Padampur By-election News

Padampur By-election News PADAMPUR By-election News 2022, Dist- Bargarh, Odisha. Voting on 5 December, 2022. Results on 8 Dec.

30/11/2022

ଇମାନଦାରି ଲୋକଙ୍କୁ ଭଗବାନ ବହୁତ ସାହାଯ୍ୟ କରିଥାନ୍ତି । କାମ କେବଳ ଆଇନତଃ ସଠିକ ହେବା ସଙ୍ଗେ ନୈତିକତା ପୁର୍ଣ ହେଲେ ଏ ଜୀବନ ରେ ରୋଗ ଦୁଃଖ ଦୂର ହୋଇଯାଏ ।Padampur By-election News

17/11/2022

ବିଜୟ ସିଂ ବରିହା ଙ୍କ ପାଇଁ ମଧୁର ଶୋକ ଗୀତ । ଗୀତ- ବିଜୟ, ତୁ ଭାରି ମନେ ପଡୁଛୁ । Padampur By-election News

Barsha Singh Bariha, MLA candidate from BJD in Padampur By-election. Gaining popularity.  ପଦ୍ମପୁର ଉପ-ନିର୍ବାଚନରେ ​​ବିଜେଡି...
16/11/2022

Barsha Singh Bariha, MLA candidate from BJD in Padampur By-election. Gaining popularity.
ପଦ୍ମପୁର ଉପ-ନିର୍ବାଚନରେ ​​ବିଜେଡିର ବିଧାୟକ ପ୍ରାର୍ଥୀ ବରସା ସିଂ ବରିହା। ସେ ଶୀଘ୍ର ଲୋକପ୍ରିୟତା ହାସଲ କରୁଛନ୍ତି | Padampur By-election News

08/11/2022

ପଦ୍ମପୁର, ପାଇକମାଲ, ଝାରବନ୍ଧ ଓ ଜୋନେ ଚାର୍ଜ ରେ ପଶ୍ଚିମ ଓଡିଶାର ଅଭିଜ୍ଞ ବରିଷ୍ଠ ବିଜେଡି ମନ୍ତ୍ରୀ ଓ ବରିଷ୍ଠ ଅଭିଜ୍ଞ ନେତା ମାନଙ୍କୁ ଦାଇତ୍ୱ ପ୍ରଦାନ- ଓଭରଅଲ ଚାର୍ଜ ରେ ମାନ୍ୟବର ସୁଶାନ୍ତ ସିଂ ଓ ପ୍ରସନ୍ନ ଆଚର୍ଯ୍ୟ । ପଦ୍ମପୁର ପାଇଁ ମାନ୍ୟବର ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀ, ପାଇକମାଲ ପାଇଁ ମାନ୍ୟବର ନବ ଦାସ ଓ ଝାରବନ୍ଧ ପାଇଁ ମାନ୍ୟବର ରାଜୁ ଢୋଲକିଆ ଏବଂ ଅନ୍ୟ ମାନ୍ୟବର ମନ୍ତ୍ରୀ ରିତା ସାହୁ, ସ୍ନେହାଙ୍ଗିନୀ ଛୁରିଆ, ଟୁକୁନି ସାହୁ, ଦେବେଷ ଆଚର୍ଯ୍ୟ । Padampur By-election News

05/11/2022

ଶ୍ରୀମତୀ ତିଲୋତ୍ତମା ବରିହା BJD ଟିକେଟ ପାଇବାର ସମ୍ଭାବନା ବେଶୀ । ସେ ଦିବଂଗତ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିଜୟ ରଂଜନ ସିଂ ବରିହା ଙ୍କ ଧର୍ମପତ୍ନୀ । ତାଙ୍କ ପୁତ୍ର ଭଜରାଜ ସିଂ ଓଡିଶା ରିପୋଟର ଟିଭି ରେ କଣ କହୁଛନ୍ତି ଶୁଣନ୍ତୁ ।

ପଦ୍ମପୁର ବାଏ ଇଲେକ୍ସନ ତା: 5.12.2022  ଭୋଟ ଗଣତି ତା : 8.12.2022  ନୋମିନେସ ଶେଷ ତା: 17.11.2022  ନୋମିନେସନ ୟଥଡ୍ରେଲ ତା: 21.11.2022 ...
05/11/2022

ପଦ୍ମପୁର ବାଏ ଇଲେକ୍ସନ ତା: 5.12.2022 ଭୋଟ ଗଣତି ତା : 8.12.2022 ନୋମିନେସ ଶେଷ ତା: 17.11.2022 ନୋମିନେସନ ୟଥଡ୍ରେଲ ତା: 21.11.2022 According to Press Release by ELECTION COMMISSION OF INDIA letter ECI/PN/83/2022 Dated- 5.11.2022 today.

03/11/2022

ପୂର୍ବେ ମାନ୍ୟବର ପଦ୍ମପୁର ବିଧାୟକ ଶ୍ରୀଯୁକ୍ତ ବିଜୟ ରଂଜନ ସିଂ ବାରିହା ଓ ଶ୍ରୀଯୁକ୍ତ ସୁଶାନ୍ତ ସିଂ ଦେବଦରହା ଓ ନୃସିଂହ ନାଥ , ଛତିଶଗଡ଼ କୁ ରାସ୍ତା ବିଷୟରେ ସୁନ୍ଦର ପ୍ରସ୍ତାବ ପୂର୍ବରୁ ଦେଇଥିଲେ। https://fb.watch/gyVdRL8nrK/

02/11/2022

ଶ୍ରୀଯୁକ୍ତ ସୁଶାନ୍ତ ସିଂ ମହୋଦୟ ପଦ୍ମପୁର ବିକାଶର ଏକ ମୁଖ୍ୟ ହାତ । ଶୁଣନ୍ତୁ ସେ କଣ କହୁଛନ୍ତି- ଟଚ କରନ୍ତୁ ଏ ଲିଙ୍କ କୁ - https://fb.watch/gxNwQ1V4nY/

ଲେଖା ତଳେ ଲିଙ୍କ ଅଛି ଲାଇଭ ଭିଡିଓ ର-  ଏହି ପେଜ କୁ ଲାଇକ କଲେ ଆମ୍ବେ ନୂଆ କଥା ଲେଖିବା ପାଇଁ ଉତ୍ସାହିତ ହେବୁ ।ପଦ୍ମପୁର ରେ 488 କୋଟିର ପ୍ରକ...
29/10/2022

ଲେଖା ତଳେ ଲିଙ୍କ ଅଛି ଲାଇଭ ଭିଡିଓ ର- ଏହି ପେଜ କୁ ଲାଇକ କଲେ ଆମ୍ବେ ନୂଆ କଥା ଲେଖିବା ପାଇଁ ଉତ୍ସାହିତ ହେବୁ ।

ପଦ୍ମପୁର ରେ 488 କୋଟିର ପ୍ରକଳ୍ପ ଶୁଭାରମ୍ଭ । ଅନେକ ପ୍ରକଳ୍ପ ଦିବଙ୍ଗତ ପଦ୍ମପୁର ଏମ ଏଲ ଏ ବିଜୟ ରଂଜନ ସିଂ ବାରିହାଙ୍କ ସ୍ବପ୍ନ ଥିଲା ଓ ସେ ଏହି ବିଷୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ମାଧ୍ୟମରେ ଅବଗତ କରିଥିଲେ ବୋଲି ଭଟଲି ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ସିଂ ସଭାରେ କହୁଥିଲେ ।

ଏହିଆର ଲାଇଭ ଭିଡିଓ ଦେଖନ୍ତୁ ଏହି ଲିଙ୍କ କୁ ଟଚ କରି- https://fb.watch/gt5Ffe_gPr/
ଏବଂ ଯୁଟ୍ୟୁବ ରେ ଦେଖନ୍ତୁ-
https://youtu.be/PPD7QpLZ3hY

ଏହି ପେଜ କୁ ଲାଇକ କଲେ ଆମ୍ବେ ନୂଆ କଥା ଲେଖିବା ପାଇଁ ଉତ୍ସାହିତ ହେବୁ ।

488 କୋଟିର ପ୍ରକଳ୍ପ ପଦ୍ମପୁର ସବ ଡିଭିଜନ ପାଇଁ ।
29/10/2022

488 କୋଟିର ପ୍ରକଳ୍ପ ପଦ୍ମପୁର ସବ ଡିଭିଜନ ପାଇଁ ।

ପଦ୍ମପୁର ବାସୀ ସିଧା ପ୍ରସାରଣ ଦେଖିବେ । ଅନେକ ଉନ୍ନୟନ କାର୍ଯ୍ୟ ହେବ, ଏହା ଖୁସି ର କଥା ।
28/10/2022

ପଦ୍ମପୁର ବାସୀ ସିଧା ପ୍ରସାରଣ ଦେଖିବେ । ଅନେକ ଉନ୍ନୟନ କାର୍ଯ୍ୟ ହେବ, ଏହା ଖୁସି ର କଥା ।

Address

Padampur, Rajborasambar
Padmapur
768036

Telephone

+917682858102

Website

Alerts

Be the first to know and let us send you an email when Padampur By-election News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Padampur By-election News:

Share