26/06/2025
ରଥ ପ୍ରସ୍ତୁତ ପଥ ବି ପ୍ରସ୍ତୁତ...ଅପେକ୍ଷା ଖାଲି କାଳିଆ ସୁନାର ଆଗମନକୁ । ବଡ ଦେଉଳରୁ ଝୁଲି ଝୁଲି ଆସି ରଥରେ ବସିବେ । ଧନୀ ଗରିବ , ସବର୍ଣ୍ଣ ଅସବର୍ଣ୍ଣ , ଦଳିତ ପତିତ ସମସ୍ତଙ୍କ ଗହଣରେ ରଥରେ ବସି ଯିବେ କାଲିଆ ସାଆନ୍ତେ ।
ବିଶ୍ୱାସ ପ୍ରତିଟି ଓଡ଼ିଆର
https://twitter.com/odishabiswas
Puri
752001
Be the first to know and let us send you an email when Odisha Biswas posts news and promotions. Your email address will not be used for any other purpose, and you can unsubscribe at any time.