Ajira Odisha

Ajira Odisha Fastest Breaking Fastest News around the Corner
(1)

17/03/2026

ବଡ଼ଭାଇ ବରାଳ ବାଲୁଙ୍କେଶ୍ୱର ଙ୍କୁ ନିମନ୍ତ୍ରଣ ଦେଲେ ସାନ ଭାଇ ବଲପୁର ବାଲୁଙ୍କେସ୍ୱର

16/03/2026

#ନବୀନ_ନିବାସରେ_ବିଜେଡି_ବିଧାୟକଗଣ
ରାଜ୍ୟସଭା ଭୋଟ ପୂର୍ବରୁ, ଦଳୀୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସହିତ ସ୍ୱତନ୍ତ୍ର ସାକ୍ଷାତକାର କରିବା ନିମନ୍ତେ, ଦଳର ସମସ୍ତ ବିଧାୟକଗଣ ନବୀନ ନିବାସରେ ଏକତ୍ରିତ ହୋଇଥିଲେ।

15/03/2026

ଧ୍ରୁବ ରାଠୀ ସାମ୍ନାକୁ ଆଣିଲେ ସାଙ୍ଘାତିକ ତଥ୍ୟ। କେମିତି ଅରବିନ୍ଦ କେଜରିୱାଲ ଙ୍କୁ ଚକ୍ରାନ୍ତକରି ଚକ୍ରବିହୁରେ ଫସାଇଥିଲା ବିଜେପି ସରକାର।

14/03/2026

ବିଜେପି ସରକାରରେ ରାଜ୍ୟରେ କିଭଳି ଚାଲିଛି ଆଇନ ଶୃଙ୍ଖଳା ।
゚viralシfypシ゚viralシ

13/03/2026

ଟିଏମସି ସାଂସଦ ସୟାନି ଘୋଷଙ୍କ; ମିଠା ଭାଷାରେ ଟାଣ ସମାଲୋଚନା
Ghosh's Remarks
for removal of Lok Sabha Speaker Omm Birla
Reels

11/03/2026

ସ୍ୱାସ୍ଥ୍ୟ ମନ୍ତ୍ରୀ ହେବା ପାଇଁ ବାବୁଙ୍କର ଏବେଠୁ ପ୍ରୟାସ।ସେପଟେ ବାବୁଙ୍କ ଅଞ୍ଚଳରେ ସମସ୍ୟା ଉପରେ ସମସ୍ୟା ।

10/03/2026

ଓଡ଼ିଶାରେ ବିଜେପିର ଘୋଡା ବେପାର, ଆଗାମୀ ରାଜ୍ୟସଭା ନିର୍ବାଚନରେ କ୍ଳିଅର ହେଇଯିବ।

10/03/2026

ଗୁରୁତ୍ୱପୂର୍ଣ୍ଣ ସୂଚନା।
❗️

10/03/2026

#ମିଶ୍ରବାବୁ_ନମସ୍କାର_PART18
#ନୂତନ_ଅଧ୍ୟାୟ_୧୮
🙏
#ମନୋରଞ୍ଜନ_ମାଧ୍ୟମରେ_ଅଞ୍ଚଳର_ବିକାଶ_ପାଇଁ #ଆଜିର_ଓଡିଶା_ପକ୍ଷରୁ_ନୂଆ_ପ୍ରୟାସ
❤️シviralシ ゚

06/03/2026

ଆଠଗଡ ବିଧାୟକ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଙ୍କ ପୁତ୍ର ଆଦିତ୍ୟ ପ୍ରତାପଙ୍କ ( ଆକାଶ) ର ବିବାହ ଭୋଜି ଉତ୍ସବରେ ସମିଲ ହୋଇ ନବ ଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

06/03/2026

ସତ୍ୟବାଦୀ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ବିଜୁ ବାବୁଙ୍କ ନୀତି ଆଦର୍ଶ ମାର୍ଗରେ ଯିବା ପାଇଁ କର୍ମୀଙ୍କୁ ଆହ୍ୱାନ ଦେଲେ ବିଜେଡି ଜିଲ୍ଲା ସଭାପତି।

05/03/2026

Tame Kuade Gala he Nabin
ତମେ କୁଆଡେ ଗଲହେ ନବୀନ
❤️😽

Address

At:New Market Complex, Bus Stand , Sakhigopal
Puri
752014

Alerts

Be the first to know and let us send you an email when Ajira Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Ajira Odisha:

Share