Deepak Kanungo

Deepak Kanungo Jay Jagannath | Nation first. Truth always.

10/04/2026

3400 କୋଟି ଫୁଣି ଖର୍ଚ୍ଚ ହେବ ରଙ୍ଗ ମାରିବା ପାଇଁ ..

ହେ ପ୍ରଭୁ ସବୁ ତୁମ ଭରସାରେ ।।

ବହୁତ୍ ସୁନ୍ଦର୍ ଆମର ଓଡ଼ିଆ ଅସ୍ମିତା !ଓଡ଼ିଶା ରେ ୩ ଟି ଭାଷା କୁ ଅନୁମତି ଥିବା ବେଳେ ପୁରୀ ମାଟି ରେ ଶାସକ ଦଳ ତଥା ବିଜେପି ର ବଙ୍ଗାଳୀ ପ୍ରେମ...
10/04/2026

ବହୁତ୍ ସୁନ୍ଦର୍ ଆମର ଓଡ଼ିଆ ଅସ୍ମିତା !

ଓଡ଼ିଶା ରେ ୩ ଟି ଭାଷା କୁ ଅନୁମତି ଥିବା ବେଳେ ପୁରୀ ମାଟି ରେ ଶାସକ ଦଳ ତଥା ବିଜେପି ର ବଙ୍ଗାଳୀ ପ୍ରେମ ।
ଏମାନେ କୁଆଡୁ ଓଡ଼ିଶା ଅସ୍ମିତା ନାରା ଦେଇ ଶାସନ କୁ ଆସି ଥିଲେ ।
ପ୍ରଭୁ ଜଗନ୍ନାଥ ଏମାନଙ୍କୁ ସଦବୁଦ୍ଧି ଦିଅ🙏🙏
ଆଉ ୪ କୋଟି ଓଡ଼ିଆଙ୍କ ପାଇଁ ଚେତାବନୀ ..

ଭୁବନେଶ୍ୱର ରୁ ଖୋର୍ଦ୍ଧା କୁ ହେଲିକପ୍ଟର ରେ...ଯାହା ଲାଗୁଚି ଓଡ଼ିଶା ର ଅର୍ଥନୀତି କୁ ଖୋଳ କରିବାକୁ ୫ ବର୍ଷ କି ୨୪ ବର୍ଷ ଦରକାର ନାହିଁ କେବଳ ...
10/04/2026

ଭୁବନେଶ୍ୱର ରୁ ଖୋର୍ଦ୍ଧା କୁ ହେଲିକପ୍ଟର ରେ...

ଯାହା ଲାଗୁଚି ଓଡ଼ିଶା ର ଅର୍ଥନୀତି କୁ ଖୋଳ କରିବାକୁ ୫ ବର୍ଷ କି ୨୪ ବର୍ଷ ଦରକାର ନାହିଁ କେବଳ ଗୋଟିଏ ବର୍ଷ ଆଉ ବିଜେପି ସରକାର ଦରକାର।।

ଲାଗୁଚି ମୋହନ ବାବୁ ନବୀନ ବାଙ୍କୁ ଥୁ ବେଶୀ ଦୁର୍ବଳ ।।।

#ଓଡ଼ିଆ_ଅସ୍ମିତା

01/04/2026

भारत की उन्नति और प्रगति के रथ का महत्वपूर्ण हिस्सा रहा ओडिशा, अपनी समृद्ध संस्कृति, अनोखे शिल्प और गौरवशाली इतिहास के लिए प्रसिद्ध है।

उत्कल दिवस की सभी प्रदेशवासियों को हार्दिक शुभकामनाएं।

01/04/2026

ଉତକ୍ଳ ଦିବସ ର ହାର୍ଦ୍ଦିକ ଅଭିନନ୍ଦନ 🙏🙏

₹60 → ₹95This is not growth. This is a silent collapse.But wait…We were promised “Acche Din”, right?Demonetization — “bl...
28/03/2026

₹60 → ₹95
This is not growth. This is a silent collapse.
But wait…
We were promised “Acche Din”, right?
Demonetization — “black money khatam hoga”
People stood in lines… nothing changed.
COVID — people ran for oxygen, jobs vanished,
but we were told to clap and light diyas.
Petrol, LPG — prices keep rising,
and we keep adjusting our lives.
And now ₹ at 95 —
still no questions? still no accountability?
If this is “development”…
then what does failure look like?
You don’t need to be an economist to understand —
your life is getting expensive, your money is getting weaker.
Stop celebrating slogans.
Start questioning reality.
Because today it’s ₹95…
Tomorrow?
Are you still going to stay silent?
Or will you finally ask questions?
👇 Comment your opinion — let’s see who still supports this.

28/03/2026

✨ White Aparajita 🤍
Shot on ✨ White Aparajita 🤍
Shot on Vivo V70 Elite 📸

Some flowers don’t try to impress…
they just bloom and steal the moment 🌿

In a world full of noise,
choose to grow quietly 💫

👉 Can a phone really capture this beauty?

TrendingReels ViralReel ReelsIndia NatureLovers PhotographyIndia GreenVibes SimpleBeauty

Address

Grand Road, Puri
Puri
752001

Alerts

Be the first to know and let us send you an email when Deepak Kanungo posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Deepak Kanungo:

Share