Viral Puri

Viral Puri Viral Puri ସବୁବେଳେ ପୁରୀ ବାସୀଙ୍କ ସାଥିରେ

ଟାଉନ ଥାନା ପୋଲିସ ୨ ଅଭିଯୁକ୍ତ ବିବେକ ଓ ମୁକେଶ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ୪ ଅଭିଯୁକ୍ତ ଫେରାର, ଅଭିଯୁକ୍ତଙ୍କ ଠାରୁ ଦୁଇଟି କଟୁରୀ ...
28/02/2026

ଟାଉନ ଥାନା ପୋଲିସ ୨ ଅଭିଯୁକ୍ତ ବିବେକ ଓ ମୁକେଶ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ୪ ଅଭିଯୁକ୍ତ ଫେରାର, ଅଭିଯୁକ୍ତଙ୍କ ଠାରୁ ଦୁଇଟି କଟୁରୀ ସହିତ ୪୦୦ ଟଙ୍କା ଏବଂ ଲଙ୍କା ଗୁଣ୍ଡ ଜବତ ।

07/01/2026

ମହାନତା ଦେଖାଇଲେ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର l

27/12/2025

ସାମ୍ନାକୁ ଆସିଲା ବର୍ଷା ଓ ଗୁଲୁଆଙ୍କ ବାପା କଲ୍ ରେକର୍ଡିଂ, ଖୋଲିଗଲା ଗୁଲୁଆଙ୍କ ଗୁମର୍ l
Barsha's Special Viral Puri

14/12/2025

ସାରା ଜଗତର ତୁ ଏକା ମାଲିକ୍🙏
Viral Puri

24/10/2025

ରାମଚଣ୍ଡୀ ଥାନା ତରକୋର ଗ୍ରାମରେ ଝିଅକୁ ଫସାଇ ନେଇଯାଉଥିବା ସମୟରେ ଗ୍ରାମବାସୀଙ୍କ ଦ୍ବାରା ମୁସଲମାନ ଯୁବକ ଅଟକ।
Viral Puri

20/10/2025

ପୁରୀରେ ପୋଲିସ ବୋଲି ତାଙ୍କୁ ଛଡାହବ ହେଲେ ସାମ୍ବାଦିକଙ୍କୁ ମନା ।
Viral Puri

07/10/2025

ଆଜି କଣାସ ବିନ୍ଧଣ ଛକ ଲକ୍ଷ୍ମୀ ବସ୍ ଭିତରେ ଯାତ୍ରୀଙ୍କୁ ଆକ୍ରମଣର ଲାଇଭ ଦୃଶ୍ୟ ।
Viral Puri

02/10/2025

ଅନ୍ଧକାରରେ ମା' ରାମଚଣ୍ଡୀଙ୍କ ପୀଠ
Viral Puri Prabhati Parida

28/09/2025

ପୁରୀରେ ଝିଅମାନେ ଆଉ ସୁରକ୍ଷିତ ନାହାନ୍ତି
Viral Puri

10/08/2025

ଚନ୍ଦ୍ରଭାଗା ସମୁଦ୍ରରେ ବୁଡ଼ି ୩ ଯୁବକ ମୃତ ।

28/06/2025

ମହାପ୍ରଭୁଙ୍କ ଫଟୋକୁ ଅସମ୍ମାନ😡

Address

Puri

Website

Alerts

Be the first to know and let us send you an email when Viral Puri posts news and promotions. Your email address will not be used for any other purpose, and you can unsubscribe at any time.

Share