janata swara

janata swara JANATA SWARA

05/12/2023

ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଙ୍କ ଶୁଭ ଜନ୍ମ ମହାମୋହୋତ୍ସବ ପାଳିତ

05/12/2023

ନୂଆପଡା ଜିଲ୍ଲା କୋମନା ବ୍ଲକ କାନ୍ଦେତରା ଠାରେ ଦ୍ୱତୀୟ ବର୍ଷ, ଆଞ୍ଚଳିକ କୋଶଳୀ ଧନୁଯାତ୍ରା ଅନୁଷ୍ଠିତ ହୋଇଯାଇଛି l

କଂସ ଭୁମିକାରେ ଶିକ୍ଷକ ମଦୁସୂଦନ ପାଣିଗ୍ରାହୀ ଙ୍କ ନିଖୁଣ ଅଭିନୟ ରେ ଦର୍ଶକ ବିଭୋର ହୋଇଥିଲେ

ଏହି ଅବସରରେ କଂସ ଦରବାରରେ ରାଜ ଅତିଥି ଭାବରେ ନୂଆପଡା ବିଜେପି ନେତା ତଥା ଜିଲ୍ଲା ଓକିଲ ସଙ୍ଘ ସଭାପତି ଶ୍ରୀଯୁକ୍ତ ପ୍ରସନ୍ନ ପାଢ଼ୀ, ଜ଼ିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଦୀପିକା ଦୀପ, ବିଜେଡି ଜିଲ୍ଲା ସମ୍ପାଦକ କାର୍ତିକ ଦୀପ, ବିଜେଡି ନେତା କାଳିଆ ପ୍ରଧାନ, ପଂଚାୟତ PEO ମନଧର ବଗର୍ତି, ଶିକ୍ଷକ ମଦନ ହୋତା ନିମନ୍ତ୍ରଣ ଅତିଥି ଭାବରେ ଯୋଗ ଦେଇ, ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ l

02/12/2023

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକର ତେଲେନପାଲି ପଂଚାୟତ ରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ 2013 ଓ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବିଷୟରେ ସାମାଜିକ ସମୀକ୍ଷା ଗ୍ରାମସଭା ଅନୁଷ୍ଠିତ ହୋଇଥିଲା ! ଏହି ଗ୍ରାମସଭା ପାଇଁ ଘୋଷଣା ବା ପ୍ରଚାର ପ୍ରସାର ହେଇନଥିବାରୁ ହାତ ଗଣତି ଶ୍ରମିକ ମାନଙ୍କର ଯୋଗ ଦାନ ହୋଇଥିଲା ! ଖପ୍ରାଖୋଲ ବ୍ଲକର ଅତିରିକ୍ତ ପ୍ରୋଗ୍ରାମ ଅଫିସର ଏକଥାକୁ ସ୍ୱୀକାର କରିଥିଲେ ! ଗ୍ରାମସଭା ରେ କେତୋଟି ପ୍ରକଳ୍ପ କେତେ ଖର୍ଚ୍ଚ, କେତେ ବାକି ଆଲୋଚନା ହୋଇ ନଥିଲା ! ଶ୍ରମିକ ମାନେ କାମ ପାଇଁ ଦାବୀ କରିଥିଲେ ବି କାମ ମିଳୁନାହିଁ, ସେଥିପାଇଁ ଲୋକମାନେ ଦାଦନ ଯିବା ପାଇଁ ବାଧ୍ୟ ହେଉଛନ୍ତି ବୋଲି ଅଭିଯୋଗ କରିଥିଲେ ! ଏହି ସଭାରେ line department ର ଅଧିକାରୀମାନେ କେହି ଯୋଗ ଦେଇ ନଥିଲେ ! ଖପ୍ରାଖୋଲ ରୁ ଜନତା ସ୍ବରରୁ ଶତ୍ରୁଘନ ନାଏକ ଙ୍କ ରିପୋର୍ଟ !

02/12/2023
02/12/2023

30/11/2023

ଗଣ୍ଡମେର ପଂଚାୟତ ଲର୍କି ଗ୍ରାମରେ ପିଡ଼ିଏସ ଚାଉଳ ହେରଫେର

29/11/2023

ନୂଆପଡା - ନୂଆପଡା ଜିଲ୍ଲା କୋମନା ବ୍ଲକ ବୁଦ୍ଧିକୋମନ ପଂଚାୟତ ଅନ୍ତର୍ଗତ ଡଙ୍ଗରିପାଲି ଧାନ ମଣ୍ଡି ଉଦଘାଟନ ରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ଦୀପିକା ଦୀପ ଙ୍କ ପ୍ରତିକ୍ରିୟା l

27/11/2023

ନୂଆପଡା -ଲାଠୋର ପଂଚାୟତ ରେ,କୋଶଲ ବିରୋଧୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଚପଲ ମାଲ ଦେଇ, କୁଶ ପୁତୁଳିକା ଦାହ କଲେ କୋଶଲ ମୁକ୍ତି ମୋର୍ଚ୍ଚା l

27/11/2023

ମହାପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦୀପ ଯଂଜ୍ଞ ଅନୁଷ୍ଠିତ

26/11/2023

ବାଲିପାଟଣା ବ୍ଲକ ଦେଉଳିଧର ପୁର ପଂଚାୟତ ରେ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ #

ଭଦ୍ରକ ନିଉଜ ୱାଲ୍ଡ଼ ଓଡିଶା ୨୪ ର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳନ.
01/11/2023

ଭଦ୍ରକ ନିଉଜ ୱାଲ୍ଡ଼ ଓଡିଶା ୨୪ ର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳନ.

Address

M. RAMPUR
Rampur
766102

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Friday 9am - 5pm
Saturday 9am - 5pm

Telephone

+918018767214

Alerts

Be the first to know and let us send you an email when janata swara posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to janata swara:

Share