Rajgangpur Samachar

Rajgangpur Samachar Follow Us To Stay Updated With All Important News. Contact For Running .

ରାଜଗାଙ୍ଗପୁର ସାର୍ବଜନିକ ଗଣେଷ ପୂଜା କମିଟିର ନୂତନ ସଭପତି ରମେଶ ଅଗ୍ରୱାଲ !Rajgangpur Samachar
24/05/2025

ରାଜଗାଙ୍ଗପୁର ସାର୍ବଜନିକ ଗଣେଷ ପୂଜା କମିଟିର ନୂତନ ସଭପତି ରମେଶ ଅଗ୍ରୱାଲ !

Rajgangpur Samachar

17/01/2025
16/01/2025
     ଚନ୍ଦ୍ରଭାଗା ଠାରେ ଆୟୋଜିତ ହେଉଥିବା ୧୪ତମ ଆନ୍ତର୍ଜାତୀୟ ବାଲୁକାକଳା ପ୍ରଦର୍ଶନୀରେ ରାଜଗାଙ୍ଗପୁରର ଶ୍ରୀ ରାଜୁ ସାହୁ !ଏହି ପ୍ରଦର୍ଶନୀରେ ...
03/12/2024


ଚନ୍ଦ୍ରଭାଗା ଠାରେ ଆୟୋଜିତ ହେଉଥିବା ୧୪ତମ ଆନ୍ତର୍ଜାତୀୟ ବାଲୁକାକଳା ପ୍ରଦର୍ଶନୀରେ ରାଜଗାଙ୍ଗପୁରର ଶ୍ରୀ ରାଜୁ ସାହୁ !

ଏହି ପ୍ରଦର୍ଶନୀରେ ଭାରତ ସମେତ ବିଶ୍ୱର ୮ଟି ଦେଶରୁ ଅଂଶଗ୍ରହଣ କରିଥିବା ୧୨୯ଜଣ ବାଲୁକାଶିଳ୍ପୀଙ୍କ କଳା ପ୍ରଦର୍ଶନୀ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ଏବଂ ଆକର୍ଷଣୀୟ।

Odisha Tourism Mohan Charan Majhi

ରାଜଗାଙ୍ଗପୁର ପ୍ରୋର୍ ପଳିକା ଡାଲମିଆ ସିମେଣ୍ଟ (DCBL) କୁ କନଭେୟର ବେଲ୍ଟ ସମ୍ବନ୍ଧୀୟ NOC ରଦ୍ଦ କରିଛି। ଆଜି ନଗର ପାଲିକାର କାର୍ଯ୍ୟକାରୀ ଅଧି...
30/11/2024

ରାଜଗାଙ୍ଗପୁର ପ୍ରୋର୍ ପଳିକା ଡାଲମିଆ ସିମେଣ୍ଟ (DCBL) କୁ କନଭେୟର ବେଲ୍ଟ ସମ୍ବନ୍ଧୀୟ NOC ରଦ୍ଦ କରିଛି। ଆଜି ନଗର ପାଲିକାର କାର୍ଯ୍ୟକାରୀ ଅଧିକାରୀ ଏକ ପତ୍ର ଦ୍ୱାରା 25/1/2015 ତାରିଖର NOC ନମ୍ବର 225 ରଦ୍ଦ କରିଛନ୍ତି ଏବଂ ସହିତ ଏହା ମଧ୍ୟ କହିଛନ୍ତି ଯେ ଏପରି ଦୁର୍ଘଟନା ହେତୁ ଅନ୍ୟ ଦୁଇଟି NOC କାହିଁକି ରଦ୍ଦ କରାଯିବ ନାହିଁ। ଡାଲମିଆ କମ୍ପାନୀକୁ 15 ଦିନର ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଛି।

ଏହି ଘଟଣା ପରେ, ଡାଲମିଆ କମ୍ପାନୀ ବିରୋଧରେ ଲୋକମାନେ ଏକତ୍ର ହେବା ଆରମ୍ଭ କରିଛନ୍ତି।

ବେଦବ୍ୟାସ ଓଭରବ୍ରିଜରେ ଆଧ୍ୟାତ୍ମିକ ଫୋଟୋ ରାସ୍ତାର ଉଭୟ ପାର୍ଶ୍ୱରେ
29/11/2024

ବେଦବ୍ୟାସ ଓଭରବ୍ରିଜରେ ଆଧ୍ୟାତ୍ମିକ ଫୋଟୋ ରାସ୍ତାର ଉଭୟ ପାର୍ଶ୍ୱରେ

26/11/2024

ୁର୍ଘଟଣାରୁ_ବର୍ତିଲେ_ଯାତ୍ରୀ
ରାଜଗାଙ୍ଗପୁର ତଥା ଏସିଆ ମହାଦେଶର ପ୍ରସିଦ୍ଧ ସିମେଣ୍ଟ କାରଖାନା ଲୋକଙ୍କ ଜୀବନ ସହ ଖେଳୁଛି ! ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ ଲାଇନ ୧ ରୁ ଲାଇନ ୨ କୁ ମାଲ ପରିବହନ ସଂଯୋଗ କରୁଥିବା କାନବେୟାର ବେଲ୍ଟ ଭାଙ୍ଗିଲା ! ରାସ୍ତା ଯାଉଥିବା ବସ ଅଳ୍ପକେ ବର୍ତ୍ତିଲା ! ଅନେକ ଯାତ୍ରୀ ଦୁର୍ଘଟଣାରୁ ବର୍ତ୍ତିଲେ ! ସେଫଟି ପାଇଁ ଡ଼ିଡ଼ିମ ପିଟୁଥିବା ଡାଲମିଆ କମ୍ପାନୀର ଖାମଖିଆଲିର ପାଇଁ ଦାଈ କିଏ ??? ଲୋକଙ୍କ ଜୀବନ ସହ ଖେଳିବାର ଅଧିକାର ଦେଲା କିଏ ???

Rajgangpur Samachar Rajgangpur Group

Address

Rajgangpur
770017

Website

Alerts

Be the first to know and let us send you an email when Rajgangpur Samachar posts news and promotions. Your email address will not be used for any other purpose, and you can unsubscribe at any time.

Share