Teerthkhetra Live

Teerthkhetra Live Teerthakhetra Newspaper
And Live News Coming Soon

01/03/2024

ଧରା ପଡିଲା ATM ଲୁଟେରା l ଠାବ ହେଲା ୩୪ ହଜାର ଟଙ୍କା ଏବଂ ସୁନା ଚେନ , କାନ ଫୁଲ, ଇତ୍ୟାଦି ଗୋଟିଏ କାର ଏବଂ ଗୋଟିଏ ବାଇକ l

01/03/2024

ସ୍ଵଛତା ରଖିବା ପାଇଁ ବ୍ୟାସନଗର ପୌର ପରିଷଦ ପକ୍ଷରୁ ସ୍ୱଛତା ଗାଡ଼ିର ଶୁଭାରମ୍ଭ

01/03/2024

ଜଣେ 50ବର୍ଷୀୟ ମହିଳାଙ୍କୁ ଗୁଣି ଗାରେଡି ସନ୍ଦେହ କରି ହତ୍ୟା କରାଯାଇଥିବା ଘଟଣା ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି!ଏଭଳି ଏକ ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନରେ ଥିବା ଆଦିବାସୀ ମେନ୍ଦାବେଡା ଗ୍ରାମରେ!

01/03/2024

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ | Srimandira parichalana commite baithak | Puri

01/03/2024

ଶ୍ରୀ ଶ୍ରୀ ତ୍ରିନାଥ ଦେବାୟ ଆସୋସିଏସନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ । Puri

28/02/2024

ଛାତ୍ର ଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଖେଳ ନଖେଳନ୍ତୁ ସରକାର

28/02/2024

ରାମଚଣ୍ଡୀ ବାଲିକୁଦା ବସ୍ତିରେ ଘରେ ଘରେ ଶଙ୍ଖ ଅଭିଯାନ ।

27/02/2024

ପୋଲିସ ଚାର୍ଜସିଟ୍ ଉପରେ ତିର୍ତ୍ତୋଲ ବିଧାୟକଙ୍କ ବାନ୍ଧବୀଙ୍କୁ କୋର୍ଟଙ୍କ ନୋଟିସ୍ କ୍ରମେ ବାନ୍ଧବୀ ସୋମାଳିକା ଜଗତସିଂପୁର ଏସ ଡି ଜେ ଏମ୍ କୋର୍ଟରେ ଆଜି ହାଜର ହୋଇ ତାଙ୍କର ପ୍ରୋଟେଷ୍ଟ ଫାଇଲ ଦାଖଲ କରିଛନ୍ତି |

27/02/2024

ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁଁ ପ୍ରସୂତିଙ୍କ ମୃତ୍ୟୁ ପରେ ଭଦ୍ରକ ମେଡିକାଲରେ ଉତ୍ତେଜନା

27/02/2024

ରାଜା ମହାରାଜା ଙ୍କ ଅମଳରୁ ପାଳନ ହୋଇ ଆସୁଥିବା ଐତିହାସିକ ପୋଡାଗଡ଼ ମଣ୍ଡେଇ

27/02/2024

ଆକ୍ସନ ରିଆକ୍ସନ ଦେଖାଇଲା ପରଜଙ୍ଗ ପୋଲିସ,୪ ଡିଜେ ଜବତ । ଉଚ୍ଚ ଡେସିବିଲରେ ଡିଜେ ବଜାଇବା ପଡିଲା ମହଙ୍ଗା। | Kamakhyanagar

27/02/2024

ଜଳିଗଲା ଦୁଇ ବଖରା ଘର, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ। | Kamakhyanagar

26/02/2024

ଯାଜପୁର ରୋଡ ରେଳ ଷ୍ଟେସନ ନିକଟରେ ଓଭରର୍ବ୍ରିଜ ଓ ଗଳିପୋଲ ନିର୍ମାଣ ପାଇଁ ଭର୍ଚୁଆଲ୍ ରେ ଭିତ୍ତିପ୍ରସ୍ତର କଲେ ପ୍ରଧାନମନ୍ତ୍ରୀ

26/02/2024

କାକଟପୁର - ବାଙ୍ଗୁରିଗାଁ ରେ ଆମ ହସ୍ପିଟାଲ ଲୋକାର୍ପିତ

26/02/2024

କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ଠାରେ କ୍ରୀଡା ଭିତ୍ତିଭୂମି ର ଉଦଘାଟନୀ ଓ ଶିଳାନ୍ୟାସ ସମାରୋହ ଉତ୍ସବ ଅନୁଷ୍ଠିତ

26/02/2024

ତାଳଚେର ଠାରେ ଇନ୍ ଡୋର ଷ୍ଟାଡିୟମ୍ ଉଦଘାଟିତ l

26/02/2024

ଗରୀବର ଯୋଜନା କେବଳ ନାମକୁ ମାତ୍ର, ଗରିବ କେଵେକ ଭୋଟବ୍ୟାଙ୍କ ହୋଇ ରହିଯାଇଛି!

Address

Puri

Alerts

Be the first to know and let us send you an email when Teerthkhetra Live posts news and promotions. Your email address will not be used for any other purpose, and you can unsubscribe at any time.

Share