Ashutosh Insights

Ashutosh Insights Unbiased news and deep analysis—only on Ashutosh Insights.

21/11/2024

The driver was reversing his Toyota Innova on the national highway in Karnataka's Kundapur. The reverse parking lights were engaged and the car was on the left corner of the road, a video showed.

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।
15/11/2024

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ।

BREAKING ..........-ପୋଖରୀରେ ବୁଡି ଦୁଇ ଭାଇଙ୍କର ମୃତ୍ୟୁ।  କାମାକ୍ଷାନଗର -ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାନପୁରା ପଞ୍ଚାୟତ ଅନ୍...
14/11/2024

BREAKING ..........-ପୋଖରୀରେ ବୁଡି ଦୁଇ ଭାଇଙ୍କର ମୃତ୍ୟୁ।

କାମାକ୍ଷାନଗର -ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାନପୁରା ପଞ୍ଚାୟତ ଅନ୍ତର୍ଗତ ଏକତାଳି ଗାଁରେ ପୋଖରୀରେ ବୁଡି ଦୁଇ ଭାଇଙ୍କର ମୃତ୍ୟୁ ହୋଇଛି। ମୃତ ଦୁଇ ନାବାଳକ ଭାଇ ହେଲେ ଏକତାଳି ଗାଁର ପ୍ରଶାନ୍ତ ବେହେରାଙ୍କ ସାନପୁଅ ଆକାଶ ବେହେରା ଏବଂ ସୁଶାନ୍ତ ବେହେରାଙ୍କ ସାନ ପୁଅ ଗଣେଶ୍ଵର ବେହେରା। ଉଭୟେ ଗାଁ ପାଖ ପୋଖରୀରେ ଗାଧୋଉଥିବା ବେଳେ ଅସାବଧାନତା କାରଣରୁ ପୋଖରୀରେ ବୁଡି ଯାଇଥିଲେ। ପରିବାର ଲୋକେ ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତ ଦେହ ଗୁଡିକୁ ପୋଖରୀରୁ ଉଦ୍ଧାର କରିଛନ୍ତି। ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠେଇ ଅଧିକ ତଦନ୍ତ ଜାରି ରଖିଛି। ସେପଟେ ଦୁଇ ନାବାଳକ ଶିଶୁଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

06/11/2024

ମା ତାରାତାରିଣୀଙ୍କ ମନ୍ଦିରରୁ ଚୋରି

- ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରିଛନ୍ତି ଚୋର

-ଘଟଣା ସ୍ଥଳରେ ପୁରୁଷୋତ୍ତମପୁର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

20/07/2022

୨୨ ତାରିଖ ଶୁକ୍ରବାର ଦିନ ଢେଙ୍କାନାଳ_ବନ୍ଦ
୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ ଉଦେଶ୍ୟରେ ଢେଙ୍କାନାଳ ବାସୀଙ୍କ ବନ୍ଦ ଡାକରା !

Coming soon .......
20/12/2021

Coming soon .......

Address

Purushottampur

Website

Alerts

Be the first to know and let us send you an email when Ashutosh Insights posts news and promotions. Your email address will not be used for any other purpose, and you can unsubscribe at any time.

Share