Pattamundai News Service

Pattamundai News Service Pattamundai is a town and a municipality in Kendrapara district in the Indian state of Odisha,

ଏକ ବର୍ଷ ବିତିଗଲା କେତେ ପ୍ରତିଶତ(%) ପ୍ରତିଶ୍ରୁତି ଫଳପ୍ରଦ ହେଇଛି ।  ବିଧାୟକ ଆଜ୍ଞା ଏକ ବର୍ଷର ରିପୋର୍ଟ୍ କାର୍ଡ ସାର୍ବଜନୀନ କରନ୍ତୁ ଏବଂ ନି...
25/05/2025

ଏକ ବର୍ଷ ବିତିଗଲା କେତେ ପ୍ରତିଶତ(%) ପ୍ରତିଶ୍ରୁତି ଫଳପ୍ରଦ ହେଇଛି । ବିଧାୟକ ଆଜ୍ଞା ଏକ ବର୍ଷର ରିପୋର୍ଟ୍ କାର୍ଡ ସାର୍ବଜନୀନ କରନ୍ତୁ ଏବଂ ନିଜ ସଂକଳ୍ପ ମାନ ରଖନ୍ତୁ। Dhruba Sahoo

09/05/2025

Critical Online Safety Alert always follow cybersecurity precautions. Stay cautious while online—don’t fall for traps or misinformation. Be patriotic, Stay vigilant, Stay safe.

09/05/2025

ତାଣ୍ଡବ କରୁଛି ଭାରତ ! I salute Indian Army 🙏🙏🙏

09/05/2025

ଭାରତୀୟ ସେନାର ନିର୍ଘାତିଆ ମାଡ଼ରେ ଡରି ପଛଘୁଞ୍ଚା ଦେଲା ପାକିସ୍ତାନ ସେନା ! I salute Indian Army 🙏 🙏

09/05/2025

ବାଲୋଚିସ୍ତାନର ଆକ୍ରମଣରେ ଘାଇଲା ହେଲା ପାକିସ୍ତାନର ସରକାରୀ ଅଧିକାରୀ ! ଭାରତ ମାତା କି ଜୟ 🙏🙏🙏ଜୟ ହିନ୍ଦ୍

09/05/2025

ବାଲୋଚିସ୍ତାନର ଆକ୍ରମଣରେ ଦୌଡିଲା ପାକିସ୍ତାନ ସେନା ! ଜୟ ହିନ୍ଦ୍
Power of Indian Army 🙏🙏🙏

ସାମ୍ବାଦିକ ନାମରେ କଳଙ୍କ ସଂଜୟ ପଣ୍ଡା ନାମକ ବ୍ୟକ୍ତି ଛଳପୂର୍ଣ୍ଣ ଓ ଦୁର୍ନୀତି ମୁଖୀ ବ୍ୟକ୍ତି, ତେବେ ସେଠାରେ ତାଙ୍କୁ ସାମୁହିକ ଭାବେ ବିରୋଧ କ...
25/04/2025

ସାମ୍ବାଦିକ ନାମରେ କଳଙ୍କ ସଂଜୟ ପଣ୍ଡା ନାମକ ବ୍ୟକ୍ତି ଛଳପୂର୍ଣ୍ଣ ଓ ଦୁର୍ନୀତି ମୁଖୀ ବ୍ୟକ୍ତି, ତେବେ ସେଠାରେ ତାଙ୍କୁ ସାମୁହିକ ଭାବେ ବିରୋଧ କରିବା ଓ ସାମ୍ବାଦିକ ସମାଜରୁ ବହିଷ୍କାର କରିବା ଅତ୍ୟାବଶ୍ୟକ।

ଏହା ସେମାନଙ୍କ ପାଇଁ ଚେତାବନୀ ଯେ ସାମ୍ବାଦିକତାର ଶୁଭ୍ରତା, ନିଷ୍ପକ୍ଷତା ଓ ନୀତିକୁ ଅବମାନିତ କରି କାହାରି ପ୍ରତିଛବିକୁ କଳଙ୍କିତ କରି, ଏହା ଦ୍ୱାରା ଅନ୍ୟ ସ୍ୱଚ୍ଛ, ନିଷ୍ପକ୍ଷ ଓ ନିଜ ଉଦ୍ୟମରେ ସାମ୍ବାଦିକତା କରୁଥିବା ବ୍ୟକ୍ତିମାନେ ମଧ୍ୟ ଲୋକଙ୍କର ଅପବ୍ୟାଖ୍ୟାର ଶିକାର ହେବେ।

ପଟ୍ଟାମୁଣ୍ଡାଇ ପ୍ରେସ କ୍ଲବ ପାଇଁ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ଏକ ସ୍ପଷ୍ଟ ଅଭିମତ ଦେବା ଅତି ଆବଶ୍ୟକ। ସଂଘ ତଥା ସାମ୍ବାଦିକ ସମାଜର ସ୍ଵାଭିମାନ, ଆଦର୍ଶ ଓ ବିଶ୍ୱସନୀୟତାକୁ ବଞ୍ଚାଇ ରଖିବା ପାଇଁ ଏହା ଅବଶ୍ୟମ୍ଭାବୀ।

ଏକ ଚିନ୍ତିତ ସଚେତନ ନାଗରିକ

Baijayant 'Jay' Panda Information & Public Relations Department, Government of Odisha Mohan Charan Majhi CMO Odisha Dhru...
01/01/2025

Baijayant 'Jay' Panda Information & Public Relations Department, Government of Odisha Mohan Charan Majhi CMO Odisha Dhruba Sahoo

Housing & Urban Development Department, Govt. of Odisha Dhruba Sahoo Pattamundai Municipality Baijayant 'Jay' Panda Moha...
06/12/2024

Housing & Urban Development Department, Govt. of Odisha Dhruba Sahoo Pattamundai Municipality Baijayant 'Jay' Panda Mohan Charan Majhi PIB in Odisha Information & Public Relations Department, Government of Odisha

23/11/2024

ପଟ୍ଟାମୁଣ୍ଡାଇର କେଉଁ ଜାଗା କିଏ କହିପାରିବ ?

19/11/2024

ଖୁବ୍ ଶୀଘ୍ର ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିପାରେ.....?
-ସୂତ୍ର

ଉତିକଣ ର ଉନ୍ନତି ନାହିଁ?ସବୁ ବେଳେ ଉତିକଣ ଅବହେଳିତ CMO Odisha PIB in Odisha  Gouttam Behera Information & Public Relations Depa...
15/11/2024

ଉତିକଣ ର ଉନ୍ନତି ନାହିଁ?
ସବୁ ବେଳେ ଉତିକଣ ଅବହେଳିତ
CMO Odisha PIB in Odisha Gouttam Behera Information & Public Relations Department, Government of Odisha Baijayant 'Jay' Panda Dhruba Sahoo Collectorate Kendrapara

Address

PATTAMUNDAI
Pattamundai
754215

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Friday 9am - 5pm
Saturday 9am - 5pm
Sunday 9am - 5pm

Telephone

+919777558681

Website

Alerts

Be the first to know and let us send you an email when Pattamundai News Service posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Pattamundai News Service:

Share