Odia Trends

Odia Trends ଆମେ ଓଡ଼ିଆ, ଭାରି ବଢିଆ!

07/09/2025

ଉତ୍କଣ୍ଠା ବଢ଼ାଉଛି ଭୁବନେଶ୍ବରର ନୂଆ ସହର। ଭୁବନେଶ୍ୱର ର ଆଗାମୀ ବିକାଶ କରିଡର ହେବ **ଗୋଠପାଟଣା**।ଦ୍ରୁତ ଗତିରେ ଭୁବନେଶ୍ୱର ର ଆଗାମୀ ବିକାଶ କେନ୍ଦ୍ର ଭାବେ ଉଦୟମାନ ହେଉଛି **ଗୋଠପାଟଣା**। 800 ଏକର ଜମିରେ ହେବାକୁ ଯାଉଛି ନୂଆ ଭୁବନେଶ୍ୱର ପ୍ରକଳ୍ପ। ଭିତ୍ତିଭୂମି ଏବଂ ବିଶ୍ୱସ୍ତରୀୟ ସହରାଞ୍ଚଳ ବିକାଶ ର ଯୋଜନା କରିଛି BDA। ଯାହାଦ୍ୱାରା ଏଠାରେ ସମ୍ପତ୍ତି ମୂଲ୍ୟ ବୃଦ୍ଧି ପାଇବାକୁ ଯାଉଛି।

ଏଣିକି ଗୋଠପାଟଣା ହେଉଛି ଭୁବନେଶ୍ୱର ର ଭବିଷ୍ୟତ। ଗଢି ଉଠୁଛି ନୂତନ ପରିଚୟ। ଏହାରି ମଧ୍ୟରେ ଏଟିଆର ଗୣପ୍ ଆଣିଛି ପ୍ରିମି‌‌ୟମ୍ ହାଇରାଇଜ୍ ଆପାର୍ଟମେଣ୍ଟ "ଅର୍ବନ୍ ସେରେନୋ"। ଏହା ହେଉଛି ଏକ ପ୍ରିମିୟମ ଲାଇଫଷ୍ଟାଇଲ ସାଙ୍ଗକୁ ଅତ୍ୟାଧୁନିକ ସୁବିଧା ବିଶିଷ୍ଟ
ଆପାର୍ଟମେଣ୍ଟ।

ତେବେ ଆଉ ବିଳମ୍ବ ନକରି ଏହି ସୁବର୍ଣ୍ଣ ସୁଯୋଗ ର ଲାଭ ଉଠାନ୍ତୁ। ନିଜ ଭବିଷ୍ୟତ ପାଇଁ ନିବେଶ କରନ୍ତୁ। ନୂତନ-ଆଶା, ନୂତନ - ବିଶ୍ୱାସ "ଅର୍ବନ୍ ସେରେନୋ"। Videocourtesy- KanakNews

ମହଣ ମହଣ ସୁନା ଅଳଙ୍କାର ରେ ସଜେଇ ହୋଇଛନ୍ତି ରଥାରୂଢ଼ ବଳିଆ ଠାକୁର
06/07/2025

ମହଣ ମହଣ ସୁନା ଅଳଙ୍କାର ରେ ସଜେଇ ହୋଇଛନ୍ତି ରଥାରୂଢ଼ ବଳିଆ ଠାକୁର

ମହଣ ମହଣ ସୁନା ଅଳଙ୍କାର ରେ ସଜେଇ ହୋଇଛନ୍ତି ରଥାରୂଢ଼ କାଳିଆ ସାଆନ୍ତେ
06/07/2025

ମହଣ ମହଣ ସୁନା ଅଳଙ୍କାର ରେ ସଜେଇ ହୋଇଛନ୍ତି ରଥାରୂଢ଼ କାଳିଆ ସାଆନ୍ତେ

ଶ୍ରୀବିଗ୍ରହଙ୍କ ସୁନା ବେଶ
06/07/2025

ଶ୍ରୀବିଗ୍ରହଙ୍କ ସୁନା ବେଶ

ବଡ଼ବାଡ଼ ସାମନ୍ତ ଶ୍ରୀ ବଳଭଦ୍ର ମହାପ୍ରଭୁଙ୍କର ବାହୁଡ଼ା ପହଣ୍ଡି
05/07/2025

ବଡ଼ବାଡ଼ ସାମନ୍ତ ଶ୍ରୀ ବଳଭଦ୍ର ମହାପ୍ରଭୁଙ୍କର ବାହୁଡ଼ା ପହଣ୍ଡି

ଦେବୀ ସୁଭଦ୍ରା ଧାଡ଼ି ପହଣ୍ଡିରେ ଦର୍ପଦଳନ ରଥକୁ ବିଜେ କରୁଥିବାର ମନଲୋଭା ଦୃଶ୍ୟ।
05/07/2025

ଦେବୀ ସୁଭଦ୍ରା ଧାଡ଼ି ପହଣ୍ଡିରେ ଦର୍ପଦଳନ ରଥକୁ ବିଜେ କରୁଥିବାର ମନଲୋଭା ଦୃଶ୍ୟ।

ସ୍ନାନ ବେଦୀରେ ଶ୍ରୀଜୀଉ ଙ୍କ ମହାସ୍ନାନ
11/06/2025

ସ୍ନାନ ବେଦୀରେ ଶ୍ରୀଜୀଉ ଙ୍କ ମହାସ୍ନାନ

ସ୍ନାନ ମଣ୍ଡପ ରେ ଶ୍ରୀଜୀଉ
11/06/2025

ସ୍ନାନ ମଣ୍ଡପ ରେ ଶ୍ରୀଜୀଉ

26/02/2025

ଶିବଲିଙ୍ଗ ରେ କାହିଁକି ଅର୍ପଣ କରାଯାଏ ଖୀର

26/02/2025

ଜାଣନ୍ତୁ କାହିଁକି ପାଳନ କରାଯାଏ ମହାଶିବରାତ୍ରି।

11/02/2025

ପତିତପାବନ ମହାପ୍ରଭୁଙ୍କ ଆଜିର ମଙ୍ଗଳ ଆଳତି ଦର୍ଶନ

Address

Duttatota, Budhimaa Lane, Puri. Pin
Puri
752001

Website

Alerts

Be the first to know and let us send you an email when Odia Trends posts news and promotions. Your email address will not be used for any other purpose, and you can unsubscribe at any time.

Share