Amazing Puri

Amazing Puri Amazing news, facts, events and updates of Puri

22/04/2026

ସାମ୍ନାକୁ ଆସିଲା ସୁଧୀରଙ୍କୁ ଦିଆଯାଉଥିବା ନିର୍ଯ୍ୟାତନାର ଛାତିଥରା ଭିଡ଼ିଓ*
ଗୋପାଳପୁର ଥାନା ଅଞ୍ଚଳର ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ରଙ୍କୁ ଅପହରଣ କରିବା ପରେ ଏକ ଘଞ୍ଚ ଜଙ୍ଗଲରେ ରଖି ଶାରୀରିକ ନିର୍ଯାତନା ଦେଇଛନ୍ତି ଅପହରଣକାରୀମାନେ । ସୁଧିରଙ୍କୁ ଘଞ୍ଚ ଜଙ୍ଗଲରେ ରଖି ତଳେ ପକାଇ ଲାତ ଗୋଇଠା ସହ ବାଡ଼ିରେ ମାଡ଼ ମାରିଛନ୍ତି । ଏହାସହ ଏକ ବନ୍ଧୁକରେ ତାଙ୍କ ହାତକୁ ମଧ୍ୟ ଗୁଳି କରି ମୁଣ୍ଡରେ ବନ୍ଧୁକ ରଖି ମଧ୍ୟ ହତ୍ୟା ଧମକ ଦେଇଛନ୍ତି । ଏଭଳି ନିର୍ଯାତନା ଭିଡ଼ିଓ କରି ସୁଧିରଙ୍କ ପରିବାର ଲୋକଙ୍କୁ ପଠାଇଥିଲେ ଅପହରଣକାରୀମାନେ । ଏହା ବଦଳରେ ୨ କୋଟି ଟଙ୍କା ମଧ୍ୟ ମାଗିଥିଲେ । ଅପହରଣକାରୀଙ୍କ ନିର୍ଯ୍ୟାତନା ସହି ନ ପାରି ମୋତେ ସୁଟ୍ କରିଦିଅ ବୋଲି କହିଥିଲେ ସୁଧୀର । ତେବେ ଦେଖନ୍ତୁ ଏହି ଭିଡ଼ିଓ କିଭଳି ଭାବେ ଅପହରଣକାରୀମାନେ ସୁଧୀରକୁ ନିର୍ଯ୍ୟାତନା ଦେଉଛନ୍ତି ।

Shame shame

Address

Puri
Puri
752001

Alerts

Be the first to know and let us send you an email when Amazing Puri posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category