God's Word

God's Word ଈଶ୍ୱରଙ୍କ ବାକ୍ୟ ମାଧ୍ୟମ ରେ ଲୋକମାନଙ୍କ ଜାଗତିକ ଏବଂ ଆତ୍ମିକ ଜୀବନ ଶୈଳୀକୁ ବଦଳାଇବା ପାଇଁ ପ୍ରୟାସ କରୁଛି I ✝️✝️✝️

13/08/2025
13/08/2025

You will receive whatever you ask for in prayer.
ବିଶ୍ୱାସ କରି ପ୍ରାର୍ଥନାରେ ଯାହା କିଛି ମାଗିବ, ସେହିସବୁ ପାଇବ।

13/08/2025
13/08/2025

Obey all the commands !
ତୁମ୍ଭେମାନେ ମୋତେ ପ୍ରେମ କର, ତାହାହେଲେ ମୋହର ଆଜ୍ଞାସବୁ ପାଳନ କରିବ।

13/08/2025
13/08/2025

We are his creation!✝️✝️✝️
ଆମ୍ଭେମାନେ ତାହାଙ୍କ ରଚନା, ଯେ ସମସ୍ତ ସତ୍କର୍ମ ଆମ୍ଭେମାନେ କରିବୁ ବୋଲି ଈଶ୍ବର ପୂର୍ବରୁ ପ୍ରସ୍ତୁତ କରିଥିଲେ l

12/08/2025
12/08/2025

He will trample Santan underfoot.
ଶାନ୍ତିଦାତା ଈଶ୍ବର ଶୟତାନକୁ ଶୀଘ୍ର ତୁମ୍ଭମାନଙ୍କ ପଦ ତଳେ ଦଳିପକାଇବେ।

12/08/2025
12/08/2025

I will not lack.✝️✝️✝️
ସଦାପ୍ରଭୁ ମୋହର ପ୍ରତିପାଳକ;
ମୋହର ଅଭାବ ହେବ ନାହିଁ।

12/08/2025
12/08/2025

You will not enter the kingdom of heaven.
“ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ଫେରି ସାନ ପିଲା ପରି ନ ହେଲେ କୌଣସି ପ୍ରକାରେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବ ନାହିଁ।

Address

Christian Sahi
Ramagiri Udayagiri
761016

Website

Alerts

Be the first to know and let us send you an email when God's Word posts news and promotions. Your email address will not be used for any other purpose, and you can unsubscribe at any time.

Share