Paradip Exclusive

Paradip Exclusive news, media, information, awareness, service,

08/09/2025

ଚାରିଆଡେ ଜମି ରହିଛି ବର୍ଷାପାଣି,ପରିମଳ ବ୍ୟବସ୍ଥା କଥା ନ କହିଲେ ଭଲ

06/09/2025

କୁଜଙ୍ଗ କୁ ଏନଏସି ଘୋଷଣା କରିବାକୁ ନେଇ ଆସନ୍ତା ୯ ତାରିଖରେ କୁଜଙ୍ଗ ବନ୍ଦ ଡାକରାରେ ପଡିଛି ପୂର୍ଣ୍ଣଛେଦ୍

31/08/2025

କମ୍ପାନୀ ଚାଲାଇଛି ମନ୍ ମାନି, ଶ୍ରମିକ ମାନଙ୍କୁ ମିଳୁନି ନ୍ୟାର୍ଯ୍ୟଦାବି

29/08/2025

ପାରାଦ୍ଵୀପ ରୁ କୁଜଙ୍ଗ ଯାଏ ଗାଁ ଗହଳି ସ୍କୁଲ୍ , କଳେଜ୍ ଅଫିସ୍ ସବୁଠି ବିରାଜିତ ଶ୍ରୀ ଗଣେଶ। କେବଳ ଶିକ୍ଷା ଅନୁଷ୍ଠାନ କିମ୍ବା କ୍ଲବ୍ ନୁହେଁ ବନ୍ଦର ନଗରୀ ପାରାଦ୍ଵୀପ ରେ ଥିବା ବିଭିନ୍ନ ଶିଳ୍ପାୟନର ଟାଉଁନ୍ ସିପ୍ ରେ ପୂଜାର ମାହୋଲ ଦେଖିବାକୁ ମିଳୁଛି ପ୍ରଭୁଙ୍କର ମୂର୍ଣ୍ଣୟ ମୂର୍ତ୍ତି

17/08/2025

ଘର ଗ୍ରିଲ୍ ତାଡି ଲୁଟିନେଳେ ସୁନା ଅଳଙ୍କାର

17/08/2025

ମତ୍ସ୍ୟଜୀବି ମାନଙ୍କୁ ସାମୁଦ୍ରକ ସୁରକ୍ଷା ଉପକରଣ ବଣ୍ଟନ କଲେ ଶିଳ୍ପ ମନ୍ତ୍ରୀ

15/08/2025

ପାରାଦ୍ଵୀପ ପୋର୍ଟ ବଣିକସଂଘ ର ବାର୍ଷିକ କାର୍ଯ୍ୟକାରୀ ବୈଠକ

15/08/2025

ନିଜର ନ୍ୟାର୍ଯ୍ୟ ଦାବିକୁ ନେଇ ଆଇପିଟି ଡମ୍ପର ଡ଼୍ରାଇଭର ଅନିର୍ଦ୍ଧିଷ୍ଟ କାଳପାଇଁ ଆନ୍ଦୋଳନ ଚେତାବନୀ

15/08/2025

ବନ୍ଦର ନଗରୀ ପାରାଦ୍ଵୀପ ରେ ୭୯ତମ ସ୍ଵାଧୀନତା ଦିବସ ପାଳିତ

15/08/2025

ବନ୍ଦର ପ୍ରଶାସନ ପକ୍ଷ୍ୟରୁ ସ୍ତାନୀୟ ଗୋପବନ୍ଧୁ ଷ୍ଟାଡିୟମରେ ଅୟୋଜିତ ଏହି ବର୍ଣ୍ଣାଢ୍ୟ ଉତ୍ସବରେ ବନ୍ଦର ଅଧ୍ୟକ୍ଷ ପିଏଲ ହାରନାଦ ପତାକା ଉତ୍ତୋଳନ କରିବା ସହ ସମ୍ବଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ | ବନ୍ଦର ଦେଶ ବିକାଶରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସେ ପ୍ରକାଶ କରିଥିଲେ Paradip Exclusive

ଆଜକୁ ପ୍ରାୟ ୫୨୫୧ ବର୍ଷ ପୂର୍ବେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ସୂର୍ୟ୍ଯ ସିଂହ ରାଶି ରେ ଓ ଚନ୍ଦ୍ର ବ୍ରୁଷ ରାଶି ରେ ଥାଇ ରୋହିଣୀ ନକ୍ଷ...
15/08/2025

ଆଜକୁ ପ୍ରାୟ ୫୨୫୧ ବର୍ଷ ପୂର୍ବେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ସୂର୍ୟ୍ଯ ସିଂହ ରାଶି ରେ ଓ ଚନ୍ଦ୍ର ବ୍ରୁଷ ରାଶି ରେ ଥାଇ ରୋହିଣୀ ନକ୍ଷତ୍ର ଯୁକ୍ତ ହୋଇ ବୁଧବାର ର ଅର୍ଦ୍ଧରାତ୍ରି ରେ ମଥୁରା କଂସ ବନ୍ଦୀଶାଳା ରେ ଦେବକ ରାଜା ର କନ୍ଯା ମହାମାତା ଦେବକୀ ଙ୍କ ଗର୍ଭରୁ ଚନ୍ଦ୍ର ବଂଶ ରେ ସ୍ବୟଂ ଅନାଦି ପରଂବ୍ରହ୍ମ ଭଗବାନ ନିଜର ପୂର୍ଣ୍ଣ ଷୋଳକଳା ସହ ଚତୁର୍ଭୁଜ ରେ ଶଙ୍ଖ,ଚକ୍ର, ଗଦା, ପଦ୍ମ ଧରି ଆବିର୍ଭାବ ହୋଇ ନିଜର ଲୀଳା ଆରମ୍ଭ କରିଲେ । ଭଗବାନ ଙ୍କ ସବୁ ଅବତାର ରେ ନିଜର କିଛି ଅଂଶ ଥାଏ କିନ୍ତୁ ଶ୍ରୀକୃଷ୍ଣ ଅବତାର ଭଗବାନ ଙ୍କ ସଂପୂର୍ଣ୍ଣ କଳା ସହ ଶ୍ରୀହରି ଧରାବତରଣ କରିଥିବାରୁ ଜନ୍ମାଷ୍ଟମୀ କୁ ଶ୍ରୀଭଗବାନ ଜନ୍ମ ମଧ୍ଯ କୁହାଯାଏ। ବୈଷ୍ଣବ ଭଗବାନ ଙ୍କ ପ୍ରାପ୍ତି ନିମନ୍ତେ ଅନେକ ବ୍ରତ କରିଥାନ୍ତି ତନ୍ମଧ୍ଯରୁ ଜନ୍ମାଷ୍ଟମୀ ବ୍ରତ ର ମହତ୍ତ୍ବ ଅଧିକ ଥାଏ। ଜନ୍ମାଷ୍ଟମୀ ବ୍ରତ ସ୍ମାର୍ତ୍ତ ଓ ବୈଷ୍ଣବ ମତାନୁସାରେ ଭିନ୍ନ ଭିନ୍ନ ଦିନରେ ଆଗପଛ ହୋଇ ହୋଇଥାଏ। ଯେପରି ବୈଷ୍ଣବ ସୂର୍ୟ୍ଯୋଦୟ କୁ ଅଷ୍ଟମୀତିଥି ରହିଲେ କିମ୍ବା ରୋହିଣୀ ନକ୍ଷତ୍ର ଯୁକ୍ତ ହୋଇଥିଲେ ଜନ୍ମାଷ୍ଟମୀ ପାଳନ କରନ୍ତି ସେହିପରି ବଡ଼ଦେଉଳ ରେ ମଧ୍ଯରାତ୍ରି କୁ ଅଷ୍ଟମୀ ସ୍ପର୍ଶ ହୋଇଲେ ସେହି ରାତ୍ରି ହରି ଜନ୍ମାଷ୍ଟମୀ ପାଳନ ହୁଏ। ତେବେ ଭକ୍ତମାନେ ଦ୍ବନ୍ଦରେ ନ ପଡ଼ି ନିଜର ବୈଷ୍ଣବ ପରମ୍ପରା ଅଥବା ଘର ପରମ୍ପରା ଅନୁଯାୟୀ ଉଭୟ ଦିନରେ ବ୍ରତ କରିପାରିବେ।
ଜୟ ଜଗନ୍ନାଥ ରାଧେ ରାଧେ

14/08/2025

ରାଜ୍ୟରେ ହୁହୁ ହୋଇ ବଢୁଛି ଗଣଦୁଷ୍କର୍ମ ଓ ନାରୀ ନିର୍ଯ୍ୟାତନା l ଯାହାକୁ ନେଇ ଅସୁରକ୍ଷିତ ହୋଇପଡିଛି ନାରୀ ସମାଜ l ଯାହାକୁ ନେଇ ଗାଁ ଠାରୁ ସହର, ବେଳାଭୂମି ରୁ କ୍ୟାମ୍ପସ ସବୁଠି ମହିଳା ଅସୁରକ୍ଷିତ, ରାଜ୍ୟରେ ଭୁଶୁଡି ପଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତି କୁ ନେଇ ପାରାଦୀପ କଲେଜ ସମ୍ମୁଖରେ ବିଜୁ ଛାତ୍ର ଜନତା ଦଳ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଖୋଲାଚିଠି ପ୍ରଦାନ କରାଯାଇଛି l ଓଡ଼ିଶାରେ ବିଜେପି ସରକାରର ଏକବର୍ଷ ମଧ୍ୟରେ ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ନାରୀ ମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି Paradip Exclusive

Address

Paradeep

Alerts

Be the first to know and let us send you an email when Paradip Exclusive posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Paradip Exclusive:

Share