TIMES of PURI

TIMES of PURI ପୁରୀର ସମୟ |
We are digital media news channel bringing to you exclusive news of Puri

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ କାମନା କରି ଜଗନ୍ନାଥ ମନ୍ଦିରରେ ଦୀପ ଦାନ କଲେ ସମ୍ବିତ ପାତ୍ରପୁରୀ ,୧୭/୦୯ : ପ୍ରଧାନମନ୍ତ୍ରୀ ନ...
17/09/2023

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ କାମନା କରି ଜଗନ୍ନାଥ ମନ୍ଦିରରେ ଦୀପ ଦାନ କଲେ ସମ୍ବିତ ପାତ୍ର

ପୁରୀ ,୧୭/୦୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଦୀପ ପ୍ରଜ୍ଜଳନ କରି ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ବ୍ରହ୍ମଗିରିର ବିଧାୟକ ଲଲାଟେନ୍ଦୁ ମହାପାତ୍ର, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ତଥା ଜିଲ୍ଲାର ଅନେକ ବରିଷ୍ଠ କର୍ମକର୍ତ୍ତା । ଏହି ଅବସରରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି ଯେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ ବର୍ଗର ବିକାଶ ପାଇ କାମ କରୁଛନ୍ତି । ତାଙ୍କ ଯୋଜନା ଦ୍ଵାରା ସମାଜର ଅନ୍ତିମ ପଂକ୍ତିରେ ଛିଡ଼ା ହେଇଥିବା ବ୍ୟକ୍ତିର ମଧ୍ୟ ବିକାଶ ହେଉଛି । ସେ ଭାରତକୁ ବିଶ୍ଵ ଗୁରୁ ଭାବେ ପୁନଃ ପ୍ରତିଷ୍ଠିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ତେଣୁ ତାଙ୍କ ଦିର୍ଘାୟୁ ପାଇଁ ଆଜି ମହା ପ୍ରଭୁଙ୍କ ନିକଟରେ ଅଖଣ୍ଡ ଦୀପ ଜାଳି ଆମେ ସମସ୍ତେ ପ୍ରାର୍ଥନା କରୁଛୁ ।

ମୋ ମାଟି - ମୋ ଦେଶ ଯାତ୍ରାର ତୃତୀୟ ଦିନ : ଗୋବିନ୍ଦପୁର ଗାଁର ଚାଷୀଙ୍କଠାରୁ ମାଟି ସଂଗ୍ରହ କଲେ ସମ୍ବିତ ପାତ୍ର ଡେଲାଙ୍ଗ ,୦୪/୦୯ : ପୁରୀ ଲୋକସ...
04/09/2023

ମୋ ମାଟି - ମୋ ଦେଶ ଯାତ୍ରାର ତୃତୀୟ ଦିନ : ଗୋବିନ୍ଦପୁର ଗାଁର ଚାଷୀଙ୍କଠାରୁ ମାଟି ସଂଗ୍ରହ କଲେ ସମ୍ବିତ ପାତ୍ର

ଡେଲାଙ୍ଗ ,୦୪/୦୯ : ପୁରୀ ଲୋକସଭା ଅନ୍ତର୍ଗତ ପିପିଲି ବିଧାନସଭାର ଡେଲାଙ୍ଗ ବ୍ଲକର ମୌନୀ ମଠରୁ ଦୃତୀୟ ଦିନର ମୋ ମାଟି – ମୋ ଦେଶ ଅଭିଯାନ ଆରମ୍ଭ ହେଇ ଯାଇଛି । ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ତଥା ଜିଲ୍ଲାର ବରିଷ୍ଠ ନେତାମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଯାତ୍ରା ମୌନୀ ମଠରୁ ଆରମ୍ଭ ହୋଇ ଜେନାପୁର, ବେରବୋଇ , ଗୁଆଲିପଡ଼ା, ପୁରୁଷୋତ୍ତମପୁର, ଅଭୟମୁଖି ଓ ଧାନକେରା ପଞ୍ଚାୟତ ଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସାରା ଦେଶରେ ସହିଦ ପୀଠମାନଙ୍କରୁ ମୋ ମାଟି ମୋ ଦେଶ ଅଭିଯାନ ଅନ୍ତର୍ଗତ ମାଟି ସଂଗ୍ରହ କରା ଯାଉଛି । ଦେଶର ପ୍ରାୟ ୭୫୦୦ ସ୍ଥାନରୁ କଳସରେ ସହିଦ ଭୂମିର ମାଟି ଯାଇ ଦିଲ୍ଲୀରେ ଅମୃତ ବାଟୀକା ସ୍ଥାପନ କରାଯିବ । ଏହି ଅବସରରେ ଜେନାପୁର ପଞ୍ଚାୟତର ଗୋବିନ୍ଦପୁର ଗ୍ରାମରେ ଧାନ ରୋଇବା କାର୍ଯ୍ୟ କରୁଥିବା ମହିଳା ମାନଙ୍କ ସହ ମିଶି ଧାନ ରୋଇ ତାଙ୍କଠୁ ମାଟି ସଂଗ୍ରହ କଲେ ସମ୍ବିତ ପାତ୍ର । ସମ୍ବିତ ପାତ୍ର ପ୍ରତିକ୍ରିୟା ଦେଇ ସମ୍ବିତ ପାତ୍ର କହିଛନ୍ତି ଯେ ଅମର ସହୀଦ ମାନଙ୍କ ସ୍ମୃତି ପାଇଁ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନିର୍ମାଣ କରୁଥିବା ଅମୃତ ବାଟିକା ପାଇଁ କୃଷକ ମାନଙ୍କ ପାଖରୁ ଅମୃତ କଳସରେ ମାଟି ସଂଗ୍ରହ କରିବା ମୋ ପାଇଁ ସଦା ଚିରସ୍ମରଣୀୟ ହୋଇ ରହିବ

Jai Jagannath..🙏
01/09/2023

Jai Jagannath..🙏

ପବିତ୍ର ରକ୍ଷାବନ୍ଧନ ର ହାର୍ଦ୍ଦିକ ଶୁଭକାମନା
30/08/2023

ପବିତ୍ର ରକ୍ଷାବନ୍ଧନ ର ହାର୍ଦ୍ଦିକ ଶୁଭକାମନା

Narendra Modi
29/08/2023

Narendra Modi

ହଙ୍ଗେରୀର ରାଜଧାନୀ ବୁଡାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍–୨୦୨୩ରେ ପ୍ରଥମ ଓଡ଼ିଆ ଭାବେ ଆମ ପୁରୀ ମାଟିର ପୁଅ କିଶୋର ଜେନା ...
28/08/2023

ହଙ୍ଗେରୀର ରାଜଧାନୀ ବୁଡାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍–୨୦୨୩ରେ ପ୍ରଥମ ଓଡ଼ିଆ ଭାବେ ଆମ ପୁରୀ ମାଟିର ପୁଅ କିଶୋର ଜେନା ଅଂଶ ଗ୍ରହଣ କରି ଆମ ସମସ୍ତଙ୍କ ପାଇଁ ଗର୍ବ ଆଣିଛନ୍ତି ।

ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ ସଫଳତା ପ୍ରଦାନ କରନ୍ତୁ ।

ଜୟ ଜଗନ୍ନାଥ 🙏🏻🙏🏻🙏🏻
17/08/2023

ଜୟ ଜଗନ୍ନାଥ 🙏🏻🙏🏻🙏🏻

आप सभी को 77वें स्वतंत्रता दिवस की हार्दिक शुभकामनाएं।
15/08/2023

आप सभी को 77वें स्वतंत्रता दिवस की हार्दिक शुभकामनाएं।

🙏😇🙏
13/08/2023

🙏😇🙏

10/08/2023

ସଦା କାଳେ କାଳେ ପ୍ରମଥ ପତିନା ଗୀତ ଚରିତୋ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁମେ || ଜୟ ଜଗନ୍ନାଥ ⚫❗⚫🙏🙏🙏

Address

Jagannath Dham
Puri

Website

Alerts

Be the first to know and let us send you an email when TIMES of PURI posts news and promotions. Your email address will not be used for any other purpose, and you can unsubscribe at any time.

Share