Samachar24Odia

Samachar24Odia ""Well Come""
This is a news channel for 24*7 update in odisha & chatishgarh. If you have any problems or issue about govt. or Whtsup.

Schemes, Scames, information, motivation, trable, event then pls inform on 9777178117 mob no.

10/06/2026

୧୨ ବର୍ଷର ସଫଳ କାର୍ଯ୍ୟକାଳ ପୂରଣ କରିଥିବା ଭାରତ ବର୍ଷର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଙ୍କର ଦୀର୍ଘାୟୁ କାମନା କଲେ ବିଧାୟକ ଜୟ ଢୋଲକିଆ ଏବଂ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା | ଆହୁରି ଖବର ପାଇଁ ଆମ ଫେସବୁକ ପେଜକୁ, ଲାଇକ, କମେଣ୍ଟ, ସେୟାର ଓ ଫୋଲୋ କରନ୍ତୁ |

08/06/2026

ସମ୍ବଲପୁରୀ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କଲେ ସବ୍ୟସାଚୀ!
ସୁନାମ ଆଣିଲେ ନୂଆପଡା ନୁଆଁ ପ୍ରତିଭା | ସମ୍ବଲପୁରୀ ଫିଲ୍ମରେ ଅଭିନୟ କରି ରଖିଲେ ନୂଆପଡାର ନାଁ | ସମ୍ବଲପୁରୀ ଫିଲ୍ମ " ଅଧିକାର "ରେ ନିଜର ଜଲୱା ଦେଖାଇବେ ସବ୍ୟସାଚୀ ପାଣିଗ୍ରାହୀ | ସାମ୍ବାଦିକ ସମ୍ମିଳନୀ କରି ଦେଲେ ସୂଚନା | ଆହରି ଖବର ଜାଣିବା ପାଇଁ ଆମ ଫେସବୁକ ପେଜକୁ ଲାଇକ, କମେଣ୍ଟ, ସେୟାର ଓ ଫୋଲୋ କରନ୍ତୁ |

05/06/2026

ରାଜପଥ ଅବରୋଧ କଲେ ଚାଷୀ | ଗୋଡ଼ଫୁଲା ମଣ୍ଡିରେ ମିଲର୍ସ ୩ କେଜି କଟନୀ କରିବା ପାଇଁ କରୁଛନ୍ତି ଚାଷୀଙ୍କୁ ବାଧ୍ୟ | ଚାଷୀ ନେତା ଭାନୁ ପ୍ରତାପ ସିଂ ମାଝୀଙ୍କ ପ୍ରତିକ୍ରିୟା | ଖବର ଉପରେ ନଜର ରଖିବା ପାଇଁ ଆମ ଫେସବୁକ ପେଜକୁ ଲାଇକ, କମେଣ୍ଟ, ସେୟାର ଓ ଫୋଲୋ କରନ୍ତୁ |

03/06/2026

୨୨ ଯୁଆଡି ଗିରଫ, ୩ ଲକ୍ଷ ୫୬ ହଜାର ଟଙ୍କା, ୬ ଟି ମୋଟର ସାଇକେଲ ଓ 2୧୯ ଟି ମୋବାଇଲ ଫୋନ ଜବତ | ଝାଲବାହାଲ ଜଙ୍ଗଲରେ ଚାଲିଥିଲା ଜୁଆ | ଜୋଙ୍କ ପୋଲିସକୁ ବଡ଼ ସଫଳତା | ଖବର ଉପରେ ନଜର ରଖିବା ପାଇଁ ଆମ ଫେସବୁକ ପେଜକୁ ଲାଇକ, କମେଣ୍ଟ, ସେୟାର ଓ ଫୋଲୋ କରନ୍ତୁ |

01/06/2026

ମେ ୨୦ ରୁ ଖୋଲିଲାଣି ମଣ୍ଡି, ମଣ୍ଡିରେ ପଡିଛି ହଜାର ହଜାର କ୍ଵଇଣ୍ଟାଲ ଧାନ ହେଲେ ମିଲର୍ସ ଉଠାଉନାହାନ୍ତି ଧାନ | ଜିଲ୍ଲାପାଳଙ୍କ ଦ୍ୱାରସ୍ତ ଚାଷୀ | ବର୍ଷା ହେଲେ ଧାନ କ୍ଷତିଗ୍ରସ୍ତ ହେବାର ଆଶଙ୍କା | ଖବର ଉପରେ ନଜର ରଖିବା ପାଇଁ ଆମ ଫେସବୁକ ପେଜକୁ ଲାଇକ, କମେଣ୍ଟ, ସେୟାର ଓ ଫୋଲୋ କରନ୍ତୁ |

30/05/2026

ଆଜି ଠାରୁ ଆରମ୍ଭ ହେଲା SIR
ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ
SpecialIntensive Revision - SIR Program Start From Today. ଖବର ଉପରେ ନଜର ରଖିବା ପାଇଁ ଆମ ଫେସବୁକ ପେଜକୁ ଲାଇକ, କମେଣ୍ଟ, ସେୟାର ଓ ଫୋଲୋ କରନ୍ତୁ |

29/05/2026

ଛତିଶଗଡ ବନ କର୍ମଚାରିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବୋଡେ଼ନର ଜଳନ୍ଧର ବଗର୍ତ୍ତୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବୀ କଲା ନୂଆପଡା ଜିଲ୍ଲା ଯାଦବ ସମାଜ | ନୂଆପଡା ଏସପିଙ୍କୁ ସାକ୍ଷାତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର ପ୍ରଦାନ | ଖବର ଉପରେ ନଜର ରଖିବା ପାଇଁ ଆମ ଫେସବୁକ ପେଜକୁ ଲାଇକ, କମେଣ୍ଟ, ସେୟାର ଓ ଫୋଲୋ କରନ୍ତୁ |

26/05/2026

ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ଦିନିକିଆ ନୂଆପଡା ଜିଲ୍ଲାଗ୍ରସ୍ତ | ଅଧିକାରୀଙ୍କ ସହ ସମୀକ୍ଷା ବୈଠକ, ଟେମରୀ ଠାରେ ଦିନ ଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିରର ଉଦଯାପନୀ ସମାରୋହରେ ଯୋଗଦାନ ପରେ ପାର୍ଟି ଅଫିସରେ କଲେ ମିଶ୍ରଣ ପର୍ବ | ଖଡ଼ିଆଳ ବ୍ଲକ ଉପାଧକ୍ଷ ଗୌତମ ତାଣ୍ଡିଙ୍କ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗଦାନ | ଖବର ଉପରେ ନଜର ରଖିବା ପାଇଁ ଆମ ଫେସବୁକ ପେଜକୁ ଲାଇକ, କମେଣ୍ଟ, ସେୟାର ଓ ଫୋଲୋ କରନ୍ତୁ |

23/05/2026

ଧରମବନ୍ଧାର ଟିକ୍ରାପଡ଼ା ଛକରେ ଥିବା ଲେଫ୍ଟ କେନାଲ ଭାଙ୍ଗି ୧୦ ବର୍ଷ ହେଲାଣି | ମରାମତି ନାଁରେ ହରିଲୁଟ ହେଉଥିବା ଗ୍ରାମବାସୀଙ୍କ ଅଭିଯୋଗ | ସ୍ଥାୟୀ ବ୍ରିଜ ନିର୍ମାଣ ହେଉନାହିଁ | କେନାଲରେ ପାଣି ବ୍ୟର୍ଥ ଯାଉଛି ହେଉନି ଚାଷ | ବିଭାଗୀୟ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ | ଖବର ଉପରେ ନଜର ରଖିବା ପାଇଁ ଆମ ଫେସବୁକ ପେଜକୁ ଲାଇକ, କମେଣ୍ଟ, ସେୟାର ଓ ଫୋଲୋ କରନ୍ତୁ |

21/05/2026

ପୋଲିସର ମୋବାଇଲ ଫେରସ୍ତ ମେଳା ଅନୁଷ୍ଠିତ | ୬୦ଟି ମୋବାଇଲ ଫୋନ ଚୋରୀ ବା ହଜି ଯାଇଥିବା ଅଭିଯୋଗକାରୀଙ୍କୁ ଆଜି ନୂଆପଡା ପୋଲିସ ଫେରସ୍ତ କରିଛି | ଯାହାର ସର୍ବମୋଟ ମୂଲ୍ୟ ୧୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ | ଏସପି ଅମ୍ରିତ ପାଳ ସିଂ ଏବଂ ମୋବାଇଲ ଫେରିପାଇ ଥିବା ବ୍ୟକ୍ତିଙ୍କର ପ୍ରତିକ୍ରିୟା | ଖବର ଉପରେ ନଜର ରଖିବା ପାଇଁ ଆମ ଫେସବୁକ ପେଜକୁ ଲାଇକ, କମେଣ୍ଟ, ସେୟାର ଓ ଫୋଲୋ କରନ୍ତୁ |

Address

Nuapada

Alerts

Be the first to know and let us send you an email when Samachar24Odia posts news and promotions. Your email address will not be used for any other purpose, and you can unsubscribe at any time.

Share