01/08/2026
- ଦେବୀ ନଦୀରେ ବଢୁଛି ଜଳସ୍ତର, ନଦୀକୂଳିଆ ଲୋକେ ଆତଙ୍କିତ । - ନିଆଳି ବ୍ଲକ ସଡାଶଂ ପଂଚାୟତର କଣ୍ଟିଶାଳ ଗାଁ ଲୋକେ ଅଧିକ ଆତଙ୍କିତ ଅବସ୍ଥାରେ ରହିଥିବାବେଳେ ତିହୁଡ଼ି, ଗୁଣ୍ଡର, ସଡାଶଂ ଓ ପାଟେଳି ଆଦି ୫ଖଣ୍ଡ ଗାଁ ଲୋକଙ୍କ ମନରେ ଛନକା ପଶିଛି ।