
23/12/2024
ଗୋଟେ ଝିଅ ଯେତେବେଳେ ଗୋଟେ ପୁଅକୁ ନିଜ ଜୀବନ ଠାରୁ ବେଶି ଭଲ ପାଇଥାଏ ତା ପାଇଁ ସେ ସବୁକିଛି କରିପାରେ |କେତେବେଳେ ପରିବାର ସହ ଲଢ଼େ ତ କେତେବେଳେ ସମାଜ ସହ କିନ୍ତୁ ଜୀବନରେ ଯେତେ ବି ଖରାପ ପରିସ୍ତିତି ଆସୁ ସେ କେବେବି ସେ ପୁଅର ହାତ ଛାଡି ନଥାଏ |❤️
ବିବେକ ଓ ଶ୍ରିଜନ୍ ସତରେ ତମ ପ୍ରେମ ଜିତି ଯାଇଛି |ଶ୍ରିଜନ୍ ସୁବେଦି ନାରୀ ଜତି ପାଇଁ ଏକ ସୁନ୍ଦର ଉଦାହରଣ ତମେ | ପ୍ରକୁତ ପ୍ରେମ କଣ ତମ ଠାରୁ ଶିଖିବା କଥା |❤️
କେବଳ ଜଣକୁ ପାଇଯିବା ତାହା ପ୍ରେମ ନୁହେଁ |ଜିବନରେ ପ୍ରତିଟି ସମୟରେ ଜଣେ ଜଣକ ପାଇଁ ଛିଡା ହବା ପ୍ରେମ |ଏତେବଡ ଦୁନିଆରେ ଜଣକୁ ନିଜଠୁ ବେଶି ବିଶ୍ବାସ କରିବା ଆଉ ସୁଖ ଦୁଃଖ ରେ ଦୁହେଁ ସଥୀ ହୋଇ ଚାଲିବା ହେଉଛି ପ୍ରେମ ❤️
Viral Odisha