ ବ୍ୟବସାୟୀ ପାଇଁ ବଦନାମ ହେଉଛିକି ନିଆଳି??- କଟକ ସିଡିଏ ଅଞ୍ଚଳରୁ ଜବତ ହେଲା ନିଆଳିରୁ ଯାଉଥିବା ଭେଜାଲ ପନୀର । ସ୍ୱାସ୍ଥ୍ୟ ବିଭା...
20/08/2026

- କିଛି ଅସାଧୁ ବ୍ୟବସାୟୀ ପାଇଁ ବଦନାମ ହେଉଛିକି ନିଆଳି??
- କଟକ ସିଡିଏ ଅଞ୍ଚଳରୁ ଜବତ ହେଲା ନିଆଳିରୁ ଯାଉଥିବା ଭେଜାଲ ପନୀର । ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସର ମିଳିତ ଚଢ଼ାଉ ଦ୍ୱାରା ଭେଜାଲ ଓ ନକଲି ପନୀର ଜବତ କରାଯାଇଛି । ନିଆଳି ଅଞ୍ଚଳରୁ କଟକ ଅଞ୍ଚଳକୁ ଯୋଗାଣ ହେଉଥିବା ଏହି ନକଲି ପନୀରରେ ବିଷାକ୍ତ କେମିକାଲ ପାଉଡର ମିଶ୍ରଣ କରାଯାଉଥିବା ପ୍ରାଥମିକ ପରୀକ୍ଷାରୁ ସ୍ପଷ୍ଟ ହୋଇଛି ।

ଓଲଟିଲା କଂକ୍ରିଟ ମିଶ୍ଚର ମେସିନ୍ ।
20/08/2026

ଓଲଟିଲା କଂକ୍ରିଟ ମିଶ୍ଚର ମେସିନ୍ ।

19/08/2026

#ପନିର_ଖାଉଥିଲେ_ସାବଧାନ_ମିସୁଛି_ଯହର ।
କଟକ ସିଡିଏ ଅଞ୍ଚଳରୁ ଜବତ ହେଲା ନିଆଳିରୁ ଯାଉଥିବା ଭେଜାଲ ପନୀର । ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସର ମିଳିତ ଚଢ଼ାଉ ଦ୍ୱାରା କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଭେଜାଲ ଓ ନକଲି ପନୀର ଜବତ କରାଯାଇଛି । ନିଆଳି ଅଞ୍ଚଳରୁ ସିଲଭରସିଟିକୁ ଯୋଗାଣ ହେଉଥିବା ଏହି ନକଲି ପନୀରରେ ବିଷାକ୍ତ କେମିକାଲ ପାଉଡର ମିଶ୍ରଣ କରାଯାଉଥିବା ପ୍ରାଥମିକ ପରୀକ୍ଷାରୁ ସ୍ପଷ୍ଟ ହୋଇଛି ।

19/08/2026

ଆମ ବିଜେପି ଦଳରେ କର୍ମୀ ହେଉଛନ୍ତି ଦଳ ପାଇଁ ବଳ ।

18/08/2026

- ଆପଣଙ୍କ ପିଲା ଏହି ସବୁ ଖାଦ୍ୟ ଖାଉଥିଲେ ସାବଧାନ..!!
- ନିଆଳି ଅଞ୍ଚଳରେ ଥିବା କିଛି ସ୍କୁଲକୁ ବିଶୁଦ୍ଧ କ୍ଷୀର ଯୋଗାଇଦେବ ଟୋଲା ସ୍ଥିତ ରୀମା ନ୍ୟାଚୁରାଲ ଆଉଟଲେଟ ।

16/08/2026

ମାଧବ ମଣ୍ଡଳରେ ଅନୁଷ୍ଟିତ ହେଲା ଘର ଘର ତ୍ରିରଙ୍ଗା ଶୋଭାଯାତ୍ରା | Har Ghar Triranga | Niali News

15/08/2026

ବନ୍ଦେ ମାତରଂରେ କମ୍ପିଲା ନିଆଳି ।

15/08/2026

ନିଆଳି କୃଷ୍ଣପ୍ରସାଦ ସ୍ଥିତ ବିଶ୍ୱନାଥ ବିଦ୍ୟାପୀଠରେ ଅନୁଷ୍ଠିତ ହେଲା ୮୦ ତମ ସ୍ୱାଧୀନତା ଦିବସ | Independence Day

Address

Niali

Website

Alerts

Be the first to know and let us send you an email when Niali News posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share