Padampur Tv

Padampur Tv ପଦ୍ମପୁର ତଥା ଗ୍ରାମଞ୍ଚଳର ଖବର କୁ ପ୍ରାଧାନ୍ୟ ଦେଇ ଆସୁଥିବା ଏହି ଚେନାଲ ନିୟମିତ ଓ ନିରବଚ୍ଛିନ୍ନ ପ୍ରକାଶନ ଦିଗରେ ଆପଣଙ୍କ ସହଯୋଗ କାମନା କରୁଛୁ

ସଚ୍ଚୋଟ ନିର୍ଭୀକ ନିରପେକ୍ଷ

28/05/2026

👉 ବରଗଡ଼ ଧନୁଯାତ୍ରା ତୋରଣରେ ବ୍ୟାପକ #ଅନିୟମିତତା
👉 #ଭିଜିଲାନ୍ସ ତଦନ୍ତ ଦାବି କଲେ ସାଂସଦ #ପ୍ରଦୀପ_ପୁରୋହିତ











28/05/2026

👉 ବରଗଡ଼ ଜିଲ୍ଲାର ନୂତନ ଏସପି ଭାବେ ଯୋଗ ଦେଲେ
#ରବିନ୍ଦ୍ରନାଥ_ଶତପଥୀ
👉 କ୍ରାଇମ, ନିଶା, ଟ୍ରାଫିକ ଉପରେ କଡ଼ା ନଜର ରହେବା







27/05/2026

👉 ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ଭିଜିଲାନ୍ସ ତଦନ୍ତ ଦାବି କଲେ ମାନ୍ୟବର ବରଗଡ ସାଂସଦ #ଶ୍ରୀ_ପ୍ରଦୀପ_ପୁରୋହିତ









26/05/2026

👉 ପଦ୍ମପୁର ଭେଉଁରିଆ ଛକରେ ଜବରଦଖଲ









👉 ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରଗଡ଼ ଜିଲ୍ଲା ରେ ଶ୍ରୀଯୁକ୍ତ  #ଲିପସିତ୍_ମିଶ୍ର ବରଗଡ଼ ଉପଖଣ୍ଡ ର ଏବଂ ଶ୍ରୀଯୁକ୍ତ  #ପ୍ରୀତମ_...
26/05/2026

👉 ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରଗଡ଼ ଜିଲ୍ଲା ରେ ଶ୍ରୀଯୁକ୍ତ #ଲିପସିତ୍_ମିଶ୍ର ବରଗଡ଼ ଉପଖଣ୍ଡ ର ଏବଂ ଶ୍ରୀଯୁକ୍ତ #ପ୍ରୀତମ_ମେହେର ପଦ୍ମପୁର ଉପଖଣ୍ଡ ର ସାଂସଦ ପ୍ରତିନିଧି ଭାବରେ ମନୋନୀତ








24/05/2026

👉 ପଦ୍ମପୁର କଲେଜ ରୋଡ କାଳି ମନ୍ଦିର ପାଖେ ଭାରସାମ୍ୟ ହରାଇ କାର #ଦୁର୍ଘଟଣା







👉 ବରଗଡ଼ ଜିଲ୍ଲାର ନୂତନ ଏସପି ଭାବେ ଯୋଗ ଦେବେ ଓପିଏସ୍  #ରବିନ୍ଦ୍ରନାଥ_ଶତପଥୀ
24/05/2026

👉 ବରଗଡ଼ ଜିଲ୍ଲାର ନୂତନ ଏସପି ଭାବେ ଯୋଗ ଦେବେ ଓପିଏସ୍
#ରବିନ୍ଦ୍ରନାଥ_ଶତପଥୀ







22/05/2026

👉 ବରଗଡ଼ ଜିଲ୍ଲା ପଦ୍ମପୁର ର ଘଟଣା
ପଦ୍ମପୁର ଠାରେ ଜଣେ ଯୁବକ ପ୍ୟାଣ୍ଟ ପକେଟ୍ ରେ ଥିବା ବେଳେ ହଠାତ୍ ମୋବାଇଲ ଫାଟି ଜଳିଗଲା। ଉପସ୍ଥିତ ବୁଦ୍ଧି ଯୋଗୁଁ ହଠାତ୍ ପ୍ୟାଣ୍ଟ ରୁ କାଢ଼ି ରାସ୍ତା କୁ ଫିଙ୍ଗି ଦେବାପରେ ବିପଦରୁ ରକ୍ଷା ପାଇଗଲେ ଯୁବକ।







19/05/2026

👉 ଆସନ୍ତା କାଲି ବନ୍ଦ ରହିବ #ମେଡ଼ିସିନ ଦୋକାନ








ପରଲୋକରେ  #ରାଖୀ_ଡିଜେ ର ମାଳିକ  #ନିରଞ୍ଜନ_ପଟେଲ ପଦ୍ମପୁର ବ୍ଲକ ଭେଉଁରିଆ ଗାଁର ଜଣା ଶୁଣା ସାଉଣ୍ଡ ମାଷ୍ଟର ରାଖୀ ଡିଜେ ର ମାଳିକ ନିରଞ୍ଜନ ପଟ...
18/05/2026

ପରଲୋକରେ #ରାଖୀ_ଡିଜେ ର ମାଳିକ #ନିରଞ୍ଜନ_ପଟେଲ

ପଦ୍ମପୁର ବ୍ଲକ ଭେଉଁରିଆ ଗାଁର ଜଣା ଶୁଣା ସାଉଣ୍ଡ ମାଷ୍ଟର ରାଖୀ ଡିଜେ ର ମାଳିକ ନିରଞ୍ଜନ ପଟେଲ । ଅଳ୍ପ କମ ବୟସରେ ଓଡ଼ିଶାର ଅନେକ ସ୍କୁଲ, କଲେଜ, ଗାଁ, ସହର,ଆରଖିଷ୍ଟା, ନାଟକ, ଅନେକ ଜାଗା ମାନଙ୍କରେ ସାଉଣ୍ଡ ଲଗାଇ ବେଶ ପରିଚିତ ହୋଇଯାଇଥିଲେ । ତାଙ୍କର ବ୍ୟବହାର ଲାଗି ଲୋକେ ଅନେକ ଜାଗାରେ ସବୁବେଳେ ବେଶ ପ୍ରଶଂସା କରୁଥିଲେ । ପଦ୍ମପୁର ବୋଡ଼ାସମ୍ବର କଳା ସଂସ୍କୃତି ପାଇଁ ମଧ୍ୟ ବହୁତ ବଡ଼ କ୍ଷତି ଯେଉଁ ଜାଗାରେ ମଧ୍ୟ କାର୍ଯ୍ୟକ୍ରମ ହେଉଥିଲା ସବୁବେଳେ ତାଙ୍କର ସାଉଣ୍ଡ ଲାଗୁଥିଲା ଏପରି ଜଣେ ସାଉଣ୍ଡ ମାଷ୍ଟର ଙ୍କୁ ହରାଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି Padampur Tv ପରିବାର ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ।

16/05/2026

👉 ଗନ୍ଧମାର୍ଦ୍ଦନ ପର୍ବତ ନିକଟ ଗୁରୁଣ୍ଡା ଜଙ୍ଗଳରେ ଗଳିତ ଶବ ଉଦ୍ଧାର
👉 ଅଞ୍ଚଳରେ ଚାଞ୍ଚଲ୍ୟ ହତ୍ୟା ସନ୍ଦେହ 👉 ପୋଲିସ କରୁଛି ତଦନ୍ତ








Address

Padmapur

Telephone

+919777335807

Website

Alerts

Be the first to know and let us send you an email when Padampur Tv posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Padampur Tv:

Share