Mj Smile World

Mj Smile World GOD BLESS YOU ALL

16/06/2025

Rectification in the earlier issued instructions on serving of MDM after reopening of the schools.

16/06/2025

କେବେ ଖୋଲିବ ବିଦ୍ୟାଳୟ

09/06/2025

Bharatiya Bhasa Summer Camp in all School of the state During Summer Vacation

EK PED MAA KE NAAM 2.0  || ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ କିପରି କରାଯିବ || एक पेड़ माँ के नाम 2.0 campaign
05/06/2025

EK PED MAA KE NAAM 2.0 || ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ କିପରି କରାଯିବ || एक पेड़ माँ के नाम 2.0 campaign

EK PED MAA KE NAAM 2.0 ek ped maa ke naam 2.0 ://www.youtube.com/watch?v=NtEDf6VQ_uELaunch of एक पेड़ माँ के नाम 2.0 campaign by Hon'bl...

02/06/2025

ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ Transfer Calendar Activities ରେ ହେଲା ପରିବର୍ତ୍ତନ

29/05/2025

Competition On Vision Odisha 2036 and Viksit Bharat 2047

29/05/2025

SOTET 2025 ପରୀକ୍ଷା ପାଇଁ ବୋର୍ଡ ତରଫରୁ ଆସିଲା ଚିଠି

29/05/2025

ONLINE TRANSFER FOR ELEMENTARY TEACHERS || REVISED CALENDAR ACTIVITIES

29/05/2025

#ଓଡିଶା || କ୍ୟାବିନେଟ୍ ରେ ପାଞ୍ଚଟି ପ୍ରସ୍ତାବ ଅନୁମୋଦନ

26/05/2025

UAS LOGIN and PASSWORD RESET

25/05/2025

Online Transfer For Teachers
Manoranjan Jena

13/03/2024

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

- କନିଷ୍ଠ ଶିକ୍ଷକଙ୍କୁ (Junior Teacher) ୧୩,୮୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କାର ମାସିକ ପାରିଶ୍ରମିକ

- ପିଛିଲା ଭାବେ ୦୧.୦୧.୨୦୨୩ ଠାରୁ ଲାଗୁ ହେବ

- 5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଅବସରରେ ମିଳିଥିଲା ପ୍ରସ୍ତାବ

ଭୁବନେଶ୍ବର
13-03-24

ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିୟୋଜିତ ହୋଇଥିବା କନିଷ୍ଠ ଶିକ୍ଷକ (Junior Teacher) (ଯେଉଁମାନେ ଯୋଜନା ଭିତ୍ତିକ ପଦବୀରେ ୩ ବର୍ଷ କାର୍ଯ୍ୟ କରିସାରିଛନ୍ତି) ସେମାନଙ୍କର ବିଭିନ୍ନ ଦାବୀକୁ ବିଚାରକୁ ନେଇ ସରକାର ତାଙ୍କ ମାସିକ ପାରିଶ୍ରମିକ ୧୩,୮୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କା କରିବା ପାଇଁ ସ୍ଥିର କରିଛନ୍ତି । ଏହି ବୃଦ୍ଧି ପିଛିଲା ଭାବେ ତା.୦୧.୦୧.୨୦୨୩ ରିଖ ଠାରୁ ଲାଗୁ ହେବ । ଏହା ଦ୍ୱାରା ରାଜ୍ୟର କାର୍ଯ୍ୟରତ ୧୨,୭୮୪ ଜଣ କନିଷ୍ଠ ଶିକ୍ଷକ ଉପକୃତ ହେବେ । ଏଥିପାଇଁ ଅତିରିକ୍ତ ୯୫ କୋଟି ଟଙ୍କା ବାର୍ଷିକ ଖର୍ଚ୍ଚ ହେବ।

ସୂଚନାଯୋଗ୍ୟ ଯେ 5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିୟୋଜିତ ଥିବା କନିଷ୍ଠ ଶିକ୍ଷକମାନେ ସେମାନଙ୍କ ଅସୁବିଧା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ।

Address

Puri
752016

Website

Alerts

Be the first to know and let us send you an email when Mj Smile World posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Mj Smile World:

Share