The Times Of Puri

The Times Of Puri Contact information, map and directions, contact form, opening hours, services, ratings, photos, videos and announcements from The Times Of Puri, Media/News Company, Puri.

କେମିତି ଚାଲିଛି ସ୍କୁଲ ? ଶିକ୍ଷକ କେତେବେଳେ ଆସୁଛନ୍ତି, ପିଲା କେତେ ଉପସ୍ଥିତ ଅଛନ୍ତି ? ସବୁ ଜଣାଇବ ଅନଲାଇନ ଉପସ୍ଥାନଏଣିକି ସ୍କୁଲରେ ଲାଗୁ ହେ...
26/10/2019

କେମିତି ଚାଲିଛି ସ୍କୁଲ ? ଶିକ୍ଷକ କେତେବେଳେ ଆସୁଛନ୍ତି, ପିଲା କେତେ ଉପସ୍ଥିତ ଅଛନ୍ତି ? ସବୁ ଜଣାଇବ ଅନଲାଇନ ଉପସ୍ଥାନ

ଏଣିକି ସ୍କୁଲରେ ଲାଗୁ ହେବ ଅନଲାଇନ ଉପସ୍ଥାନ ବ୍ୟବସ୍ଥା । ସ୍କୁଲ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ପାଇଁ ଲାଗୁ ହେବ ଏହି ବ୍ୟବସ୍ଥା । ପାଇଲଟ୍ ପ୍ରକଳ୍ପ ଜରିଆରେ ଏହି ଉପସ୍ଥାନ ପ୍ରକ୍ରିୟା ପ୍ରଥମେ ଗୋଟାଏ ଜିଲ୍ଲାର ଗୋଟିଏ ସ୍କୁଲ୍ରୁ ଲାଗୁ ହେବ । ତେବେ ଖୁବ୍ ଶୀଘ୍ର ଅନଲାଇନ୍ ଉପସ୍ଥାନ ବ୍ୟବସ୍ଥା ଲାଗୁ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ତେବେ ଏହି ବ୍ୟବସ୍ଥା ଲାଗୁ ହେବା ଫଳରେ କେତେ ଜଣ ଶିକ୍ଷକ ଓ କେତେ ଜଣ ଛାତ୍ରଛାତ୍ରୀ ସ୍କୁଲରେ କେତେ ସମୟ ବିତାଉଛନ୍ତି ତାହା ଜଣାପଡ଼ିବ। ଶିକ୍ଷା ବିଭାଗ ପକ୍ଷରୁ ପୂରା ରାଜ୍ୟରେ ୧୦୦ଟି ସ୍କୁଲ୍ ଅଫ ଏକ୍ସଲେନ୍ସ ଚିହ୍ନଟ କରାଯିବ। ଚିହ୍ନଟ କରାଯାଇଥିବା ୧୦୦ଟି ସ୍କୁଲରେ ସ୍ପୋକେନ ଇଂଲିଶ ଓ କମ୍ପ୍ୟୁଟର୍ ଶିକ୍ଷା ପ୍ରଦାନ କରାଯିବ

IBM "STEM FOR GIRLS" signing of MoU between Department of school and Mass education, Government of Odisha And IBM India ...
26/10/2019

IBM "STEM FOR GIRLS" signing of MoU between Department of school and Mass education, Government of Odisha And IBM India in the presence commissioner _cum_ secretary, School and mass education with SPD, OSEPA- (Sameer Ranjan Dash)

Say No To Crackers This Diwali......
24/10/2019

Say No To Crackers This Diwali......

Address

Puri

Alerts

Be the first to know and let us send you an email when The Times Of Puri posts news and promotions. Your email address will not be used for any other purpose, and you can unsubscribe at any time.

Share