Seshadev Rout

Seshadev Rout ସମ୍ମାନ ଦେଲେ ସମ୍ମାନ ଦେବି ନହେଲେ ଜୟ ଜଗନ୍ନାଥ

20/07/2025

होइहि सोइ जो राम रचि राखा।
को करि तर्क बढ़ावै साखा ॥

देखिए, अयोध्या धाम से प्रभु श्री राम की दिव्य श्रृंगार आरती का सीधा प्रसारण, प्रतिदिन, प्रातः 6:00 बजे, सिर्फ पर।

यहां देखें: https://www.youtube.com/live/qSbYEcUEWmI?si=OKF_MR29okTs_NXQ

20/07/2025
20/07/2025
Congratulations 🎊
17/07/2025

Congratulations 🎊

ପୁରୀ ରେ ଆୟୁଷମାନ୍ କାର୍ଡ଼ କୁ ଆଶା ଦିଦି ଘରେ ଥୋଇ ବସିଛନ୍ତି ,ଏହି ପୋଷ୍ଟ ପରେ ଲାଗୁଛି ଆଜି ମିଳିପାରେ
16/07/2025

ପୁରୀ ରେ ଆୟୁଷମାନ୍ କାର୍ଡ଼ କୁ ଆଶା ଦିଦି ଘରେ ଥୋଇ ବସିଛନ୍ତି ,ଏହି ପୋଷ୍ଟ ପରେ ଲାଗୁଛି ଆଜି ମିଳିପାରେ

କଖଡି ଗ୍ରାମ୍ୟ କମିଟି
16/07/2025

କଖଡି ଗ୍ରାମ୍ୟ କମିଟି

Creators, this one’s for you!

Join the Swachh Sujal Gaon Reel Competition and showcase how the Swachh Bharat Mission and Jal Jeevan Mission are turning villages into models of cleanliness and water security

Visit: https://www.mygov.in/task/swachh-sujal-gaon-reel-making-competition/





Ministry of Jal Shakti, Department of Water Resources, RD & GR

14/07/2025
ନାରୀ ଆତ୍ମନିର୍ଭରଶୀଳ ହେବାସହ  #ସରକାରୀଚାକିରି ନିମନ୍ତେ ଆଗକୁବଢ଼ିବାରରେ ସହାୟକ ହେବ.
13/07/2025

ନାରୀ ଆତ୍ମନିର୍ଭରଶୀଳ ହେବାସହ #ସରକାରୀଚାକିରି ନିମନ୍ତେ ଆଗକୁବଢ଼ିବାରରେ ସହାୟକ ହେବ.

13/07/2025

ନବକଳେବର-୨୦୧୫ ରୁ ଶ୍ରୀମନ୍ଦିର ରେ ପୂଜାପାଉଥିବା ଚତୁର୍ଧାମୂର୍ତି ଶ୍ରୀଜୀଉମାନଙ୍କ ଦଣ୍ଡବିଧାନ ତାଲିକା କୁ ଟିକେ ସ୍ମରଣ କଲେ ....... ମହାପ୍ରଭୁ ଦୋଷୀମାନଙ୍କୁ ସମୟହିସାବରେ ଉପଯୁକ୍ତ ବ୍ୟବସ୍ଥା କରିଚାଲିଛନ୍ତି #ଖସିଯିବା ଅସମ୍ଭବ. ଜୟଶ୍ରୀଜଗନ୍ନାଥ🙏🙏🙏🙏

winnerlist  Swachh Bharat Mission - Urban  Swachh Survekshan  2024 Congratulations 🎊
13/07/2025

winnerlist Swachh Bharat Mission - Urban Swachh Survekshan 2024
Congratulations 🎊

13/07/2025

🚨 Just 4 days to go!
The countdown to the Swachh Survekshan 2024-25 Awards has begun.

🏆 Celebrating the cities that set new standards in cleanliness.

Who will emerge as India’s cleanest city? STAY TUNED!

Ministry of Housing and Urban Affairs Manohar Lal Tokhan Sahu Press Information Bureau - PIB, Government of India Ministry of Information & Broadcasting, Government of India

ଶହିବାଶକ୍ତି ର ଅନ୍ତ ହେଲେ ସଂହାର ନିଶ୍ଚିତ, ନ୍ୟାୟ ପ୍ରଦାନ ରେ ଅହେତୁକ ବିଳମ୍ବ ଏବଂ ବିଭାଗୀୟ ଅଧିକାରୀ ସବୁଜାଣି ଚୁପ୍ ରହିବା  #ନୂତନସରକାର ଅ...
13/07/2025

ଶହିବାଶକ୍ତି ର ଅନ୍ତ ହେଲେ ସଂହାର ନିଶ୍ଚିତ, ନ୍ୟାୟ ପ୍ରଦାନ ରେ ଅହେତୁକ ବିଳମ୍ବ ଏବଂ ବିଭାଗୀୟ ଅଧିକାରୀ ସବୁଜାଣି ଚୁପ୍ ରହିବା #ନୂତନସରକାର ଅନଭିଜ୍ଞ ମନ୍ତ୍ରୀ ଶପଥପାଠ କଥା ମନେପକାଇବା ଆବଶ୍ୟକ ଯଦି ଜନସାଧାରଣଙ୍କୁ ସୁରକ୍ଷା ଦେବାରେ ବିଫଳ ତେବେ #ପଟପରିବର୍ତନ ରେ ସହାୟତା କରିଥିବା ଜନତା ଆଗକୁ #ଦକ୍ଷତା ଦେଖାଇବା ନିଶ୍ଚିତ. ସମୟ ଅଛି ସୁଧାରୀନେବା ଆବଶ୍ୟକ, ସମସ୍ତ ପ୍ରକାର ଅଭିଯୋଗ ଉପରେ ଉପଯୁକ୍ତ ବିଚାରକରି ନ୍ୟାୟ ମିଳିବା ଦରକାର.
#ବାଲେଶ୍ଵର ଘଟଣା.

Address

Puri

Telephone

+919437232258

Website

Alerts

Be the first to know and let us send you an email when Seshadev Rout posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Seshadev Rout:

Share