Janata khabar

Janata khabar ସତ୍ୟର ଖବର ଜନତା ଙ୍କ ସ୍ଵର
(ସତ୍ୟ ନିରପେକ୍ଷ ନିର୍ଭୟ)

ସରପଞ୍ଚ ଙ୍କ ସ୍ଵାମୀ ଙ୍କୁ ହତ୍ୟା କଳାହାଣ୍ଡି ଜିଲ୍ଲା ମ ରାମପୁର ଡମ୍ କର୍ଲା ଖୁଣ୍ଟା ସରପଞ୍ଚ ସ୍ନିଗ୍ଧା ରଣା ଙ୍କ ସ୍ଵାମୀ ଫକୀର ରଣା ଙ୍କୁ ହତ୍...
05/08/2026

ସରପଞ୍ଚ ଙ୍କ ସ୍ଵାମୀ ଙ୍କୁ ହତ୍ୟା କଳାହାଣ୍ଡି ଜିଲ୍ଲା ମ ରାମପୁର ଡମ୍ କର୍ଲା ଖୁଣ୍ଟା ସରପଞ୍ଚ ସ୍ନିଗ୍ଧା ରଣା ଙ୍କ ସ୍ଵାମୀ ଫକୀର ରଣା ଙ୍କୁ ହତ୍ୟା । ପୋଲିସ ର ତଦନ୍ତ ଜାରି

04/08/2026

ତୁର୍କେଲ ବ୍ରିଜ୍ କେ ନେଇ ବିଧାୟକ ସାଗର ଦାସ ଙ୍କ ପ୍ରତିକ୍ରିୟା

04/08/2026

ତୁର୍କେଲ ବ୍ରିଜ୍ ନିର୍ମାଣ ଲାଗି ବ୍ରିଜ୍ ରୁ ଭବାନୀପାଟଣା ଜିଲ୍ଲାପାଳ ଙ୍କ ନିକଟକୁ ପଦଯାତ୍ରା କଲେ ସଦର ବିଧାୟକ ସାଗର ଚରଣ ଦାସ

ବେଆଇନ ଠିପି ବନ୍ଦ ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ଦାବି   Janata khabar CMO Odisha  President of IndiaPMO India
04/08/2026

ବେଆଇନ ଠିପି ବନ୍ଦ ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ଦାବି Janata khabar CMO Odisha President of IndiaPMO India

ଲାଞ୍ଜିଗଡ଼ ବ୍ଲକରେ ପୁଣି ଦାଦନ ଦୁଃଖ,ଦାଦନ ଯାଇ ହାଇଦ୍ରାବାଦରେ ଯୁବକ ନିରନଙ୍କ ମୃତ୍ୟୁ  Janata khabarCMO OdishaPMO IndiaPresident of ...
04/08/2026

ଲାଞ୍ଜିଗଡ଼ ବ୍ଲକରେ ପୁଣି ଦାଦନ ଦୁଃଖ,ଦାଦନ ଯାଇ ହାଇଦ୍ରାବାଦରେ ଯୁବକ ନିରନଙ୍କ ମୃତ୍ୟୁ Janata khabarCMO OdishaPMO IndiaPresident of India

04/08/2026

ଗଞ୍ଜେଇ ଜବତ ବୌଦ୍ଧ ଅଭିଯୁକ୍ତ କୁ ଗିରଫ କଲା ପୋଲିସ

04/08/2026

ବସ୍ ଦୁର୍ଘଟଣା ରେ ୫ ଜଣ ଗୁରୁତର ଆହତ

 ିତରୁ_ଗଞ୍ଜେଇ_ଜବତବର୍ଷା ଯୋଗୁଁ ଜଙ୍ଗଲ କାରବାର ଶେଷ, ଏବେ ଘରେ ବସ୍ତା ବସ୍ତା ଗଞ୍ଜେଇ, କଣ୍ଟାମାଳ ପୋଲିସର ସର୍ଚ୍ଚ ଅପରେସନ, ଖଇରମାଲ ଗ୍ରାମର ଲ...
03/08/2026

ିତରୁ_ଗଞ୍ଜେଇ_ଜବତ
ବର୍ଷା ଯୋଗୁଁ ଜଙ୍ଗଲ କାରବାର ଶେଷ, ଏବେ ଘରେ ବସ୍ତା ବସ୍ତା ଗଞ୍ଜେଇ, କଣ୍ଟାମାଳ ପୋଲିସର ସର୍ଚ୍ଚ ଅପରେସନ, ଖଇରମାଲ ଗ୍ରାମର ଲିଙ୍ଗରାଜ ସାହୁଙ୍କ ଘରୁ ବାହାରିଲା ୨ ବସ୍ତା (୬୮ କେଜି)ଗଞ୍ଜେଇ, ଗଞ୍ଜେଇ ଜବତ ସହ ଅଭିଯୁକ୍ତ ଘର ମାଲିକ ଲିଙ୍ଗରାଜ ଗିରଫ ଓ କୋର୍ଟ ଚାଲାଣ କରାଯାଇଛି

03/08/2026
ଶ୍ରାବଣର ପ୍ରଥମ ସୋମବାର ବୋଲ୍‌ବମ୍ ଧ୍ବନିରେ କମ୍ପିଲା ବଲାଙ୍ଗୀର ଜିଲ୍ଲାର ହରିଶଙ୍କର ପୀଠ...Janata khabar CMO Odisha PMO India        ...
03/08/2026

ଶ୍ରାବଣର ପ୍ରଥମ ସୋମବାର ବୋଲ୍‌ବମ୍ ଧ୍ବନିରେ କମ୍ପିଲା ବଲାଙ୍ଗୀର ଜିଲ୍ଲାର ହରିଶଙ୍କର ପୀଠ...
Janata khabar CMO Odisha PMO India

Address

M. Rampur
Rampur
766102

Website

Alerts

Be the first to know and let us send you an email when Janata khabar posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Janata khabar:

Shortcuts

Share