NAJAR

NAJAR ଖବର ଠାରୁ ମନୋରଞ୍ଜନ ସବୁ ଗୁଡ଼ିକ ଆପଣଙ୍କ ମୋବାଇଲରେ..

02/06/2024

ଏ ହେଇଛି ସମୀର ଦାଶଙ୍କ ବ୍ୟବହାର, ଥରେ ଦେଖ

ଆପଣ କୁହନ୍ତୁ...
20/05/2024

ଆପଣ କୁହନ୍ତୁ...

10/05/2024

ବିଜେଡିର ନିର୍ବାଚନୀ ଇସ୍ତାହାର ପାଣ୍ଡିଆନ ଦ୍ଵାରା ପାଣ୍ଡିଆନ ର ଆଉ ପାଣ୍ଡିଆନ ପାଇଁ

28/04/2024

ଜଳୁଛି ନିଆଁ

26/04/2024

ଖରାରେ rd କଲେଜ ପିଲା ଧାରଣାରେ

23/04/2024

ସମୀର ନାଁରେ ଥିବା ଅଭିଯୋଗ ର ପ୍ରମାଣ ଏବେ ବିଜେଡି ହାତରେ ବେଶୀ କହିଲେ ମାମୁଁ ଘରକୁ ଭିଡ଼ାହେବେ ସମୀର ଦାସ

22/04/2024

କଲ୍ୟାଣି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗତକାଲି ସଂଧ୍ୟାରେ କଟକ ରୁ ଭୁବନେଶ୍ୱର ରାଜରାସ୍ତା ରେ ଥିବା ବୁଲା ଗାଇ ଓ ଷଣ୍ଢ ମାନଙ୍କୁ ରାତ୍ରି ସମୟରେ ଦୁର୍ଘଟଣା କୁ ଅଟକାଇବା ପାଇଁ ରେଡ଼ିଅମ ବେଲ୍ଟ ପିନ୍ଧାଇ ଥିଲେ ।

22/04/2024

ରାଣୀ ପ୍ରିୟଦର୍ଶିନୀ ପିଲା ମାନଙ୍କୁ ଥଣ୍ଡା ପାନୀୟ ବାଣ୍ଟିଲେ

21/04/2024

ଯିଏ ଭଲ ଭାବରେ ଓଡ଼ିଆ କହିପାରୁନି ସିଏ କୁଆଡେ ପ୍ରଵକ୍ତା 🤣🤣🤣ହଁ ହେବନି କେମିତି ମ, ମୁଖିଆ ପରା ସେମିତି l ଟିକେ ତୋ ଲାଜ ଲଜ୍ୟା ରଖ ବେ ତୁମ ପରିବାର କଣ କହିବେ ତୁମ ଭବିଷ୍ୟତ ପିଢୀ କଣ କହିବେ l

21/04/2024

ବଡ଼ଚଣା ନିର୍ବାଚନ ମଣ୍ଡଳୀ ରୁ ବିଧାୟିକା ପ୍ରାର୍ଥୀନୀ ଭାବେ ବିଜୁଜନତା ଦଳ ବର୍ଷା ପ୍ରିୟଦର୍ଶିନୀ ଙ୍କ ନାମ ଘୋଷଣା କରିବା ପରେ ବର୍ଷା କଟକ ରେ ମା କଟକ ଚଣ୍ଡୀ ଙ୍କ ଦର୍ଶନ କରିଛନ୍ତି।

Address

Nimapada, Odisha
Puri

Website

Alerts

Be the first to know and let us send you an email when NAJAR posts news and promotions. Your email address will not be used for any other purpose, and you can unsubscribe at any time.

Share